ଆର୍ଥିକ ସଙ୍କଟ ଯୋଗୁ ବଢୁଛି ଗଣିକା ବୃତ୍ତି, ଚିନ୍ତାରେ ସରକାର…
କଲମ୍ବୋ, ୩୦।୭ : ଅର୍ଥିକ ସଙ୍କଟ ଘେରି ରହିଥିବା ଶ୍ରୀଲଙ୍କା ସାମ୍ନାରେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଚାକିରୀ ହରାଇଥିବା ଅଧିକାଂଶ ମହିଳା ବର୍ତ୍ତମାନ ରୋଜଗାର ପାଇଁ ଗଣିକା ବୃତ୍ତି ଆପଣେଇବାକୁ ହେବାକୁ ବାଧ୍ୟ ହେଉଛନ୍ତି। ଏନେଇ ସରକାରଙ୍କ ଚିନ୍ତା…
ଆଗାମୀ ୨୫ ବର୍ଷ ମଧ୍ୟରେ ଉନ୍ନତ ନ୍ୟାୟିକ ବ୍ୟବସ୍ଥା ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ…
ନୂଆଦିଲ୍ଲୀ, ୩୦।୭ : ଦେଶର ଅମୃତ ମହୋତ୍ସବଯାତ୍ରାରେ ସମସ୍ତଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ସହଜ ଉପଲବ୍ଧି ଗୁରୁତ୍ୱପୂର୍ଣ୍ଣ। ସର୍ବ ଭାରତୀୟ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଉପଯୁକ୍ତ ସଂକଳ୍ପ ଦ୍ୱାରା ଆଗାମୀ…
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ
କଟକ ଅଫିସ,୩୦ା୭: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ କରିଛି ଇଡି। କଟକର ଷ୍ଟେଟ୍ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଏବଂ ନୋଏଡାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ୍ ୩ କୋଟି ୯୨ ଲକ୍ଷ…
ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର…
ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଛନ୍ତି ଆତଙ୍କବାଦୀ, ୬ ମାସରେ ୪୩୪ ଆକ୍ରମଣରେ ୩୨୩ ପାକିସ୍ତାନୀ ସୈନ୍ୟ ମୃତ…
ଇସଲାମାବାଦ, ୩୦।୭ : ପାକିସ୍ତାନର ସୁରକ୍ଷା ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେବଳ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସୁରକ୍ଷା ବାହିନୀ ଉପରେ ୪୩୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୩୨୩ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ…
ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମ୍ରୁ ଅଧିକ ଡ୍ରଗ୍ସ୍ରେ ନିଆଁ ଲଗାଇଲେ ଏନସିବି…
ଚଣ୍ଡିଗଡ଼, ୩୦।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ(ଏନସିବି) ଦ୍ୱାରା ଚଣ୍ଡିଗଡ଼ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪ ଟି ସ୍ଥାନରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇ ନଷ୍ଟ କରାଯାଇଛି।…
ନ୍ୟାୟ ପାଇଁ କମ୍ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ବହୁ ଲୋକ ନୀରବରେ ପୀଡ଼ା ସହନ୍ତି…
ନୂଆଦିଲ୍ଲୀ, ୩୦।୭ : ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ଆମର ପ୍ରକୃତ ଶକ୍ତି ଯୁବପିଢ଼ିଙ୍କ ମଧ୍ୟରେ ରହିଛି। ପୃଥିବୀରେ ଥିବା ମୋଟ ଯୁବବର୍ଗଙ୍କ ମଧ୍ୟରୁ ଏକ ପଞ୍ଚମାଂଶ ଭାରତରେ ବାସ କରନ୍ତି। କିନ୍ତୁ କୁଶଳୀ ଶ୍ରମିକମାନେ ଆମର…
ରାଜ୍ୟପାଳଙ୍କୁ ଜେଲ ପଠାଇବାକୁ ଦାବି କଲେ ଉଦ୍ଧବ…
ମୁମ୍ବାଇ,୩୦।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି। ଠାକରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ମରାଠୀ…
ଘରେ ବସି ପାଇବେ ବ୍ୟାକିଙ୍ଗ୍ ସୁବିଧା
ଛତ୍ରପୁର,୩୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ପାଇଲଟ ପ୍ରୋଜେକ୍ଟ ଭାବେ ମନିପର୍ସ ଯୋଜନା ଶନିବାର ଆରମ୍ଭ ହୋଇଛି। ମିଶନ ଶକ୍ତିର ସଦସ୍ୟାଙ୍କୁ କ୍ଷମତାପୂର୍ଣ୍ଣ କରିବା ସହ ତାଙ୍କୁ ଆର୍ଥିକ ସ୍ବାଧୀନତା ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ମହିଳା ସଂଘଗୁଡିକୁ ଏମ୍-ପିଓଏସ୍…
୭ ରାଜ୍ୟରେ ସ୍ଥିତି ସଙ୍କଟ ଜନକ,ସକ୍ରିୟ ମାମଲା ଲକ୍ଷେ ୪୩ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୩୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ: ଛାତ୍ର-ଶିକ୍ଷକଙ୍କ ସମେତ ୧୧ମୃତ
ଢାକା,୩୦।୭: ବାଂଲାଦେଶରୁ ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଉଚ୍ଚଶିକ୍ଷା ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଏକ ଦଳ ସେମାନଙ୍କ ଶିକ୍ଷକମାନଙ୍କ ସହିତ ଟୁର୍ରେ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଟ୍ରେନ୍ ସହ ମାଇକ୍ରୋବସ୍ର ଧକ୍କା…
ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ
ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ କଳାସାଗରରେ ପହଞ୍ଚି ଶସ୍ୟ ରପ୍ତାନି ବ୍ୟବସ୍ଥା ନିଜେ ଯାଞ୍ଚ କରିଛନ୍ତି। ରୁଷିଆ ୟୁକ୍ରେନ ଉପରେ…
Archives


