ଅତିଥି ଆସୁଥିଲେ…
ଘରେ ଅଚାନକ ପାର୍ଟି। ଏଥିପାଇଁ ସମୟ ବହୁତ କମ୍। ଏତେ ଶୀଘ୍ର କ’ଣ କେମିତି ହେବ! ଏକଥା ଭାବି ଚିନ୍ତାରେ ରହିବା ବଦଳରେ ଠିକ୍ ଭାବେ ପ୍ଲାନିଂକରି ଆପଣ ବି ହୋଇପାରିବେ ସ୍ମାର୍ଟ ଶ୍ରୀମତୀ… କେବେ ବନ୍ଧୁବାନ୍ଧବଙ୍କୁ ଏକାଠି କରିବା ପାଇଁ…
ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍
ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ…
‘ପ୍ରତିିଶ୍ରୁତି ଦେଉଛି ଭାଜପା, ଟିଏମ୍ସି- ବିଜେଡି ଏମ୍ପିଙ୍କୁ ଫୋନ୍ କରିବି ନାହିଁ’
ନୂଆଦିଲ୍ଲୀ,୨୬।୭: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ମୋବାଇଲ ଫୋନରୁ କଲ୍ ଯାଉନାହିଁ କିମ୍ବା ଆସୁନାହିଁ। ଏଥିସହ ଏମ୍ଟିଏନ୍ଏଲ୍ ଉପରେ କ୍ଷୋଭ ପ୍ରକାଶ…
‘ସାରା ଜୀବନ ଶିବସେନା’ରେ ରହିବି କହୁଥିବା ନେତା ଦେଲେ ଉଦ୍ଧବଙ୍କୁ ଝଟ୍କା
ମୁମ୍ବାଇ,୨୬।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ମହାରାଷ୍ଟ୍ରରେ କ୍ଷମତା ହରାଇବା ପରଠାରୁ ଉଦ୍ଧବ ଠାକରେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ମଧ୍ୟ ଏଥିରେ ବିଫଳ ହୋଇଥିବା ଜଣାପଡିଛି।…
ଦ୍ୱିତୀୟଥର ପାଇଁ ଇଡିରେ ହାଜର ହେଲେ ସୋନିଆ
ନୂଆଦିଲ୍ଲୀ,୨୬।୭: ନ୍ୟାଶନାଲ୍ ହେରାଲଡ୍ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ କରି…
ପୁଣି କରୋନା ଆକ୍ରାନ୍ତ ହେଲେ ବିହାର ମୁଖ୍ୟମନ୍ତ୍ରୀ
ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ। କରୋନା ପରୀକ୍ଷା ଟେଷ୍ଟ କରିବା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ…
ଭାଜପା,ତୃଣମୂଳ କଂଗ୍ରେସ ଏମ୍ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍ଭା
ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍ଭା ଭାଜପା, ବିଜେଡି ଏବଂ ତୃଣମୂଳ କଂଗ୍ରେସ ଏମ୍ପିଙ୍କୁ ଫୋନ କରିବେ ନାହିଁ ବୋଲି କହିଛନ୍ତି।…
ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି । ଦେଶ ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳନ କରିଥାଏ । ଏହି…
ଥମୁନି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ଆଜି ରାଜ୍ୟରେ ୬୬୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୨୬।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଥମୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୮୭ ଚିହ୍ନଟ ହୋଇଥିବାବେଳେ…
ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍ ପଦକ ବିଜେତା
ବର୍ମିଂହାମ୍, ୨୫ା୭:ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭ୍ଲିନା ବର୍ଗୋହେନ୍ ଅଭିଯୋଗ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କୋଚ୍ମାନଙ୍କୁ ହଇରାଣ କରାଯାଉଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ଆୟର୍ଲାଣ୍ଡରେ ଟ୍ରେନିଂ ଶେଷ…
ବିଷାକ୍ତ ମଦ ହେଲା କାଳ: ଚାଲିଗଲା ୧୯ ଜୀବନ
ଅହମ୍ମଦାବାଦ୍,୨୬।୭: ଗୁଜରାଟର ବୋଟାଡ ଜିଲାର ରୋଜିଦ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ତିନି ଜଣଙ୍କୁ ଗିରଫ…
Archives


