Home

ଦଶହରା ରାଲିରେ ପାଓ୍ବାରଙ୍କ ଏଣ୍ଟ୍ରି…

ମୁମ୍ବାଇ, ୩।୯ : ଦଶହରା ରାଲି ପାଇଁ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ଶିବାଜୀ ପାର୍କ ଲାଗି ଆବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବେ ଏନସିପି…

ଲଭ୍‌ ଜିହାଦ ରାଲିରେ ଉତ୍ତେଜନା, ଲାଠିରେ ପିଟିଲେ ପୋଲିସ…

ଅହମଦାବାଦ, ୩।୯ : ଗୁଜରାଟର ବନାସକାଣ୍ଠାରେ ଲଭ୍‌ ଜିହାଦ ବିରୋଧରେ ଶନିବାର ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଏକ ବିରାଟ ଜନସମାଗମ ହେବା ପରେ ଏକ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ନିୟନ୍ତ୍ରଣ…

ଏସିଆ କପ୍‌ରେ ଆଜିଠାରୁ ସୁପର-୪ ଲଢ଼େଇ: ଜାଣନ୍ତୁ ସମସ୍ତ ମ୍ୟାଚ୍‌ର କାର୍ଯ୍ୟସୂଚୀ

ଦୁବାଇ,୩।୯: ଏସିଆ କପ୍‌ ୨୦୨୨ର ସୁପର-୪ ମୁକାବିଲା ଶନିବାରଠାରୁ ଆରମ୍ଭ ହେବ। ଶୁକ୍ରବାର ପାକିସ୍ତାନ ଶେଷ ଟିମ୍‌ ଭାବେ ଯୋଗ୍ୟତା ଅର୍ଜନ କରିଥିଲା। ହଂକଂକୁ ୧୫୫ ରନ୍‌ରେ ପରାଜିତ କରି ଦଳ ଏହି ଉପଲବ୍ଧି ହାସଲ କରିଥିଲା। ୧୯୪ ରନ୍‌ର ପିଛା…

ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…

ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା କରାଯାଉଛି। ଚିଲିର ସାମ୍ପ୍ରତିକ ଅର୍ଥନୈତିକ ଏବଂ ସାମାଜିକ ଅସମାନତାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ…

କରଣଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ବର୍ତ୍ତମାନ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବିପକ୍ଷରେ ତାଙ୍କର ଆଗାମୀ ଆକ୍ସନ ଥ୍ରୀଲର ‘ବିକ୍ରମ ବେଦ’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଶୁଣିବାକୁ ମିଳୁଛି ବଲିଉଡର ଗ୍ରୀକ୍‌ ଗଡଙ୍କୁ କରଣ ଜୋହର ଏବଂ ଆୟାନ…

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିବ ବିପଦ ଭତ୍ତା…

ନୂଆଦିଲ୍ଲୀ, ୩।୯ : କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନେ ବିପଦ ଭତ୍ତା (ରିସ୍କ୍‌ ଆଲାଉନ୍ସ) ପାଇବେ। ତଥାପି, ଏଥିପାଇଁ କର୍ମଚାରୀମାନଙ୍କୁ ଏକ ସର୍ତ୍ତ ପୂରଣ କରିବାକୁ ପଡିବ। ସେପ୍ଟେମ୍ବର ୨ରେ ଡିଓପିଟି ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି…

ଶିକ୍ଷା ବିକାଶ ବିବାଦ, କେଜରିଓ୍ବାଲଙ୍କୁ ଭିଡ଼ିଓ ପଠାଇଲେ ହିମନ୍ତ ବିଶ୍ୱ ସରମା…

ନୂଆଦିଲ୍ଲୀ, ୩।୯ : ଶିକ୍ଷା ଓ ବିକାଶକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ମଧ୍ୟରେ ଟୁଇଟର ଯୁୁଦ୍ଧ ଜାରି ରହିଛି। ଗତ କିଛି ଦିନ ହେବ ଉଭୟ ରାଜ୍ୟର ନେତା ପରସ୍ପର…

ଇତିହାସ ରଚିଲା ଜିମ୍ବାଓ୍ବେ, ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ…

ଟାଉନ୍ସଭିଲ୍‌, ୩।୯: ଇତିହାସ ରଚିଛି ଜିମ୍ବାଓ୍ବେ। ଶନିବାର ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଏହି ଦିନ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାସ୍ତ କରିଛି ଦଳ।…

ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ

ଝାରସୁଗୁଡ଼ା ଅଫିସ,୩ା୯: ଝାରସୁଗୁଡ଼ା ଜିଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ଝାରସୁଗୁଡ଼ା ସହରର ବାଲିଯୁରିସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ। ପରେ ପରେ ଜିଲା ଖଣିଜପାଣ୍ଠି କକ୍ଷରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲା ପ୍ରଶାସନର…

ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଏହି ସମୟରେ ଏକ ଖବର ମଧ୍ୟ ଚର୍ଚ୍ଚା ହେଉଛି…

ଖେଳ ପାଇଁ ନୁହେଁ, କେବଳ ଟଙ୍କା ରୋଜଗାର ପାଇଁ ଭାରତୀୟ କ୍ରିକେଟର ‘ଗେହ୍ଲାପୁଅ’

ଲାହୋର,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ ଟିମ୍‌ ଯେଉଁ ବି ଦେଶ ଗସ୍ତ କରନ୍ତି, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସତ୍ତ୍ୱେ ଭାରତୀୟ ଦଳ ନିଜର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ ପାଇଥାଏ…

ସପ୍ତାହରେ ଗୋଟିଏ ଦିନ ବିନା ବସ୍ତାନୀରେ ସ୍କୁଲ ଯିବେ ପିଲା…

ଭୋପାଳ, ୩।୯ : ମଧ୍ୟପ୍ରଦେଶର ସମସ୍ତ ସରକାରୀ, ଅଣ-ସରକାରୀ ଏବଂ ସହାୟକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବ୍ୟାଗ ବିନା ପାଠପଢ଼ିକୁ ଯିବେ । ଏହି ଦିନ ବୃତ୍ତିଗତ କାର୍ଯ୍ୟ ଅଭିଜ୍ଞତା ସହ ଜଡିତ କାର୍ଯ୍ୟକଳାପ ଏହି ଦିନ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?