Home

ରାଣୀ ଏଲିଜାବେଥ୍‌ ବିଶ୍ୱର ସର୍ବ ପୁରାତନ ଶାସକ

ବ୍ରିଟେନ ଏବଂ କମନଓ୍ବେଲଥ ଇତିହାସରେ ଏଲିଜାବେଥ ଦ୍ୱିତୀୟ ତଥା ଦୀର୍ଘତମ ଶାସନ କରୁଥିବା ରାଣୀ ଅଟନ୍ତି। ୯୬ ବର୍ଷର ଏଲିଜାବେଥ ମଧ୍ୟ ଦୁନିଆର ସର୍ବ ପୁରାତନ ଶାସକ। ତାଙ୍କ ପୂର୍ବରୁ ଏହି ରେକର୍ଡ ରାଣୀ ଭିକ୍ଟୋରିଆଙ୍କ ନାମରେ ଥିଲା, ଯିଏ କି…

ଆଫ୍ରିକାରେ ଦରଦାମ ବୃଦ୍ଧି ସଙ୍କଟ, ଟଙ୍କା ପାଇଁ ଲୋକେ ଆଙ୍ଗୁଠି କାଟି ବିକୁଥିବା ଗୁଜବ…

ହାରାରେ, ୧୧।୬ : ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫ୍ରିକୀୟ ଦେଶ ଜିମ୍ବାୱେରେ ପରିସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଏଠାକାର ଲୋକମାନେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ଼ ବ୍ୟବସ୍ଥା…

କଳା ବିଲେଇ ରାସ୍ତା ପାର୍‌ ହେଲେ କାହିଁକି ଅଶୁଭ ବୋଲି ବିଚାର କରାଯାଏ, ଜାଣନ୍ତୁ…

କୁହାଯାଏ, ରାସ୍ତାରେ ଗଲା ବେଳେ ଯଦି କଳା ବିଲେଇଟିଏ ପାସ୍‌ କରେ ତେବେ ଭୁଲ୍‌ରେ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବା ଉଚିତ୍‌ ନୁହଁ। ଯଦିଓ ଏହା ଏକ ଅନ୍ଧବିଶ୍ୱାସ ତଥାପି ଏହା ପଛରେ ଏକ କାରଣ ରହିଛି। କିଛି ଲୋକ…

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ ବୋଲି ଲୋଡି ଏକ ନିର୍ଦ୍ଦେଶ ଜାରି କରିଛି। ଏହା ଉପରେ ମହାରାଷ୍ଟ୍ର ଭାଜପା ନେତା…

ଜାତିସଂଘରେ ହିନ୍ଦୀ…

ନେଜେଭା/ନୂଆଦିଲ୍ଲୀ, ୧୧।୬ : ବହୁଭାଷୀତା ଉପରେ ଭାରତର ସଂକଳ୍ପ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ପାରିତ ହୋଇଛି। ମିଳିତ ଜାତିସଂଘ ଏହାର ଭାଷାରେ ହିନ୍ଦୀକୁ ଅନ୍ତର୍ଭୁକ୍ତ କରିଛି। ମିଳିତ ଜାତିସଂଘର କାର୍ଯ୍ୟରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାର ପଦୋନ୍ନତି ପାଇଁ…

ପାଠ ପଢ଼ିଥିବା ମହିଳାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୬ : ଏକ ଛାଡପତ୍ର ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ମହିଳା ପାଠପଢ଼ି ଶିକ୍ଷିତ ହୁଅନ୍ତି, ତେବେ ତାଙ୍କୁ ଚାକିରତ କରିବାକୁ ବାଧ୍ୟ କରାଯାଇ ପାରିବ…

ଆମେରିକାର ସତ କହିଲା, ଜେଲେନସ୍କି କାହା କଥା ଶୁଣୁ ନାହାନ୍ତି …

ଓ୍ବାଶିଂଟନ/କ୍ୱିଭ୍‌, ୧୧।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏପରିସ୍ଥଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏ ବିଷୟରେ ଏକ ସତ କଥା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବିନାଶର ଏକ ପରୋକ୍ଷ ସନ୍ଦର୍ଭରେ ସେ କହିଛନ୍ତି…

ଚାଇନାକୁ ରୋକିବାକୁ କେବଳ ଭାରତ ସକ୍ଷମ, କହିଲା ଆମେରିକା…

ଓ୍ବାଶିଂଟନ, ୧୧।୬ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଶକ୍ତି ପ୍ରଦର୍ଶନ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦେଶ ଭାରତର ପଦକ୍ଷେପ ନେଇ ଚାହିଁ ରହିଛନ୍ତି। ବହୁ ଦେଶ ବିଶ୍ୱାସ କରନ୍ତି…

ଶାସ୍ତ୍ରୀ କହିଲେ, ‘ନା..ଏବେ ନୁହେଁ’

ନୂଆଦିଲ୍ଲୀ,୧୧।୬: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଦ୍ରୁତ ବୋଲର୍‌ ଉମ୍ରାନ ମଲିକଙ୍କୁ ନେଇ ଏବ ବଡ଼ ବୟାନ ଦେଇଛନ୍ତି। ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯିବା ଉଚିତ ନୁହେଁ। ତାଙ୍କୁ…

୪୧ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

କ୍ଷେତରେ ଲାଗିଲା ନିଆଁ: ଜଣେ ମୃତ, ୩ ଅଗ୍ନିଶମ କର୍ମଚାରୀ ଆହତ

ଓ୍ବାଶିଂଟନ,୧୧ା୬: ଉତ୍ତର କାରୋଲିନାର ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଥିବା ଏକ କଣ୍ଟେନର ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଲେନୋର କାଉଣ୍ଟି ଜରୁରିକାଳୀନ…

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଉଛନ୍ତି ନ୍ୟୁ ହାମ୍ପଶାୟାରର ରକିଙ୍ଗହମର କ୍ୟାପଟେନ ନିକୋଲାସ ପି. ଲୋସାପିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri