Home

ରାହୁଲ ପ୍ରଧାନମନ୍ତ୍ରୀ ହେବେ

ଚିତ୍ରଦୁର୍ଗ,୪ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନେ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ବୋଲି କର୍ନାଟକ ସ୍ଥିତ ଶ୍ରୀ ମୁରୁଗାରାଜେନ୍ଦ୍ର ମଠର ଜଣେ ସାଧୁ ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ବର୍ଷ…

ଶପଥ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୪ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ତାଙ୍କ କ୍ୟାବିନେଟରେ ୯ ବିଧାୟକଙ୍କୁ ନୂଆ ମନ୍ତ୍ରୀ ରୂପେ ସାମିଲ କରାଯାଇଛି। ରାଜଭବନରେ ରାଜ୍ୟପାଳ ଲା ଗଣେଶନ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ: କେନ୍ଦ୍ର କହିଲା ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ, ୪ା୮: ଓଡ଼ିଶାର ସୁନ୍ଦରଗଡ଼ ସହରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ ବର୍ଷ ଧରି ଏ ନେଇ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। କିନ୍ତୁ ଏପରି କୌଣସି…

ଫଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ଏଲ୍‌ଆଇସି

ନୂଆଦିଲ୍ଲୀ, ୪ା୮ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ସ୍ଥାନିତ ହୋଇଛି। ନିକଟରେ ଶେୟାର ବଜାରରେ ପଞ୍ଜୀକୃତ ହୋଇଥିବା ଏଲ୍‌ଆଇସି ଚଳିତ ଆର୍ଥିକ ବର୍ଷରେ ୯୭.୨ ବିଲିୟନ ଡଲାର ରାଜସ୍ବ…

ରଞ୍ଜିତ ରଥ ଅଏଲ ଇଣ୍ଡିଆ ସିଏମ୍‌ଡି

ନୂଆଦିଲ୍ଲୀ, ୪ା୮: ଦେଶର ଦ୍ୱିତୀୟ ବୃହତ୍ତମ ତୈଳ ଓ ବାଷ୍ପ ଉତ୍ପାଦନକାରୀ ସଂସ୍ଥା ଅଏଲ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ରଞ୍ଜିତ ରଥ ନିଯୁକ୍ତି ପାଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ଓ ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଛାତ୍ର ରଞ୍ଜିତ…

ପ୍ରଜ୍ଞାଙ୍କ ସ୍କୁଟରରେ ବିସ୍ଫୋରକ ନିଆଯାଇଥିଲା

ମୁମ୍ବାଇ,୪ା୮: ୨୦୦୮ ମାଲେଗାଓଁ ବିସ୍ଫୋରଣରେ ବ୍ୟବହୃତ ସ୍କୁଟର ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ୨୬୧ତମ ସାକ୍ଷୀ ରୂପେ ଜଣେ ଫରେନ୍ସିକ୍‌ ବିଶେଷଜ୍ଞ ଏନେଇ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ସ୍ଥିତ…

‘ଲୋକେ ମୋତେ ବିବାଦକୁ ଟାଣି ଆଣୁଛନ୍ତି’

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର, ଅମିର ଖାନ୍‌ଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି, ‘ସୀତା: ଦି ଇନ୍‌କରେନେଶନ’ ପାଇଁ ୧୨ କୋଟି ଟଙ୍କା ମାଗିବା ତାଙ୍କ…

ମନ୍ତ୍ରୀଙ୍କୁ ସ୍କୁଟିରେ ବସାଇ କାର୍ଯ୍ୟାଳୟରେ ଛାଡିଲେ ସ୍ମୃତି ଇରାନୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ,୩।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୁଧବାର ତାଙ୍କ ସହକର୍ମୀ ତଥା ମନ୍ତ୍ରୀ ଭାରତୀ ପାୱାରଙ୍କୁ ସ୍କୁଟିରେ ବସାଇ ତାଙ୍କ କାର୍ଯ୍ୟାଳୟରେ ଛାଡିଛନ୍ତି। ସେ ଏହାର ଭିଡିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ଏହାର ଫଳସ୍ବରୂପ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନ୍‌ରେ…

କିରାଣିଙ୍କୁ ଘରୁ ମିଳିଲା ୮୫ ଲକ୍ଷ ନଗଦ ଟଙ୍କା

ଭୋପାଳ,୩।୮: ମଧ୍ୟପ୍ରଦେଶ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଜଣେ କିରାଣିଙ୍କ ଘରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି। ଚଢାଉ କରିବାକୁ ଯାଇଥିବା ଅଧିକାରୀମାନେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସୂଚନାଯୋଗ୍ୟ, ହିରୋ କେଶଓ୍ବାନୀ ଜଣେ କିରାଣି ଭାବରେ…

ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡା ମେଟା ପଞ୍ଚାୟତ ଅଧିନସ୍ଥ କୋୟାଗୁଡ଼ାର ମୁକା ମାଡ଼କାମୀଙ୍କ ସ୍ତ୍ରୀ ମୁକେ…

 ଆସନ୍ତା ୫ରେ ରାଜଭବନ ଘେରିବ କଂଗ୍ରେସ

ଭୁବନେଶ୍ବର, ୩ା୮(ବ୍ୟୁରୋ): ଦିନକୁ ଦିନ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ହେବାରେ ଲାଗିଛି। ବେକାରି ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ଆଦି ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri