Home

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୭।୫: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୫…

ଭତ୍ତାକୁ ଅପେକ୍ଷା କରି ଆଖି ବୁଝିଲେ ଭ୍ରମର

ବରୀ,୭।୬(ଡି.ଏନ.ଏ.):ସରକାର ଗରୀବ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତିଯୋଗୁ ବହୁ ଗରୀବ ନୀରହି ମଣିଷ ସେହି ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି ା ଏମିତି ଏକ ଘଟଣା ବରୀ…

‘ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ଦିଆ ନ ଯାଉ’

ଜଗତ୍‌ସିଂହପୁର ଅଫିସ, ୭ା୬:ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ନିଆ ନ ଯାଉ। ଜାତିଭିତ୍ତିକ ଜନଗଣନା କରାଯାଉ। ଯଦ୍ଦାରା ପ୍ରତ୍ୟେକ ଜାତିର ଅର୍ଥନୈତିକ, ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ଠିକ ଭାବରେ ଚିହ୍ନଟ ହୋଇପାରିବ। ମହାରାଷ୍ଟ୍ର, ହରୟଆଣା ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହି…

ଛୁରାମାଡ଼ କରି ଲୁଟୁଥିବା ଗ୍ୟାଙ୍ଗ ଧରାପଡିଲା

ଭୁବନେଶ୍ୱର,୭।୬(ବ୍ୟୁରୋ):ରାତିହେଲେ ରାଜଧାନୀରେ ମୁଖ୍ୟ ରାସ୍ତାଠାରୁ ଗଳିକନ୍ଦି ଘୁରି ବୁଲୁଥିଲେ। ଯାହାକୁ ପାରିଲେ ଛୁରାମାଡ଼ କରି ଲୁଟୁଥିଲେ। ଗତ ୧୬ ତାରିଖରେ ଜଣେ ଧୂପ ବ୍ୟବସାୟୀଙ୍କୁ ଛୁରି ଭୁସି ଲୁଟ୍‌ କରିବା ଘଟଣାରେ ଭରତପୁର ଥାନା ପୋଲିସ ସମ୍ପୃକ୍ତ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ…

୫ ଶ୍ରେଷ୍ଠ ତୀର୍ଥସ୍ଥାନରେ ପୁରୀ: ଓୟୋ

ନୂଆଦିଲ୍ଲୀ,୭।୬:ଭାରତର ୫ ଶ୍ରେଷ୍ଠ ତୀର୍ଥସ୍ଥାନ ମଧ୍ୟରେ ପୁରୀ ରହିଛି। ସର୍ବାଧିକ ଯାତ୍ରୀ ଆସୁଥିବା ଅନ୍ୟ ତୀର୍ଥସ୍ଥାନଗୁଡ଼ିକ ହେଲେ ବାରାଣସୀ, ତିରୁପତି, ଅମୃତସର ଏବଂ ଶିରିଡ଼ି। ଟ୍ରାଭେଲ୍‌ ଟେକ୍‌ କମ୍ପାନୀ ଓୟୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇଣ୍ଡିଆସ୍‌ ଟ୍ରେଜର ଟ୍ରୋଭ୍‌ ଅଫ୍‌ କଲ୍‌ଚର…

ସିଡାକ୍‌ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ୱର, ୭।୬(ବ୍ୟୁରୋ):ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଏବଂ ନାବାର୍ଡ କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ନାବ୍‌କନ୍ସ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସୋମବାର ସିଡାକ ସଭାଗୃହରେ…

୫ ଜିଲାର ୪୯୦ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୭।୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସ ସୋମବାର ୫ ଜିଲାର ୪୯୦ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାର ୯୫ ହାଇସ୍କୁଲ, କଟକର ୧୩୫, କଳାହାଣ୍ଡିର ୧୦୦, ଝାରସୁଗୁଡ଼ାର ୭୦ ଓ ବରଗଡ଼ର ୯୦…

ଓଡ଼ିଶା ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେପାଳ ଷ୍ଟଡି ମିଶନର ପ୍ରଶଂସା

ଭୁବନେଶ୍ୱର, ୭।୬(ବ୍ୟୁରୋ):ଓଡିଶା ଗସ୍ତରେ ଆସିଥିବା ନେପାଳର ଏକ ଉଚ୍ଚସ୍ତରୀୟ ଷ୍ଟଡି ମିଶନ ଟିମ୍‌ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ଠିକ୍‌ ଭାବେ କାର୍ଯ୍ୟାନ୍ବୟନ ଓଡ଼ିଶାର ଏକ ବଡ଼ ସଫଳତା…

ଢିଙ୍କିଆ ଗାଁ ମୁଣ୍ଡରୁ ଫେରିଲେ ମେଧା ପାଟେକର

କୁଜଙ୍ଗ,୭ା୬ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଢିଙ୍କିଆ ଗ୍ରାମକୁ ସୋମବାର ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଆସିଥିଲେ। ଏହି ସମୟରେ ପ୍ରକଳ୍ପ ସପକ୍ଷବାଦୀଙ୍କ ବିରୋଧ ଯୋଗୁ ସେ ଗଁା ମୁଣ୍ଡରୁ ଫେରିଯିବାକୁ…

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ପୁରୀ ଅଫିସ,୭ା୬:ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସୋମବାର ପୁରୀ ସର୍କିଟ ହାଉସ୍‌ରେ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାରୁ ବ୍ୟାପକ ପ୍ରସ୍ତୁତି ନେଇ…

ବନ ବିଭାଗ ମଞ୍ଜୁରୀ ବିନା ଓଡ଼ିଶାରେ ଖଣି ଖନନ ବେଆଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୬:ଓଡ଼ିଶାରେ ଖଣି କମ୍ପାନୀଗୁଡ଼ିକ ବନ ବିଭାଗ ମଞ୍ଜୁରୀ ବିନା ବେଆଇନ ଭାବେ ଖଣିଜ ଉତ୍ତୋଳନ କରିଚାଲିଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ବେଆଇନ ଖଣି ଖନନକୁ ସର୍ବୋଚ୍ଚ ଅଦାଲତ ସୋମବାର ଅତ୍ୟନ୍ତ ଗୁରୁତର ସହ ନେବା ସହିତ ଏଭଳି ମାମଲାଗୁଡ଼ିକର ଫଇସଲା ୬…

ଦୋଷ ଢାଙ୍କିଲେ ଅବକାରୀ ଅଧୀକ୍ଷକ

ପୁରୀ ଅଫିସ,୭ା୬:ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ଦୁଇ ବିଭାଗର ଭୂମିକା ସନ୍ଦେହ ଘେରକୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri