Home

କହିବା ଆରମ୍ଭ କଲେ ଭୂକମ୍ପ ଆସିବ, ଉଦ୍ଧବଙ୍କୁ ଶିନ୍ଦେଙ୍କ ଟାର୍ଗେଟ…

ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ଗୋଷ୍ଠୀର ନେତାମାନଙ୍କୁ ଦେଶଦ୍ରୋହୀ ବୋଲି କହିଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେଙ୍କୁ ଏକ ପରୋକ୍ଷ ଚେତାବନୀରେ ଶିନ୍ଦେ କହିଛନ୍ତି ଯେ ଯଦି…

ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ପୁଣି ଧାଓ୍ବନ ହେବେ ଅଧିନାୟକ

ନୂଆଦିଲ୍ଲୀ,୩୦।୭: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ଶିଖର ଧାଓ୍ବନଙ୍କୁ ଦଳର ଅଧିନାୟକ କରାଯାଇଛି। ଦଳରେ ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଦ୍ରୁତ ବୋଲର ଦୀପକ ଚହର…

ସିରିଜ୍‌ ଦୁର୍ଘଟଣା: ୩ ବାଇକ୍‌, କାର୍‌କୁ ଧକ୍କା ଦେଲା ବସ୍‌

ହିଞ୍ଜିଳିକାଟୁ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ. ଜାତୀୟ ରାଜପଥ ମାଣିକନଗର ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌, କାର୍‌ ଓ ବାଇକ୍‌ ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ହୋଇଥିବା ବେଳେ…

‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ରୁଷିଆ ୟୁକ୍ରେନର ଡୋନାସ୍କ, ଲୁହାନସ୍କ ସହିତ ଖେର୍ସନ ଏବଂ…

କହିବା ପୂର୍ବରୁ ଚିନ୍ତା କରିବାର ଥିଲା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଲେ ଶିନ୍ଦେ-ଫଡ଼ନଭିସ…

ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇ ସମ୍ପର୍କରେ ରାଜ୍ୟପାଳଙ୍କ ମନ୍ତବ୍ୟ ନେଇ ମୁଁ ସହମତ ନୁହେଁ। ସେ କହିଛନ୍ତି ଯେ…

ଦେଶ ବିରୋଧି ସଂଗଠନ ପାଇଁ ଲାଗୁ ହେଉ କଟକଣା,ଡୋଭାଲଙ୍କ ଉପସ୍ଥିତିରେ ସଂକଳ୍ପ…

ନୂଆଦିଲ୍ଲୀ, ୩୦।୭ : ଦେଶ ବିରୋଧି ସଂଗଠନଙ୍କ ପାଇଁ କଟକଣା ଲାଗୁହେଉ। ଏନେଇ ଏକ ସର୍ବଧର୍ମ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସଂକଳ୍ପ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଯୋଗଦେଇଥିଲେ। ପିଏଫ୍‌ଆଇ ପରି…

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ଘଟିଲା ଏମିତି…

ଅଧିକାଂଶ ଯୁବକ ବିପଦପୂର୍ଣ୍ଣ କୌଶଳ କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ଏହି ଦୃଶ୍ୟ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ଯୁବକଙ୍କ ଷ୍ଟଣ୍ଟ୍‌ ଭାଇରାଲ ହେଉଛି।…

‘କୋହଲିଙ୍କୁ ଫିଟ୍‌ କରିବା ଚକ୍କରରେ ବାରମ୍ବାର ଓପନିଂ ଯୋଡ଼ି ବଦଳୁଛି’

ନୂଆଦିଲ୍ଲୀ,୩୦।୭: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ କରାଯାଉଛି। ବିଶେଷକରି ଓପନିଂ ଯୋଡ଼ିରେ ଏହାର ଅଧିକ ଝଲକ ଦେଖିବାକୁ ମିଳୁଛି। ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର ଯାଦବ…

ସଚିନଙ୍କୁ କହିଲେନି ‘ସାର୍‌’

ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ ଗୋଟିଏ ଟୁଇଟ୍‌ ଉପରେ ସମସ୍ତଙ୍କ ନଜର ରହିଥାଏ। ଏବେ ସଚିନଙ୍କ ସେଭଳି ଏକ ଟୁଇଟ୍‌…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର,୩୦ା୭(ସ୍ବ.ପ୍ର.): କେନ୍ଦୁଝରର ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ…

ବିଦ୍ୟୁତ୍‌ ବିଲ୍‌ ପୈଠ ପରେ ବି ଲାଗିଲାନି ଟ୍ରାନ୍ସଫର୍ମର

କୋକସରା,୩୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ଗୁଡ଼ା ଗ୍ରାମରେ ଲାଗିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଜୁଲାଇ ୭ରୁ ବଜ୍ରପାତରେ ପୋଡ଼ି ଯାଇଥିଲା। ପରେ ଗ୍ରାମବାସୀ କୋକସରା ବ୍ଲକ ବିଦ୍ୟୁତ୍‌ ବିଭାଗୀୟ ଟାଟା ପାଓ୍ବାରର କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ତେବେ କନିଷ୍ଠ ଯନ୍ତ୍ରୀ…

ସମସ୍ତଙ୍କ ପାଇଁ ସହଜ ଆଇନ ସେବା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୩୦।୭ : ଆମ ଦେଶର ଲୋକଙ୍କ ପାଇଁ ନ୍ୟା୦ୟ ପାଇବା ଆଜି ମଧ୍ୟ ଏକ ବଡ଼ ଆହ୍ବାନ। ଆଇନସେବାରେ ସମାନତା, ଉତ୍ତରଦାୟିତ୍ୱ ଏବଂ ଆଇନ ସେବାରେ ସହଜ ପ୍ରବେଶ ଆଦି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଆଧାରରେ ସମସ୍ତଙ୍କ ପାଖରେ ଆଇନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri