Home

ସାମ୍ବାରେ ଚୋରା ଡ୍ରଗ୍ସ କାରବାର ଉଦ୍ୟମ ପଣ୍ଡ, ୮ ପ୍ୟାକେଟ ଜବତ କଲା ବିଏସ୍‌ଏଫ୍‌…

ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଡ୍ରଗ୍ସ ଚୋରା କାରବାର ଉଦ୍ୟମକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ପଣ୍ଡ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଥିଲେ। ତେବେ ଅନୁପ୍ରବେଶକାରୀ ଖସିଯିବାରେ ସଫଳ ହୋଇଛନ୍ତି। କିନ୍ତୁ ସେ…

ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି

ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ କରୋନାରୁ…

୩୭୦୦ କିଲୋଗ୍ରାମ୍‌ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…

ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦…

ସିରିଆରେ ରକେଟ ମାଡ଼, ଆମେରିକା ସୈନ୍ୟ ଆହତ…

ଓ୍ବାଶିଂଟନ, ୨୫।୮ : ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଦୁଇଟି ରକେଟ ମାଡ଼ରେ ତିନି ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ) ଏକ ବିବୃତ୍ତି ଜାରି କରି ଏଭଳି କହିଛି। ଏହା ପରେ…

‘ମୁଁ ମଣିଷ, ମୋର ବି ଏକ ମନ ଅଛି’

ହେଲସିଙ୍କି,୨୫।୮: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍‌…

୪ ଦିନ ମଧ୍ୟରେ ତୃତୀୟ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କର ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ଆସିଥିବା ଆତଙ୍କବାଦୀମାନଙ୍କୁ ଅଖନୁର ସେକ୍ଟରରୁ ସେନା ଦ୍ୱାରା ତଡ଼ି ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିମାଡ଼ରେ ଜୀବନ ବିକଳରେ ଆତଙ୍କବାଦୀମାନେ ପୁଣି…

ସକ୍ରିୟ ମାମଲା ୯୫ ହଜାର ତଳେ…

ନୂଆଦିଲ୍ଲୀ, ୨୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୫ ହଜାର…

ବିଦ୍ୟୁତ୍ ଆଘାତରେ ଦୁଇ ହାତୀ ମୃତ

କେନ୍ଦୁଝର,୨୫।୮, ( ସ୍ୱ.ପ୍ର.): କେନ୍ଦୁଝର ଜୁଡ଼ିଆ ଘାଟି ନିକଟସ୍ଥ ଓୟୁଏଟି କ୍ୟାମ୍ପସ ଭିତରେ ବିଦ୍ୟୁତ୍ ଆଘାତରେ ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଈ ହାତୀ ବୋଲି ଜଣାପଡ଼ିଛି। ବନ ବିଭାଗ…

ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨୫।୮ : ଭାରତର ୧୭ ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଅଛି। ସେଥିମଧ୍ୟରୁ ୫ରେ ମେଣ୍ଟ ସରକାର ଥିବାବେଳେ ୧୨ ଟି ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ରହିଛନ୍ତି। ପ୍ରଶ୍ନ ହେଉଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବୁଠାରୁ…

କିନ୍ନର ମାଗଣାରେ କରିପାରିବେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର…

ନୂଆଦିଲ୍ଲୀ,୨୫।୮ : କିନ୍ନର ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କିନ୍ନରମାନେ ମାଗଣା ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ ସମର୍ଥ ହେବେ। ସମ୍ପ୍ରତି ଦେଶର କୌଣସି ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର ମାଗଣା…

ବିଏସ୍‌ସିଏଲ୍‌ ନିର୍ଦ୍ଦେଶକଙ୍କୁ ଭେଟିଲେ ଜର୍ମାନୀ କନ୍‌ସୁଲେଟ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଜର୍ମାନୀ କନ୍‌ସୁଲେଟ୍‌ ଜେନେରାଲ୍‌ ମନଫ୍ରେଡ୍‌ ଆଷ୍ଟର ବୁଧବାର ବିଏସ୍‌ସିଏଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଏବଂ ଓଡ଼ିଶା ସରକାରଙ୍କ ସହିତ ଜର୍ମାନୀର ସମ୍ଭାବ୍ୟ ସହଯୋଗ ଓ ସହଭାଗିତା ଉପରେ ସେ…

ଅନ୍‌ଲାଇନ ଶୈକ୍ଷିକ ଗେମ୍‌ ‘ଆଜାଦୀ କ୍ୱେଷ୍ଟ’ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୮(ପି.ଆଇ.ବି): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ବାଧୀନତ ସଂଗ୍ରାମର ଗୌରବ ଗାଥାର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଶିକ୍ଷଣୀୟ ଅନ୍‌ଲାଇନ ମୋବାଇଲ ଗେମ୍‌ ସିରିଜ୍‌ ‘ଆଜାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?