Home

‘ରୁଷିଆ ୨ ଲକ୍ଷ ୟୁକ୍ରେନ ଶିଶୁଙ୍କୁ କରିନେଇଛି ଅପହରଣ’

କିଭ୍‌,୩।୬:ବିଶ୍ୱ ମାତାପିତା ଦିବସ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ରୁଷିଆ ୨ ୟୁକ୍ରେନ ପିଲାଙ୍କୁ ଅପହରଣ କରିଛି। ଏହି ଅପରାଧିକ ଷଡଯନ୍ତ୍ରର ଉଦ୍ଦେଶ୍ୟ କେବଳ ଲୋକଙ୍କୁ ଅପହରଣ କରିବା ନୁହେଁ, ବରଂ ସେମାନଙ୍କୁ ୟୁକ୍ରେନକୁ…

ମାଟିତଳୁ ଆଉ ଏକ ହାତୀ କଙ୍କାଳ ମିଳିଲା

ଭୁବନେଶ୍ୱର,୩।୬(ବ୍ୟୁରୋ): ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ଆଠଗଡ଼ ବନଖଣ୍ଡ। ଏହି ବୃହତ୍‌ ବନ୍ୟପ୍ରାଣୀ ପାଇଁ ବିପଦ ସାଜିଛନ୍ତି ଖୋଦ୍‌ ସୁରକ୍ଷା ଦାୟିତ୍ୱରେ ରହୁଥିବା ବନ ଅଧିକାରୀ ଓ କର୍ମଚାରୀ। ଗତ ଫେବୃୟାରୀ ୮ରେ କ୍ରାଇମ୍‌ବ୍ରାଞ୍ଚ ନରସିଂହପୁର ଓ୍ବେଷ୍ଟ ରେଞ୍ଜ୍‌ ବାରାସିଂଘା…

ବ୍ରଜରାଜନଗର ଉପନିର୍ବାଚନ: ଫଳାଫଳ ନେଇ ପ୍ରାର୍ଥୀଙ୍କ ଉତ୍କଣ୍ଠା

ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଥିବାବେଳେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ତାହା ଜାଣିବା ପାଇଁ ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଶୁକ୍ରବାର ସକାଳ ୮ଟାରୁ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ୍‌…

ଭାଜପା ଶାସନରେ ଅତ୍ୟାଚାର ବଢ଼ୁଛି

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତରେ ସଂଖ୍ୟାଲଘୁ ମୁସଲମାନ ଓ ଆଦିବାସୀ ସମୁଦାୟ ବିରୋଧରେ ହିଂସା ବଢ଼ିବାରେ ଲାଗିଥିବା ୨୦୨୧ରେ ଆମେରିକା ଏକ ମାନବାଧିକାର ରିପୋର୍ଟରେ ଦର୍ଶାଇଥିଲା। ସେହିପରି ୟୁଏସ୍‌ କମିଶନ ଅନ୍‌…

ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ ବି.ପି. ଶତପଥିଙ୍କ ଖଣ୍ଡପୀଠରେ ହୋଇଥିଲା। ବିଧାୟକଙ୍କ ଲାଗି ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା…

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ,୩ା୬:ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍ସ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ…

ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ ସୁଶୀଲ…

ତାଲିବାନ ନେତାଙ୍କୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ,୨।୬: ଗତ ବର୍ଷ ଅଗଷ୍ଟ ପରଠାରୁ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ଭାରତୀୟ ପ୍ରତିନିଧୀ ଦଳ ଗୁରୁବାର କାବୁଲରେ ପହଞ୍ଚିଛନ୍ତି। ଭାରତୀୟ ବରିଷ୍ଠ କୂଟନୈତିକ ଦଳ କାବୁଲରେ ପହଞ୍ଚିବା ପରେ ତାଲିବାନର ବରିଷ୍ଠ ସଦସ୍ୟଙ୍କୁ ଭେଟିଛନ୍ତି। ଏହି…

ଦିନକରେ ୨ ଆତଙ୍କବାଦୀ ଆକ୍ରମଣ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଗତ କିଛି ଦିନରୁ ଲଗାତର ଭାବେ ଟାର୍ଗେଟ କିଲିଂ ଜାରି ରହିଛି। ଆତଙ୍କବାଦୀମାନେ ସାଧାରଣ ନାଗରିକ ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି। ଇତିମଧ୍ୟରେ ଗୁରୁବାର କୁଲଗାମରେ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟା ଘଟଣାର ୧୨ଘଣ୍ଟା ନ ପୁରୁଣୁ ବଡ଼ଗାମରେ…

ପୂର୍ବତନ ଗୃହମନ୍ତ୍ରୀ ଅନିଲଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ସିବିଆଇ

ମୁମ୍ବାଇ,୨।୬: ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ଅନ୍ୟମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ଚାର୍ଜଶିଟ୍‌ ଦାଖଲ କରିଛି। ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ୭୧ ବର୍ଷୀୟ ଏନ୍‌ସିପି ନେତା ମନି ଲଣ୍ଡରିଂ ମାମଲାରେ ଏବେ…

ତାଲିକାରୁ ବାଦ୍‌ ପଡ଼ିଲେ ୮୭ ରାଜନୈତି ଦଳ

ନୂଆଦିଲ୍ଲୀ,୨।୬: ନିର୍ବାଚନ କମିଶନ ଯାଞ୍ଚ କରିବା ପରେ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ(ଆର୍‌ୟୁପିପି) ତାଲିକାରୁ ୮୭ ଦଳକୁ ବାଦ୍‌ ଦେଇଛନ୍ତି। ନିୟମ ଓ ନିର୍ବାଚନ ଆଇନର ଉଲ୍ଲଂଘନ କରୁଥିବା୨,୧୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ଅଣସ୍ବୀକୃତ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

କଶ୍ମୀରରେ ୧୯୯୦ ଭଳି ସ୍ଥିତି: ଘାଟି ଛାଡ଼ିବାକୁ ଚେତାବନୀ ଦେଲେ କଶ୍ମୀରୀ ପଣ୍ଡିତ

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଲଗାତର ଭାବେ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ସେଠାରେ ବାସ କରୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଇତିମଧ୍ୟରେ ଗୁରୁବାର ଆଉ ଜଣେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀ ଗୁଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri