Home

ପିଲାଙ୍କ ସହ ବୁଲିବାକୁ ଯାଉଥିଲେ…

ପିଲାମାନଙ୍କ ଆଚାର ବ୍ୟବହାର, କଥାବାର୍ତ୍ତା ଶୈଳୀ ପ୍ରତି ମା’ବାପା ଧ୍ୟାନଦେବା ଦରକାର। କାରଣ କେତେଜଣ ପିଲାଙ୍କ ରୁକ୍ଷ କଥା ଏବଂ ବ୍ୟବହାର ଅନେକ ସମୟରେ ମାତାପିତାଙ୍କୁ ଲଜ୍ଜିତ କରାଇଥାଏ। ତେଣୁ ଯଦି ପିଲାଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇଛନ୍ତି ତେବେ…

ସୌନ୍ଦର୍ଯ୍ୟ ପାଇଁ କ୍ଷୀର

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ଅନାବଶ୍ୟକ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଡୁଥିବା କେତେକ ପ୍ରମୁଖ ଖାଦ୍ୟ ମଧ୍ୟରେ ଏହା ଅନ୍ୟତମ। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟକୁ ନୂଆ ରୂପ ଦେବାରେ ଏହାର ମଧ୍ୟ ଭୂମିକା ରହିଛି।…

ଦୂରହେବ ଅସରପା ସମସ୍ୟା

ଘରେ ଅସରପା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହାକୁ ନେଇ ବ୍ୟସ୍ତ ହେବା ପରିବର୍ତ୍ତେ କେତୋଟି ଛୋଟ ଉପାୟରେ ଆପଣଙ୍କ ଘରୁ ଏହାକୁ ଦୂରେଇ ଦେଇପାରିବେ… ଆପଣ ରୋଷେଇକରିବା ସମୟରେ ଲବଙ୍ଗ ବ୍ୟବହାର କରିଥାନ୍ତି। ଏହାକୁ ଆପଣ କିଚେନ୍‌ କ୍ୟାବିନେଟ୍‌…

ନୁପୁରଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ନୂଆଦିଲ୍ଲୀ, ୭।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ଏହି ମନ୍ତବ୍ୟ ପରେ ନୂପୁରଙ୍କୁ ହତ୍ୟା ଧମକ ଦିଆଯାଉଥିଲା।…

ସିଦ୍ଧୁ ମୂସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବା ପାଇଁ ମଙ୍ଗଳବାର ମାନସାର ମୁସା ଗାଁରେ ପହଞ୍ଚିଛନ୍ତି। ରାହୁଲ ସିଦ୍ଧୁଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଥିଲେ। ଏହାପୂର୍ବରୁ ଅନେକ ନେତା ସାନ୍ତ୍ୱନା ଦେବା ପାଇଁ ମୁସେୱାଲାଙ୍କ ଘରେ…

ମଇଁଷି ଛୁଆର ପ୍ରକୃତ ମାଲିକ କିଏ, ହେବ ଡିଏନ୍‌ଏ ଟେଷ୍ଟ

ଲକ୍ଷୌ,୭।୬: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମଇଁଷି ଛୁଆ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଯେଉଁ ବ୍ୟକ୍ତିଙ୍କ ଉପରେ ଏହି ଚୋରି ଅଭିଯୋଗ ଆସିଛି ସେ ଏହାକୁ ଅସ୍ବୀକାର କରୁଛନ୍ତି। ଏଭଳି…

ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁନ୍‌ ୭, ୧୯୭୫ରେ ଜନ୍ମ ହୋଇଥିଲେ। ଏକତା କପୁର ପ୍ରାୟ ୨୫ ବର୍ଷ ପୂର୍ବେ…

ପୂର୍ବତନ କ୍ରିକେଟରଙ୍କ ପିତା ଗିରଫ

ଭୋପାଳ,୭।୬: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ମୁଲତାଇ ପୋଲିସ ଗିରଫ କରିଛି। ବ୍ୟାଙ୍କ ମ୍ୟାନେଜର ଭାବେ ବିନୟ ୧.୨୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର…

କ୍ରିକେଟ୍‌ ଇତିହାସରେ ଆଜି ଏକ ଅଭୁଲା ଦିନ

ଜୁନ ୭, ବିଶ୍ୱ କ୍ରିକେଟ ଇତିହାସରେ ଏକ ସ୍ବତନ୍ତ୍ର ଦିନ। ୧୯୭୫ ମସିହା ଆଜିର ଦିନରେ ଲର୍ଡସ ଗ୍ରାଉଣ୍ଡରେ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଦିନିକିଆ ଫର୍ମାଟ ୫୦…

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ ବରଯାତ୍ରୀକୁ ନେଇ ଯାଉଥିବା ବୋଲେରୋ ମଧ୍ୟରେ ଧକ୍କା…

ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ

ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ ସମୟରେ ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତା କୋଟି କୋଟି ଟଙ୍କା ଲୁଟ୍‌ କରିଥିବା…

ପୁଣି ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୧୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri