ଆଗରେ ମୁଖ୍ୟମନ୍ତ୍ରୀ
ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ…
ପ୍ରଥମ ରାଉଣ୍ଡ ଗଣନା ଶେଷ, ବିଜେଡି ଆଗୁଆ
ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୪୭୩୩ ଭୋଟ୍ ପାଇଥିବା ବେଳେ ଭାଜପା ୧୧୪୪ ଏବଂ କଂଗ୍ରେସ ୧୦୧୪ ଖଣ୍ଡ…
ପରିବାର ବିରୋଧ ସତ୍ତ୍ୱେ ପ୍ରେମିକଙ୍କୁ ଛାଡ଼ିପାରିଲେନି
ଭୁବନେଶ୍ୱର,୩।୬(ବ୍ୟୁରୋ): ବେଙ୍ଗାଲୁରୁରେ ରହୁଥିବା ଏକ ପ୍ରେମୀଯୁଗଳ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଦୁହେଁ କମିଶନରେଟ ପୋଲିସକୁ ଟୁଇଟ କରି ସହାୟତା…
୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା…
ଦେଶର ୨୪ତମ ର଼୍ୟାଙ୍କ୍ରେ କିଟ୍
ଭୁବନେଶ୍ୱର,୩।୬(ବ୍ୟୁରୋ): ଦି ଟାଇମ୍ସ ହାୟର ଏଜୁକେଶନ ପକ୍ଷରୁ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ ୨୦୨୨ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଓଡ଼ିଶାର କିଟ୍ ୨୪ତମ ସ୍ଥାନରେ ରହିଛି। କିଟ୍ର…
ରାସ୍ତାରେ ଜମୁଛି ଡ୍ରେନ୍ପାଣି, ଲୋକେ ହଇରାଣ
ଖୋର୍ଦ୍ଧା ଅଫିସ,୩ା୬: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ପୁରୁଣା ଦମକଳ ଛକଠାରେ ଡ୍ରେନ କାମ ଚାଲିଛି। ଫଳରେ ଏହି ଡ୍ରେନକୁ ସଂଯୋଗ କରୁଥିବା ଅନ୍ୟ ସାହିର ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମୁଛି। ଦମକଳ ଛକ ସମ୍ମୁଖ ରାସ୍ତାରୁ…
ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ
ଭୁବନେଶ୍ୱର,୩।୬(ବ୍ୟୁରୋ): ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ। ଯିଏ ଦାଦାବଟି ଦେଉ ନ ଥିଲେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ। ଏପରିକି ଖଣ୍ଡା ଭୁଜାଲି ଧରି ଏହାର ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ସେସବୁକୁ ସୋସିଆଲ ମିଡିଆରେ…
କୁମ୍ଭକର୍ଣ୍ଣ ନିଦ୍ରାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ
ଡେରାବିଶ, ୩ା୬(ସ୍ବ.ପ୍ର.): ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଡେରାବିଶରେ ପାନୀୟ ଜଳ ସମସ୍ୟା ଏବେବି ଲାଗି ରହିଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବଢ଼ାଇଛି ଅସନ୍ତୋଷ
କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ। ସିକ୍ୟୁରିଟି ବାର୍ କୋଡ ଥିବାରୁ ଗାଡି ଚୋରି ରୋକିବା ସହିତ ହିତାଧିକାରୀଙ୍କୁ ଅନ୍ୟାନ୍ୟ ସୁବିଧା…
ବ୍ରଜରାଜନଗରରେ ଆରମ୍ଭ ହେଲା ଗଣତି
ଝାରସୁଗୁଡ଼ା ଅଫିସ,୩ା୬: ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଭୋଟ ଗଣନା ଶୁକ୍ରବାର ସକାଳ ୮ଟାରେ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣତି ଆରମ୍ଭ ହୋଇଛି। ପରେ ଇଭିଏମ୍ ଗଣତି ଆରମ୍ଭ ହେବ।…
ସ୍ଥାପନ ହେବ ୫୦୦ ମିଶନ ଶକ୍ତି ବଜାର
ଭୁବନେଶ୍ୱର,୩।୬(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚଜି)ମାନଙ୍କ ପାଇଁ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରିବେ। ଏହି ବଜାର ମହିଳା ଏସ୍ଏଚଜିଙ୍କ ଦ୍ୱାରା ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟର ବିକ୍ରି ଓ ବଜାର ନିମନ୍ତେ ହଟ୍ସ୍ପଟ୍ ହୋଇପାରିବ ବୋଲି…
ଅସ୍ତ୍ରଶସ୍ତ୍ର କିଣିବା ବୟସ ୧୮ରୁ ୨୧ ହେବା ଆବଶ୍ୟକ: ବାଇଡେନ୍
ଓ୍ବାଶିଟନ୍,୩।୬:ଆମେରିକାରେ ବନ୍ଧୁକ ହିଂସାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଉଦେ୍ବେଗ ପ୍ରକାଶ କହିଛନ୍ତି। ଶିଶୁ ଏବଂ ପରିବାରର ସୁରକ୍ଷା ପାଇଁ ୧୮ରୁ ୨୧ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନିଷେଧ କିମ୍ବା କ୍ରୟ କରିବା ପାଇଁ ସର୍ବନିମ୍ନ ବୟସ ବଢାଇବା ଉପରେ ସେ ଜୋର…
Archives


