Home

ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ ମିଳିଛି।  ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ…

ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ, ୩ ଯବାନ ଆହତ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଯବାନ ଆହତ ହୋଇଥିବା କଶ୍ମୀର ଆଇଜିପି ବିଜୟ କୁମାର ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ…

ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ପୋଲିସ ଡିଜି ସୁନୀଲ ବଂଶଲ ଗୁରୁବାର ମାଲକାନଗିରି ଜିଲା ଗସ୍ତରେ ଆସିଥିବା ବେଳେ ଯନ୍ତ୍ରୀ ପଞ୍ଚାୟତରେ ନୂତନ କରି ହୋଇଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍‌ ପରିଦର୍ଶନ କରିଥିଲେ। ଏହି ସମୟରେ ଯନ୍ତ୍ରୀ, ପଣସପୁଟ, ନାକାମାମୁ ଓ ଅଣ୍ଡପାଲି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ…

‘ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ’

ଭୁବନେଶ୍ୱର,୨ା୬(ବ୍ୟୁରୋ): ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁବାର ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ…

ସ୍ତ୍ରୀଙ୍କୁ ଏତେ ଡର ଯେ ବାଇକ୍‌ରେ ଲେଖିଲେ ଏମିତି, ଭାଇରାଲ ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ବାଇକରେ ମଜାଳିଆ କୋଟ୍‌ ଲେଖିଥିବା ଦେଖିଥିବେ। କେହି କେହି ନିଜ ମା’ଙ୍କୁ ନେଇ ତ କେହି କେହି ତାଙ୍କ ପିତାଙ୍କ ବିଷୟରେ ଲେଖିଥାନ୍ତି। ହେଲେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଏତେ ଭୟ ଯେ ଗାଡିରେ ଲେଖିଛନ୍ତି ‘ବିବି ସେ…

କୃତ୍ରିମ ସୂର୍ଯ୍ୟାଲୋକରେ ଆଲୋକିତ ହେବ ଦୁନିଆ, ଜାଣନ୍ତୁ କେବେ ମିଳିବ ଏହି ଶକ୍ତି

କିଛି ବର୍ଷ ପୂର୍ବରୁ ଯଦି କେହି ଆକାଶରେ ଉଜ୍ଜ୍ୱଳ ଦୁଇଟି ସୂର୍ଯ୍ୟ ବିଷୟରେ କହିଥାନ୍ତେ, ତେବେ ଏହାକୁ ଏକ ଫଟୋ ବୋଲି କହି ଲୋକେ ହସରେ ଉଡ଼ାଇ ଦେଇଥାନ୍ତେ। ମାତ୍ର ବର୍ତ୍ତମାନ ତାହା ସମ୍ଭବ ହେବାକୁ ଯାଉଛି। ଭାରତ ସମେତ ୩୫ଟି…

୩ ଭାଗ ହୋଇଯିବ ପାକିସ୍ତାନ, ଇମ୍ରାନ୍‌ଙ୍କ ଚେତାବନୀ…

ଇସଲାମାବାଦ୍‌, ୨।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ଶାହବାଜ ସରିଫ ସରକାର ସଠିକ ନିଷ୍ପତ୍ତି ନ ନିଅନ୍ତି ତେବେ ଦେଶ ତିନି ଭାଗରେ ବିଭକ୍ତ ହୋଇଯିବ। ଏଥିସହ ସେ କହିଛନ୍ତି…

ଭାଜପାରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଅହମଦାବାଦ,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମଦାବାଦରେ ଥିବା ଭାଜପା ମୁଖ୍ୟାଳୟରେ ରାଜ୍ୟର ଭାଜପା ଅଧ୍ୟକ୍ଷ ସିଆର୍‌ ପାଟିଲ ଏବଂ ଦଳର ବରିଷ୍ଠ ନେତା ନୀତିନ ପଟେଲଙ୍କ ଉପସ୍ଥିତିରେ ଦଳରେ…

ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ

କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଶ୍ୱାସନା ପରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ଟିମ କାବୁଲରେ ପହଞ୍ଚିଛନ୍ତି।…

ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ ସୋନିଆ ଯେଉଁ ନେତାମାନଙ୍କୁ ଭେଟିଛନ୍ତି ସେମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ…

ପାଣିରେ ବୁଡ଼ି ଯାଉଥିଲେ ପୁଅ, ସୁପରହିରୋ ସାଜି ଏମିତି ଜୀବନ ବଞ୍ଚାଇଲେ ବାପା; ଭିଡିଓ ଦେଖିଲେ…

ଜୀବନରେ ଅନେକ ଘଟଣା ଘଟିଥାଏ। ସାମାନ୍ୟ ଭୁଲ୍‌ରୁ ବଡ଼ ବଡ଼ ଦୁର୍ଘଟଣା ଘଟେ। ଯଦି ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନିଆଯାଏ, ତେବେ ଯେତେ ବଡ଼ ବିପଦ ହେଲେ ମଧ୍ୟ ଏଡ଼ାଇ ଦିଆଯାଇପାରେ। ସେମିତି ଏକ ଘଟଣା ଘଟିଛି ଆମେରିକାରେ। କାନ୍‌ସାସର…

ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ବିବାହ ହୁଏତ ପୂର୍ବରୁ କେହି ଦେଖି ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri