Home

ଆସସ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୪।୮: ଆସସ୍‌ ଇଣ୍ଡିଆ, ରିପବିକ୍ଲ ଅଫ୍‌ ଗେମର୍ସ (ରଗ୍‌) ପକ୍ଷରୁ ରଗ୍‌ ଜିଫାଇରସ୍‌ ଡୁଓ୧୬, ଜିଫାଇରସ୍‌ ଜି୧୪ ଓ ଫ୍ଲୋ ଏକ୍ସ୧୬ ସମେତ ପାୱାର ଓ ଅପ୍‌ଗ୍ରେଡେଡ୍‌ ପର୍‌ଫର୍ମାନ୍ସ ସହ ସୁସଜ୍ଜିତ ଜିଫାଇରସ୍‌ ଜି୧୫ ଓ ଫ୍ଲୋ ଏକ୍ସ୧୩ର ନୂଆ ଏଡିଶନର…

ଆଇଡିଏସ୍‌ ପକ୍ଷରୁ ମୁଖ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୪।୮: ବର୍ତ୍ତମାନ ସମୟରେ ମୁଖ ଗହ୍ବର ସ୍ବଚ୍ଛତା ଏବଂ ସୁସ୍ଥତା ବଜାୟ ରଖିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଣ୍ଟାଲ ସାଇନ୍‌ସେସ୍‌ (ଆଇଡିଏସ୍‌) ପକ୍ଷରୁ ନିକଟରେ ମୁଖ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। ପ୍ରତି…

ଆସୁଛି ଆଉ ୨ ଲଘୁଚାପ, ୭ରୁ ବର୍ଷା

ଭୁବନେଶ୍ୱର,୪ା୮(ବ୍ୟୁରୋ): ଗତ ସପ୍ତାହେ ଧରି ରାଜ୍ୟରୁ ବର୍ଷା ଉଭାନ ହୋଇଯାଇଛି। ବିଲ ଫାଟି ଆଁ କଲାଣି। ଆସନ୍ତା ସପ୍ତାହେ ଭିତରେ ବର୍ଷା ନ ହେଲେ ଗଜାମରୁଡ଼ି ଭଳି ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ମାତ୍ର ଚାଷୀମାନଙ୍କ ପାଇଁ ଆଶ୍ୱସ୍ତି ଖବର ଆସୁଛି।…

ଛାତ୍ରାବସ୍ଥାରୁ ଆବେଗ ବଢ଼ିଥିଲା

ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ ଯାଇ ବର୍ଷିକିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଲି। ୧୯୭୨ରେ ପାଠ୍ୟକ୍ରମ ଶେଷ ହେଲା, ଆଉ…

ଓଡ଼ିଆ ସାମ୍ବାଦିକତା ଦିବସ

୧୮୬୬ ମସିହା ଅଗଷ୍ଟ ୪ । ସେଦିନ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ। ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । ପ୍ରଥମେ…

କିଟ୍‌ ପଲିଟେକ୍ନିକ୍‌ ରାଜ୍ୟରେ ୧ ନମ୍ବର

ଭୁବନେଶ୍ୱର,୪।୮: କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାଶନାଲ୍‌ ଆକ୍ରିଡିଟେସନ୍‌ ବୋର୍ଡ ଫର୍‌ ଏଜୁକେଶନ ଆଣ୍ଡ ଟ୍ରେନିଂ (ନାବେଟ୍‌) ଏବଂ ଷ୍ଟେଟ୍‌ କାଉନସିଲ୍‌ ଫର୍‌ ଟେକ୍ନିକାଲ୍‌ ଏଜୁକେଶନ ଓ ଭୋକେଶନାଲ ଟ୍ରେନିଂ ପକ୍ଷରୁ ୧ମ ଥର ଲାଗି ଓଡ଼ିଶାରେ ଥିବା ସମସ୍ତ…

ହୋଣ୍ଡାର ନୂଆ ଲିମିଟେଡ୍‌ ଏଡିସନ୍‌ ଡିଓ ସ୍ପୋର୍ଟସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୪।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ନ୍ୟୁ ଡିଓ ସ୍ପୋର୍ଟସ୍‌ର ଶୁଭାରମ୍ଭ କରାଯାଇଛି। ଏହା ସୀମିତ ସମୟ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ…

ମିଶନ ଶକ୍ତି ସହ ୟୁକୋ ବ୍ୟାଙ୍କର ଚୁକ୍ତିନାମା

ଭୁବନେଶ୍ୱର,୪।୮: ୟୁକୋ ବ୍ୟାଙ୍କର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ ଅଲ୍ଲୀ ଖାନ୍‌ ନିକଟରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଗସ୍ତ ଅବସରରେ ସେ ବ୍ୟାଙ୍କର…

ମାଲାବାର ପକ୍ଷରୁ ଛାତ୍ରୀ ବୃତ୍ତି ପ୍ରଦାନ

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍‌ର ଓଡ଼ିଶା ୟୁନିଟ୍‌ (ଭୁବନେଶ୍ୱର)ର ଶହୀଦନଗର ଷ୍ଟୋର ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧, କମଳା ନେହେରୁ ମହିଳା ମହାବିଦ୍ୟାଳୟ (କେଏନ୍‌ଡବ୍ଲ୍ୟୁସି)ର କ୍ୟାମ୍ପସ ପରିସରରେ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।…

ପୁଟିନ୍‌ଙ୍କ ପ୍ରେମିକାଙ୍କୁ ଆମେରିକା ମନା

ଓ୍ବାଶିଂଟନ୍‌, ୪ା୮: ଆମେରିକାର ସଦ୍ୟ ପ୍ରକାଶିତ ବ୍ୟାନ୍‌ ତାଲିକାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରେମିକା ଆଲିନା ମାରାତୋଭ୍‌ନା କାବେଇଭା(୩୯)ଙ୍କୁ ରଖାଯାଇଛି। ୟୁକ୍ରେନ୍‌ ଉପରେ ଆକ୍ରମଣ ପ୍ରତିବାଦରେ ଓ୍ବାଶିଂଟନ୍‌ ରୁଷିଆର ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଆମେରିକା ଗସ୍ତ ଉପରେ କଟକଣା ଲଗାଇଛି।…

ସୁରେଶ ଏନ୍‌. ପଟେଲ ନୂଆ ସିଭିସି

ନୂଆଦିଲ୍ଲୀ, ୪।୮: ଭିଜିଲାନ୍ସ କମିଶନର ସୁରେଶ ଏନ୍‌. ପଟେଲ ବୁଧବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ କମିଟି ଏହି ପଦ ପାଇଁ ସୁରେଶ ପଟେଲଙ୍କ ନାମ ଚୟନ…

ଚାଇନାକୁ ‘ପେଲୋସି’ ଝଟକା,ତାଇଓ୍ବାନ୍‌କୁ ଏକା ଛାଡ଼ିବନି ଆମେରିକା’

ତାଇପେଇ, ୪ା୮: ଚାଇନାର ନାଲିଆଖି ସତ୍ତ୍ୱେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ଦିନିକିଆ ତାଇଓ୍ବାନ ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ଶେଷ ହୋଇଛି। ମଙ୍ଗଳବାର ରାତିରେ ଅଭୁତପୂର୍ବ ସୁରକ୍ଷା ବଳୟ ଭିତରେ ପେଲୋସିଙ୍କ ବିମାନକୁ ତାଇପେଇରେ ଅବତରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri