Posted inଜାତୀୟ

ଶୋପିଆନ ଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ

ଶୋପିଆନ,୩୦।୮: ଜମ୍ମୁ-କଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କୁ ଏକ ର୍ବ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ଟଳିପଡ଼ିଥିବା ଜଣାପଡ଼ିଛି। ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବାର ସଦସ୍ୟ। ସେମାନେ ଘାଟିରେ ଏକ ବକ୍ଷାକର୍ମ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚିିଥିଲେ ବୋଲି କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ଶୋପିଆନର ନାଗବଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ଅପରେଶନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ...

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୩୦।୮: ଭାରତର ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ସେ ପଛରେ ପକାଇ...

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା...

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚିବାରୁ କିନ୍ନରଙ୍କ ବିରୋଧ ପ୍ରଦର୍ଶନ

ବଲିୟା,୩।୨: ନିର୍ଭୟା ଗଣବଳାତ୍କାର ମାମଲରେ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟିକ କାରଣ ଯୋଗୁ ଏବେ ଏହା...

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’...

ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର

ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ

ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ...

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା...

Advertisement
Archives

Model This Week