ବନ୍ୟା ଜଳରେ ଭାସି ବୃଦ୍ଧଙ୍କ ଜୀବନ ଗଲା

ହାଟଡିହୀ,୨୨।୮(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜାବିନିପୁର ଗ୍ରାମର ଜଣେ ବ୍ୟକ୍ତି ବନ୍ୟା ଜଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି କୁଶ ମୁଣ୍ଡା(୪୦)। ସୂଚନାରୁ ଜଣାପଡିଛି ଯେ, କୁଶ ଗତ ରବିବାର ସକାଳୁ ଭାଗବଖରା କରିଥିବା ଚାଷ ଜମିକୁ ଏକ ନାଳ ପାର ହୋଇ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ପରିବାର ଏବଂ ଗ୍ରାମବାସୀ ବିଭିନ୍ନ ଯାଗରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା। ବନ୍ୟା ଜଳ କମିଯିବା ଫଳରେ ତାଙ୍କର ମୃତଦେହ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସ୍ଥାନୀୟ ନନ୍ଦୀପଦା ପୋଲିସକୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ପିଲାଙ୍କୁ ଡାକି ବହି ବୋହିବା ଘଟଣା: ସିଆର୍‌ସିସି ନିଲମ୍ବିତ

କୋରୁକୋଣ୍ଡା,୯।୫(ଡି.ଏନ.ଏ): ଗତ ଏପ୍ରିଲ ୨୪ ତାରିଖରେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତର ସି- କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଣ୍ଡ ଖରାରେ ପିଲାଙ୍କୁ ଘରୁ...

ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ...

ଦେଶକୁ ଦେଉଛନ୍ତି ସୁରକ୍ଷା, ନିଜ ଘର ଅସୁରକ୍ଷିତ

ଗଞ୍ଜାମ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ଜନସେବା କେନ୍ଦ୍ରସ୍ଥିତ ଫ୍ରେଣ୍ଡସ୍‌ କଲୋନୀରେ ବିଏସ୍‌ଏଫ୍‌ ଯବାନ ବିନୋଦ ବିହାରୀ ବେହେରାଙ୍କ ଘର ଆଗ ଗ୍ରୀଲ୍‌ ଭାଙ୍ଗିଛନ୍ତି ଦୁର୍ବୃତ୍ତ l...

ଭୋଜି ରନ୍ଧାକୁ ବନ୍ଦ କଲା ପ୍ରଶାସନ, ୫ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ତ୍ତମାହା ପଞ୍ଚାୟତ କେର୍କେବାଡ଼ିର ଏକ ଜଙ୍ଗଲ ପାହାଡ଼ ନିକଟରେ ଭୋଜି ଚାଲିଥିବା ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ...

ଘରୁ ଟଙ୍କା, ସୁନା ଲୁଟିନେଇ ବ୍ୟବସାୟୀଙ୍କୁ ହତ୍ୟା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, ସାଇଣ୍ଟଫିକ୍‌ ଟିମ୍‌

ବ୍ରହ୍ମପୁର ଅଫିସ,୧୪।୬: ଗଞ୍ଜାମ ଜିଲା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାଠାରେ ଥିବା ହେରିଟେଜ କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ...

ଜିଲାପାଳଙ୍କୁ ଫେରାଦ ହେଲା ଏବିଭିପି

ବରଗଡ଼ ଅଫିସ୍‌,୯।୬- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୮ଦଫା ଦାବି ନେଇ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲା। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ...

ଦ.ପୂ. ରେଳପଥ ଜିଏମ୍‌ଙ୍କ ବଡ଼ବିଲ ଗସ୍ତ: ବଡ଼ବିଲ-ବାଂଶପାଣି ରେଳପଥ ଦାବି ଦୋହରାଇଲା ବିକାଶ ପରିଷଦ

ବଡ଼ବିଲ,୨୯।୯(ସ୍ବ.ପ୍ର.)- ଦ.ପୂ. ରେଳବାଇ ଜିଏମ ସଞ୍ଜୟ କୁମାର ମହାନ୍ତି ଶନିବାର ସାରେ କେନ୍ଦୁଝର ଜିଲା ବଡ଼ବିଲ ରେଳଷ୍ଟେଶନ ପରିଦର୍ଶନରେ ଆସି ପହଞ୍ଚିଥିଲେ। ଏହି ଅବସରରେ ବଡ଼ବିଲ...

ପେଟ ପାଇଁ ମଞ୍ଜିତ୍‌ କରୁଛନ୍ତି ସଂଘର୍ଷ

ମହାକାଳପଡ଼ା,୯ା୫(ଡି .ଏନ୍‌ .ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ରାମନଗର ଗ୍ରାମ ଉତ୍ତରପଡ଼ାରେ ମଞ୍ଜିତ୍‌ ମଣ୍ଡଳ (୧୦)ଙ୍କ ଘର। ସେ ପେଟକୁ ଦାନା ସଂଗ୍ରହ ପାଇଁ...

Advertisement
Archives

Model This Week