ଓ୍ବେଷ୍ଟଇଣ୍ଡିଜ୍କୁ ୩୦୯ ରନ୍ର ଟାର୍ଗେଟ
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮ ରନ୍ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍କୁ ୩୦୯ ରନ୍ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଓପନର…
ହତ୍ୟା ଧମକ ପରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କଲେ ସଲମାନ
ବମ୍ବେ: ନିଜର ସୁରକ୍ଷା ଲାଗି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଦବଙ୍ଗ ଖାନ୍ ସଲମାନ। ସେ ମୁମ୍ବାଇ ପୁଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ଆତ୍ମ ସୁରକ୍ଷା ପାଇଁ ସେ ପୋଲିସ…
ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା
କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି।…
ସଚିନଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଟିମ୍ ଇଣ୍ଡିଆର ଯୁବ ଓପନର୍ ଶୁଭମନ ଗିଲ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ କରିଛନ୍ତି। ସେ ନିଜର ଦିନିକିଆ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି। ୩୬ ବଲ୍ରେ ୬ ଚୌକା ଏବଂ…
ସୂର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୭(ବ୍ୟୁରୋ) : ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ…
ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ଭୁବନେଶ୍ୱର,୨୨।୭(ବ୍ୟୁରୋ) : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ମନୋନୀତ ହୋଇଛି। ଏନେଇ…
ବିସ୍ଫୋରକ ଫର୍ମରେ ଧାଓ୍ବନ, ଭାରତ ୧୮୩/୧
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ…
୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ନବୀନ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ନେବେ। ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ…
‘କୋହଲି ଖେଳୁ ନ ଥିବାରୁ ନିରାଶ ହେଲୁ’
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ମ୍ୟାଚ୍ ଖେଳିବ ଭାରତ। ଶୁକ୍ରବାରଠାରୁ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହି ସିରିଜରେ ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।…
ପ୍ରଶ୍ନ ଉଠାଇଲେ ମିମି: ଯଦି ଏମିତି ଜଣେ ମହିଳା କରିଥାନ୍ତେ…
ବମ୍ବେ: ନ୍ୟୁଡ୍ ଫଟୋଶୁଟ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। ଏକ ମାଗାଜିନ୍ ଲାଗି ସେ ଏଭଳି ଫଟୋଶୁଟ୍ କରାଇବାର କିଛି ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଏପରିକି ତାଙ୍କ ବୋଲ୍ଡନେସ୍କୁ…
କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଥିରୁଭାନ୍ତପୁରମ,୨୨।୭: କରୋନା ପରେ ଏବେ ଦେଶରେ ମଙ୍କିପକ୍ସ ଚିନ୍ତା ବଢ଼ାଇବାରେ ଲାଗିଛି। ଶୁକ୍ରବାର କେରଳରୁ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, କେରଳର ମଲ୍ଲପୁରମରେ ରହୁଥିବା ଜଣେ ୩୫ବର୍ଷୀୟ ବ୍ୟକ୍ତି ଚଳିତ ମାସ ଆରମ୍ଭ ଅର୍ଥାତ୍ ଜୁଲଇ ୬ରେ…
କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଶୁଳ୍କରୁ ୬ ବର୍ଷରେ ଆୟ କରିଛନ୍ତି ୧୬ ଲକ୍ଷ କୋଟି…
ନୂଆଦିଲ୍ଲୀ,୨୨।୭ : ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟ ସଭା ଏମ୍ପି ରାଘବ ଚଢ଼ା କହିଛନ୍ତି ଯେ ମୁଁ ପ୍ରଶ୍ନ ପଚାରିଥିଲି ଯେ ୬ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଅବକାରୀ ଶୁଳ୍କର ସରକାର କେତେ ରୋଜଗାର କରିଛନ୍ତି? ଏହାର ଉତ୍ତରରେ…
Archives


