ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର
ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ…
ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ
କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି । ରୁଷିଆ କହିଛି ମୋସ୍କୱା ୟୁକ୍ରେନର ମିଶାଇଲ ମାଡରେ ନଷ୍ଟ ହୋଇଯାଇଛି । ଶୁକ୍ରବାର…
ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ
ମୁମ୍ବାଇ,୨୨।୪: ଜୋଶ୍ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୨ ଉଇକେଟ ହରାଇ ୨୨୨ ରନ୍…
ଶ୍ରୀମନ୍ଦିର ସୁରକ୍ଷା ନେଇ ୨୭ରେ ବିକ୍ଷୋଭ, ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ବାନ
ଭୁବନେଶ୍ୱର,୨୨।୪ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)ର ଅନୁମତି ମିଳି ନ ଥିବା ନେଇ ବିବାଦ ଉପୁଜିଥିଲା। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା…
ମାରିଆପୋଲରେ ଫସିରହିଛନ୍ତି ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ
କ୍ୱିଭ୍,୨୨।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ଦିନରୁ ଅଧିକ ବିତିଲାଣି। ହେଲେ ବି ଯୁଦ୍ଧ ଥମିବାର ନା ନେଉନି। ସମୟକ୍ରମେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ରୁଷିଆ ନିଜ କବ୍ଜାକୁ ନେଉଛି। ଇତିମଧ୍ୟରେ ଗୁରୁବାର ରୁଷିଆ…
ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦର୍ଶନ
ପୁରୀ ଅଫିସ,୨୨।୪: ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ସେହିପରି ଚଳିତବର୍ଷ ଚନ୍ଦନଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ। ଶୁକ୍ରବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ…
୫ଟା ଯାଏ ମିଳିଲାନି ତ୍ରାହି
ଭୁବନେଶ୍ୱର,୨୨ା୪(ବ୍ୟୁରୋ)- ପ୍ରଚଣ୍ଡ ଖରାରେ ସିଝିଛି ରାଜଧାନୀ। ଦିନସାରା ତତଲା ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା। ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିବସ ସହରକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
ଭୁବନେଶ୍ୱରରେ ୪୦ ଡିଗ୍ରୀ ପାର କଲା ତାପମାତ୍ରା
ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଦିନତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ତତଲା ହାଓ୍ବା ରାଜଧାନୀକୁ ଉତ୍ତପ୍ତ କରିଦେଇଛି। ସତେଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ସକାଳ ୯ଟାରୁ ଗରମ ପବନ ସମଗ୍ର ରାଜଧାନୀକୁ କବଳିତ କରିଥିଲା। ଅପରାହ୍ନ ୫ଟା ଯାଏ ତ୍ରାହି ମିଳି ନ ଥିଲା। ଚଳିତ…
ଇସ୍ରୋ ଅଧ୍ୟକ୍ଷଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ,୨୨।୪: ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏବଂ ମହାରାଷ୍ଟ୍ର ଏମ୍ପି ନବନୀତ ରାଣାଙ୍କୁ କେନ୍ଦ୍ର ସରକାର ଭିଆଇପି ସୁରକ୍ଷା ଯୋଗାଇ ଦେଇଛନ୍ତି। ସେମାନଙ୍କ ପ୍ରତି ବିପଦ ଥିବାରୁ କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ସୁପାରିସ୍ କ୍ରମେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ସୁରକ୍ଷା ବ୍ୟବସ୍ଥା…
ଭାଜପା ନୀତିକୁ ହାର୍ଦ୍ଦିକ ପଟେଲଙ୍କ ପ୍ରଶଂସା
ଅହମଦାବାଦ,୨୨।୪: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶୁକ୍ରବାର ଖୋଲାଖୋଲି ଭାବେ ଭାଜପା ନୀତିକୁ ପ୍ରଶଂସା କରିବା ସହ ସେ ଜଣେ ହିନ୍ଦୁତ୍ୱ ନେତା ବୋଲି କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ରାମ…
ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା
ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏକ ବିଜ୍ଞାପନ ଲାଗି ବେବୋଙ୍କୁ ଏସବୁ ଶୁଣିବାକୁ ମିଳିଛି। ମାଲାବାର…
ସରିଲା ଚର୍ଚ୍ଚିତ ଆଇଏଏସ୍ ଅଫିସର ଯୋଡ଼ି ଟିନା- ପ୍ରଦୀପଙ୍କ ବିବାହ: ସାମ୍ନାକୁ ଆସିଲା ଫଟୋ
ନୂଆଦିଲ୍ଲୀ,୨୨।୪: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଚର୍ଚ୍ଚିତ ଆଇଏଏସ୍ ଅଫିସର ଯୋଡ଼ି ଟିନା ଡାବି ଏବଂ ଡା. ପ୍ରଦୀପ ଗାୱେଣ୍ଡେ। ଜୟପୁରର ଏକ ପଞ୍ଚତାରକା ହୋଟେଲରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବିବାହ ବେଳର ଫଟୋ ସାମ୍ନାକୁ ଆସିଛି।…
Archives


