Home

ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…

ବି-ଟାଉନ ହ୍ୟାଣ୍ଡସମ ହଙ୍କ୍‌ ବିକି କୌଶଲ ନିକଟରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି ଏବେ କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଏହା ଆମେ ନୁହେଁ,…

ବିଏମ୍‌ସି କେଶରୀ ମଲ୍‌ରେ ଲାଗିଛି ନିଆଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ତେଣୁ ଲୋକମାନଙ୍କୁ ମଲ ଭିତରକୁ ପ୍ରବେଶ କରାଇ ଦିଆଯାଉ ନ ଥିବା…

କୁକୁରକୁ ସାବୁନ ଲଗାଇ ଗାଧୋଇ ଦେଉଛନ୍ତି ଦୁଇ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ବେଳେବେଳେ ପଶୁମାନଙ୍କର ଅଜବ କାରନାମା ଦେଖି ଆଶର୍ଯ୍ୟ ଲାଗିବା ସହ ହସ ବି ଲାଗେ। ସେମାନେ କଥା କହି ପାରୁ ନ ଥିଲେ ମଧ୍ୟ ମଣିଷର ଗତିବିଧିକୁ ଲକ୍ଷ୍ୟ କରି କାମ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…

ଶାବକ ଜନ୍ମ କରି ଛାଡ଼ି ପଳାଇଲା ମା’ ହାତୀ

ଢ଼େଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ରାସୋଳ ଥାନା କୁନୁଆ ଶବର ସାହିରେ ଶନିବାର ଏକ ମାଈ ହାତୀ ଶାବକ ଜନ୍ମ କରି ନିକଟସ୍ଥ ଜଙ୍ଗଲକୁ ପଳାଇଛି। ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ଚିକିତ୍ସା…

ରାଷ୍ଟ୍ରପତି ନିର୍ବାଚନ, ପାରସ୍ପରିକ ମତଭେଦଠାରୁ ଦୂରେଇ ରହି କାର୍ଯ୍ୟ କରିବାକୁ କଂଗ୍ରେସର ଆହ୍ବାନ…

ନୂଆଦିଲ୍ଲୀ, ୧୨।୬ : ଦେଶରେ ଜୁଲାଇ ୧୮ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଜୁନ୍‌ ୧୫ରେ ଡକାଇଛନ୍ତି। ମମତାଙ୍କ ପଦକ୍ଷେପ ନେଇ କଂଗ୍ରେସ କହିଛି…

୫ ଥର ପ୍ରେମରେ ହୋଇଥିଲେ ବିଫଳ, ଏବେ ଏହି ବ୍ୟକ୍ତିଙ୍କୁ କରିବେ ବିବାହ

ବମ୍ବେ: ଥରେ କି ଦୁଇଥର ନୁହେଁ ପାଞ୍ଚଥର ପ୍ରେମରେ ବିଫଳ ହେବା ପରେ ନିର୍ବନ୍ଧ କରି ଚର୍ଚ୍ଚାରେ ଅଭିନେତ୍ରୀ ମୃଣାଳ ଦେଶରାଜ। ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍‌’ରେ ଜାହ୍ନବୀ ଓବରୟଙ୍କ ଭୂମିକାରେ ନଜର ଆସିଥିଲେ ସେ। ଏହାପରେ ନାଗିନ ୩ରେ ଦେଖିବାକୁ ମିଳିଥିବା…

‘ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ’

ବେଜିଂ,୧୨ା୬: ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍‌ଙ୍କ ବିବୃତ୍ତିରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଇ ଫେଙ୍ଗେ ପୁଣି ଥରେ କଡ଼ା ଜବାବ ଦେଇଛନ୍ତି। ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବାଇ ଫେଙ୍ଗେ ଏହାର ଆଭିମୁଖ୍ୟ ଉପରେ କହିଛନ୍ତି, ବେଜିଂ ଶେଷ ପର୍ଯ୍ୟନ୍ତ ଲଢ଼ିବ।…

ଯୁଦ୍ଧ ନେଇ ଚାଇନାର ଶାନ୍ତି ମନ୍ତବ୍ୟ, ଭାରତ ସହିତ ମିଳିମିଶି ରହିବୁ …

ବେଜିଂ, ୧୨।୬ : ଚାଇନାର ଦୁଇ ପ୍ରକାର ଚେହେରା ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ପରିସ୍ଥିତି ତିକ୍ତ ହୋଇପଡିଛି। ଅପରପକ୍ଷରେ ଲଦାଖ ସେକ୍ଟରରେ ଆକ୍ରମଣାତ୍ମକ ନୀତି ହେତୁ ଚାଇନା କ୍ରମାଗତ ଭାବରେ ବିବାଦ…

ପର୍ନ ଷ୍ଟାର ହେବାକୁ ଚାହୁଁଥିଲେ କିଙ୍ଗ୍‌ଖାନ

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଗତ କିଛି ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଥିଲେ ହେଁ ବର୍ଷକ ମଧ୍ୟରେ ତିନୋଟି ଫିଲ୍ମ ପାଇଁ ପ୍ରଂଶସକମାନଙ୍କୁ ଖୁସି ଖବର ଦେଇଛନ୍ତି। ଶାହାରୁଖ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ବିଦେଶରେ ବି…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ…

ନୂଆଦିଲ୍ଲୀ, ୧୨।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଉଦ୍ୟମ ବିଫଳ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଦିଲ୍ଲୀରେ ମମତା ବାନାର୍ଜୀ ଦ୍ୱାରା ଜୁନ୍‌ ୧୫ରେ…

ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…

ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର, ଏକ୍ସ-ରେ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ

ଇସଲାମାବାଦ,୧୨ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ନିଷ୍ପତ୍ତିକୁ ଇମ୍ରାନ ଚ୍ୟାଲେଞ୍ଜ କରିଛନ୍ତି। ଯାହା ୨୦ ଅସନ୍ତୁଷ୍ଟ ଦଳର ନେତାଙ୍କ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri