ମାସ୍କ୍-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍, ଆଇନ ସମସ୍ତଙ୍କ ପାଇଁ ସମାନ…
ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ। ଆଇନ ଉପରେ କେହି ନୁହଁନ୍ତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି…
ମନି ଲଣ୍ଡରିଂ ମାମଲାରେ ସୋନିଆ-ରାହୁଲଙ୍କୁ ଇଡିର ନୋଟିସ
ନୂଆଦିଲ୍ଲୀ,୧।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଜୁନ ୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ…
ଓଜେଇଇ ପାଇଁ ପ୍ରକାଶ ପାଇଲା ସୂଚୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ପାଇଁ ବୁଧବାର ସୂଚୀ ପ୍ରକାଶ ପାଇଛି। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୪ରେ ୩ଟି…
ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …
ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ ସଂସଦର ଆୟୋଜନ କରାଯାଇଥିଲା। ତ୍ରମ୍ବେକେଶ୍ୱର, କର୍ନାଟକ ଏବଂ ସୋଲାପୁରର ପ୍ରାୟ ୨୦-୨୫ ସାଧୁ ଏବଂ…
କର୍ନାଟକ କଂଗ୍ରେସକୁ ଝଟ୍କା: ଦଳର ହାତ ଛାଡ଼ିଲେ ୨୫ବର୍ଷର ସଦସ୍ୟ
ବେଙ୍ଗାଲୁରୁ,୧।୬: କର୍ନାଟକ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲାପ୍ପା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୨୫ ବର୍ଷରୁ କଂଗ୍ରେସରେ ଥିଲେ। ବ୍ରିଜେଶ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାଙ୍କ ଇସ୍ତଫା ପତ୍ରକୁ ହସ୍ତାନ୍ତର କରିଛନ୍ତି।…
ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍ରେ…
ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ଚାଲିଥିଲେ।…
ଜେଲ୍ରୁ ମୁକୁଳିବା ପରେ ପ୍ରଥମ ଥର ଆଜମଙ୍କୁ ଭେଟିଲେ ଅଖିଳେଶ
ନୂଆଦିଲ୍ଲୀ,୧।୬: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଧବାର ସକାଳେ ଦିଲ୍ଲୀରେ ପହଞ୍ଚି ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ଅନ୍ତରୀଣ ଜାମିନରେ ଜେଲ୍ରୁ ମୁକୁଳିବା ପରେ ଏହା ଦୁଇ…
ଆଫ୍ରିକାନ୍ ସ୍ବାଇନ୍ ଫ୍ଲୁ ନେଇ ଆତଙ୍କ, ମଲେଣି ୩୭ ହଜାରରୁ ଅଧିକ ଘୁଷୁରୀ…
ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ବର୍ତ୍ତମାନ ଦେଶର ମିଜୋରାମ, ତ୍ରିପୁରା ଏବଂ ସିକିମ ଆଦି ୩ ଉତ୍ତର-ପୂର୍ବ ରାଜ୍ୟରେ ଆଫ୍ରିକାନ୍ ସ୍ବାଇନ୍ ଫ୍ଲୁ ନେଇ ଆତଙ୍କ ଦେଖାଦେଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି…
ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…
ଥିରୁଭାନନ୍ତପୁରମ୍, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ । କିନ୍ତୁ ଆଦିଲା ଏବଂ ଫାତିମାଙ୍କ ସମ୍ପର୍କୀୟମାନେ ଏନେଇ ଆପତ୍ତି ଉଠାଇଥିଲେ।…
୨୭ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବେ ପଞ୍ଜାବ ସରକାର, ସମୀକ୍ଷା ଜାରି…
ଚଣ୍ଡିଗଡ଼, ୧।୬ : ପଞ୍ଜାବରେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସୱାଲାଙ୍କ ହତ୍ୟା ପରେ ଭିଭିଆଇପି ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ପୁଣିଥରେ ଭିଆଇପି ସୁରକ୍ଷା ସମୀକ୍ଷା କରିବା ଆରମ୍ଭ…
ଭାରତ ଗହମ ନେବାକୁ ମନା କଲା ତୁର୍କୀ…
ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୨୯ ମଇରେ ତୁର୍କୀରେ ପହଞ୍ଚିଥିବା ଜାହାଜକୁ ଫେରିବାକୁ…
ଅନ୍ତ ହେଲା ୫ଶହ ବର୍ଷର ଅପେକ୍ଷା: ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କଲେ ଯୋଗୀ
ଆଯୋଧ୍ୟା,୧।୬: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବୁଧବାର ଆଯୋଧ୍ୟାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହୋଇଥିବା ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ ହୋଇଛି। ୟୁପି ମୁଖ୍ୟମନ୍ତ୍ରୀ…
Archives


