Home

ପୂଜାରାଙ୍କ ବିସ୍ଫୋରକ ବ୍ୟାଟିଂ

ଲଣ୍ଡନ,୨୪।୮: ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବେ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଇଂଲଣ୍ଡରେ ଜାରି ରୟାଲ ଲଣ୍ଡନ ୱାନ ଡେ କପ୍‌ରେ ସେ ସସେକ୍ସ ଦଳ ପାଇଁ ସିଜନର ତୃତୀୟ ଶତକ ସ୍କୋର କରିଥିଲେ। ମିଡଲ୍ସେକ୍ସ ବିପକ୍ଷରେ ପୂଜାରା…

ଏନ୍‌ଏସି ସହରର ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ସହରର ମୁଖ୍ୟ ରାସ୍ତା ଏବେ ଡମ୍ପିଂୟାର୍ଡ ପାଲଟିଛି। ଦୈନଦିନ ଉକ୍ତ ରାସ୍ତା ଦେଇ ଅଫିସରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ଶହ…

ପାରଳାଖେମୁଣ୍ଡିରୁ ୮୪କିଲୋ ଗଞ୍ଜେଇ ସହ, କାର୍‌ ଜବତ

ପାରଳାଖେମୁଣ୍ଡି,୨୪।୦୮: ପାରଳାଖେମୁଣ୍ଡି ଅବକାରୀ ପୋଲିସ ଦ୍ବାରା ୮୪ କିଲୋ ଗଞ୍ଜେଇ ଜବତ ହୋଇଛି। ପାଟ୍ରୋଲିଂ ସମୟରେ ମାର୍ଲବା ଘାଟିରେ ଏକ ସୁଜୁକି କାର୍‌ରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,…

ମୋବାଇଲ ଆପ୍‌ ଦ୍ୱାରା ଦେଶରେ ବୃଦ୍ଧି ପାଉଛି ଆତଙ୍କବାଦ ନେଟଓ୍ବାର୍କ, ଏନ୍‌ଆଇଏ ରିପୋର୍ଟ…

ନୂଆଦିଲ୍ଲୀ, ୨୪।୮ : ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଏନଆଇଏ ଅନୁଯାୟୀ ଆତଙ୍କବାଦୀମାନେ ଦେଶରେ ଏକ ନୂତନ ହାଇ-ଟେକ ନେଟୱାର୍କ ସ୍ଥାପନ କରିଛନ୍ତି। ଏହା ମାଧ୍ୟମରେ ଉଭୟ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଏବଂ…

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଏଏପିର ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା…

ନୂଆ ସରକାର ଗଠନ ନେଇ ଭାଜପା ଭୟଭୀତ ହୋଇ କରୁଛି ସିବିଆଇ ଚଢ଼ାଉ, ରାବ୍ରୀଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୪।୮ : ବିହାରରେ ମହାମେଣ୍ଟ ସରକାର ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆରଜେଡି ନେତାମାନଙ୍କ ଉପରେ ସିବିଆଇ ଦ୍ୱାରା ଚଢ଼ାଉ ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ଆରଜେଡି କ୍ରୋଧିତ ହେବାରେ ଲାଗିଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଦେଶ…

ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..

ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ ବହୁ ବାଦ ବିବାଦ ପରେ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା…

ଡ୍ରାଭିଡ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ, ୨୪।୮(ପି.ଟି.): କୋଭିଡ୍‌ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କର ପଜିଟିଭ ଆସିଛି। ଫଳତଃ ଏସିଆ କପ୍‌ରେ ଭାଗନେବାକୁ ଦୁବାଇ ଅଭିମୁଖେ ଗସ୍ତ କରିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସହ ସେ ଯାଇପାରି ନାହାନ୍ତି ବୋଲି…

ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ବାହାରିନର ରିଫାଠାରେ ଆୟୋଜିତ ୨୧ତମ ଏସିଆନ ପୁରୁଷ ୨୦ ବର୍ଷରୁ କମ୍‌ ଭଲିବଲ ଚାମ୍ପିୟନଶିପ୍‌ରେ ଶକ୍ତିଶାଳୀ ଜାପାନକୁ ହରାଇ ଭାରତ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ଅନୁଷ୍ଠିତ ନିଜର ପ୍ରଥମ ମ୍ୟାଚରେ ଭାରତ ୩-୧ (୧୯-୨୫, ୨୫-୧୯,…

ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…

ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ସେ ପ୍ରତ୍ୟେକ ଯୁବବର୍ଗଙ୍କ ପାଇଁ…

ସ୍ପୋଟର୍‌ସ ହଷ୍ଟେଲ, ଓଡ଼ିଶା ଏଚ୍‌ପିସି ବିଜୟୀ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଫେଜ୍‌-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍‌ସ ହଷ୍ଟେଲ ଓ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି) ବିଜୟ…

ଜଗରନଟ୍ସ ଆଜି ଚେନ୍ନାଇକୁ ଭେଟିବ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ବୁଧବାର ଚେନ୍ନାଇ କୁଇକ୍‌ ଗନ୍ସକୁ ଭେଟିବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଜଗରନଟ୍ସ ଓ ଚେନ୍ନାଇ ମଧ୍ୟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?