Home

ହିରୋ ଷ୍ଟାଇଲ୍‌ରେ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ଯେତେବେଳେ ଆମେ ମଣିଷର କୌଣସି ଭୁଲ୍‌ ଦେଖୁ ସେତେବେଳେ କହୁ କାହିଁକି ପଶୁଙ୍କ ପରି ହେଉଛ। ମାତ୍ର ଏବେ ଏକ ପଶୁକୁ ଦେଖିଲେ ଏହି ଭ୍ରମ ଧାରଣା ମଧ୍ୟ ଦୂର ହୋଇଯିବ। ଯାହାର ଷ୍ଟାଇଲ୍‌, ଉତ୍ସାହ କୌଣସି ବଡ଼ ହିରୋଙ୍କଠାରୁ ବି…

ଦଙ୍ଗାକାରୀଙ୍କ ଉପରେ ଡ୍ରୋନ୍‌ରୁ ପକାଯିବ ଲୁହବୁହା ଗ୍ୟାସ ସେଲ …

ନୂଆଦିଲ୍ଲୀ, ୩।୯ : ସୀମା ସୁରକ୍ଷା ବଳ (ବିଏସଏଫ)ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରୋନ ପ୍ରସ୍ତୁତ କରାଯାଇଛି। ଏହୀ ଡ୍ରୋନ୍‌ ଆକାଶରେ ଉଡ଼ିବୁଲି ଦଙ୍ଗାକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ପକାଇବ। ବିଏସଏଫ ଅନୁଯାୟୀ, ଦଙ୍ଗାକାରୀ ଏବଂ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ…

ଉଦ୍ଧବ ମରାଠୀଙ୍କୁ ଘୃଣା କରନ୍ତି, ଶିନ୍ଦେଙ୍କ ପାଇଁ ବଞ୍ଚିଛି ଶିବସେନା, କେବେଠୁଁ ଭାଜପାରେ ବିଲୟ ହୋଇ ସାରନ୍ତାଣି…

ମୁମ୍ବାଇ,୩।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି। ତେବେ ଏବେ ବି ଶିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଶିନ୍ଦେ ଗୋଷ୍ଠୀର ନେତା ତଥା ପୂର୍ବତନ ମନ୍ତ୍ରୀ ରାମଦାସ…

୩ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୩ ହଜାର ତଳେ…

ପାଳି ଅପେକ୍ଷାରେ ଓଳିଏ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.): ଡାକ୍ତରଙ୍କୁ ଜଣାଇବେ ସ୍ବାସ୍ଥ୍ୟ ସମସ୍ୟା। ଏହି ଆଶାରେ ରାତି ନ ପାହୁଣୁ ଡାକ୍ତରଖାନାକୁ ଛୁଟୁଛନ୍ତି ରୋଗୀ। ଡାକ୍ତରଙ୍କ ଚ୍ୟାମ୍ବର ପାଖରୁ ସ୍ବାସ୍ଥ୍ୟକେନ୍ଦ୍ର ବାହାର ଯାଏ ଲମ୍ବୁଛି ଲାଇନ୍‌। ଧାଡ଼ିରୁ ବାହାରିଗଲେ ସେହି ଜାଗା କାଳେ ଆଉ କିଏ ମାଡ଼ି…

ଢେଙ୍କାନାଳ ପୌରସଂସ୍ଥାରେ ଅଚଳାବସ୍ଥା

ଢେଙ୍କାନାଳ ଅଫିସ, ୩ା୯: ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ପହଞ୍ଚତ୍ଛି ବିଜେଡି-ଭାଜପା କଳି। ସ୍ବାୟତ୍ତ ଶାସନ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମ ବାତିଲ ଓ ଭାଜପା କାଉନ୍‌ସିଲର ସୂର୍ଯ୍ୟପ୍ରତାପ ରାଉତଙ୍କ ଅଯୋଗ୍ୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଏବଂ କର୍ମଚାରୀ କଲମଛାଡ଼…

ରବିବାର ଭାରତ-ପାକିସ୍ତାନ ଭେଟ

ଶାରଜା, ୩ା୯(ପି.ଟି.): ଏସିଆ କପ୍‌ ଟି୨୦ କ୍ରିକେଟ ଗ୍ରୁପ୍‌ ଲିଗ୍‌ରେ ଶୁକ୍ରବାର ହଂକଂ ବିପକ୍ଷ ମ୍ୟାଚରେ ପାକିସ୍ତାନ ୧୫୫ ରନରେ ବିଜୟ ଲାଭ କରି ସୁପର-୪ରେ ପ୍ରବେଶ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯୪ରନର ବିଜୟ ଲକ୍ଷ୍ୟ…

ଜାଡେଜା ଆହତ, ଏସିଆ କପ୍‌ରୁ ଓହରିଲେ

ଦୁବାଇ, ୩ା୯(ପି.ଟି.): ଆଣ୍ଠୁରେ ଆଘାତ ଯୋଗୁ ଟିମ୍‌ ଇଣ୍ଡିଆ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍‌ର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ନିଆ ଯାଇଛି। ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ…

ଭୁବନେଶ୍ୱରରେ ହୋଇପାରେ ଅଲ୍‌ଟିମେଟ ଖୋ ଖୋ

ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଏକ ଗଣମାଧ୍ୟମ ପ୍ରତିନିଧି ଦଳ…

ଜଳରୁ ବାହାରିବ ହାଇଡ୍ରୋଜେନ୍‌

ନୂଆଦିଲ୍ଲୀ: କାଲିଫର୍ନିଆ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜଳରୁ ହାଇଡ୍ରୋଜେନ୍‌ ଉତ୍ପାଦନ କରିବା ଲାଗି ଏକ ମେଥଡ୍‌ର ଆବିଷ୍କାର କରିଛନ୍ତି। ରୁମ୍‌ ତାପମାତ୍ରାରେ ଜଳରୁ ହାଇଡ୍ରୋନ୍‌ ଉତ୍ପାଦନ କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆଲୁମିନିୟମ୍‌ର ନାନୋ ପାର୍ଟିକଲ ସହ ଜଳ ରସାୟନିକ କ୍ରିୟା…

୭୪ କୋଟିର ମାଲିକାଣୀ ସୋନାକ୍ଷୀ

ମୁମ୍ବାଇ: ଦବଙ୍ଗ, ରାଓଡି ରାଠୋର ଏବଂ ବୁଲେଟ ରାଜା ଭଳି ସୁପରହିଟ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋନାକ୍ଷୀ ତାଙ୍କ କଠିନ ପରିଶ୍ରମ ଆଧାରରେ କୋଟି କୋଟି ସମ୍ପତ୍ତିର ମାଲିକାଣୀ…

ସ୍ପେସ୍‌ରେ ଧାନ ଚାଷ

ବେଜିଂ: ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଉଥିବା ଚାଇନାର ବୈଜ୍ଞାନିକମାନେ ମହାକାଶରେ ଧାନଚାଷ କରିଛନ୍ତି। ଚାଇନା ମହାକାଶଚାରୀମାନେ ଜିରୋ ଗ୍ରାଭିଟେସ୍‌ନାଲ ଲାବୋରେଟରୀରେ ଚାଉଳରୁ ଧାନ ଗଛ ବାହାର କରାଯାଇଛି। ଚାଇନା ଏକାଡେମୀ ଅଫ୍‌ ସାଇନ୍ସ (ସିଏଏସ୍‌) ପକ୍ଷରୁ ଏ ନେଇ ବିସ୍ତୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?