Posted inଫୁରସତ

ହିରୋ ଷ୍ଟାଇଲ୍‌ରେ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ଯେତେବେଳେ ଆମେ ମଣିଷର କୌଣସି ଭୁଲ୍‌ ଦେଖୁ ସେତେବେଳେ କହୁ କାହିଁକି ପଶୁଙ୍କ ପରି ହେଉଛ। ମାତ୍ର ଏବେ ଏକ ପଶୁକୁ ଦେଖିଲେ ଏହି ଭ୍ରମ ଧାରଣା ମଧ୍ୟ ଦୂର ହୋଇଯିବ। ଯାହାର ଷ୍ଟାଇଲ୍‌, ଉତ୍ସାହ କୌଣସି ବଡ଼ ହିରୋଙ୍କଠାରୁ ବି କମ୍‌ ନୁହେଁ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

@CreatureArena ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଥିବା ଏକ ଭିଡିଓରେ ସିମ୍ପାଞ୍ଜିର ଷ୍ଟାଇଲ୍‌ ଦେଖିଲେ ଆଖି ଲାଖିଯିବ। କାରଣ ଏହି ସିମ୍ପାଞ୍ଜିର କାରନାମା କୌଣସି ମଡେଲଙ୍କଠାରୁ କମ୍‌ ନୁହେଁ। ଆଖିରେ ଚଷମା, ମୁଣ୍ଡରେ ଟୋପି ଏବଂ ହାତରେ ଧରିଛି ଏକ ଜୁସ୍‌ ଗ୍ଲାସ୍‌। ଯାହାକି ଖୁବ୍‌ ଆକର୍ଷଣୀୟ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। କିଛି ୟୁଜର ସିମ୍ପାଞ୍ଜିର ଦୃଢ଼ ମନୋବଳକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ୟୁଜର ତା’ର ଷ୍ଟାଇଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ୟୁଜର କହିଛନ୍ତି, ମଡେଲ ବି ପଛରେ ପଡ଼ିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତରନାଥ ଶ୍ରୀଜଗନ୍ନାଥଙ୍କର ମହିମା କାହାକୁ ବା ଅଗୋଚର। ତାଙ୍କର ଆଶିଷ ଟିକେ ପାଇବାକୁ ଆଉ ତାଙ୍କର ଦର୍ଶନ ଟିକେ ଲଭିବାକୁ ପ୍ରତିଦିନ ଦେଶବିଦେଶରୁ ଭକ୍ତଗଣ ତାଙ୍କ...

ଦୀପାବଳି : ପୁରାଣରୁ ବର୍ତ୍ତମାନ…

ଦୀପାବଳି ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ। ପ୍ରକୃତରେ ଏହା ଏକ କୃଷିଭିତ୍ତିକ ପର୍ବ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ...

ପିଲାଙ୍କ ସହ ପାଠ ପଢୁଛି ମାଙ୍କଡ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ...

୧୯୦ କୋଟି ଟଙ୍କାର ଲଟେରି ଜିତିଥିଲେ ମହିଳା, ଏହି ଭୁଲ ପାଇଁ ମିଳିଲାନି ଟଙ୍କା, ଜାଣିଲେ…

ଲଟେରି ଏମିତି ଏକ ଖେଳ ଯେଉଁଥିରେ କାହାର ଭାଗ୍ୟ ରାତାରାତି ବଦଳି ଯାଏ ତ ଆଉ କାହାର ସର୍ବସ୍ବ ହାନି ହୋଇଥାଏ। ଏମିତି ଏକ ଦୁର୍ଭାଗ୍ୟଜନକ...

ଲିଙ୍ଗ ପରିବର୍ତ୍ତନ କରୁଛି ୫ ହଜାର ବର୍ଷ ତଳର ଗଛ

ସ୍କଟଲାଣ୍ଡର ପର୍ଥ ସହର ନିକଟରେ ଥିବା ଏକ ଚର୍ଚ୍ଚରେ ୫ହଜାର ବର୍ଷ ପୂର୍ବରୁ ଥିବା ଏକ ଗଛ ଏବେ ଲିଙ୍ଗ ପରିବର୍ତ୍ତନ କରୁଥିବା କୁହାଯାଉଛି। ଏଭଳି...

ଅଟୋ ଡ୍ରାଇଭରଙ୍କ ଜବରଦସ୍ତ ଡ୍ୟାନ୍ସ: ରାତାରାତି ବଦଳିଗଲା ଭାଗ୍ୟ

ପ୍ରତିଭା ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହେ ନାହିଁ। କେବେ ନା କେବେ ଏହା ପ୍ରସ୍ଫୁଟିତ ହୋଇଥାଏ। ସେମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଜଣେ...

ପ୍ରଥମ ଦରମା ଟଙ୍କା ଜେଜେମା’ଙ୍କୁ ଦେଇଥିଲି

ନୟାଗଡ଼ ଜିଲା ଖୁଣ୍ଟୁବନ୍ଧ ଗାଁରେ ମୋ ଜନ୍ମ। ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ନୟାଗଡ଼ କଲେଜରେ ଆଇ.ଏ., ବି.ଏ. ପଢ଼ିଥିଲି। ତା’ପରେ ଉତ୍କଳ...

ସାଣ୍ଟା ଇନ୍‌ ଦ ସ୍କାଏ

କ୍ରିସ୍‌ମାସ୍‌ ବା ବଡଦିନ ପାଇଁ ଦେଶ ବିଦେଶ ଚାରିଆଡେ ଏବେ ଉତ୍ସବର ମାହୋଲ। କ୍ରିସ୍‌ମାସ୍‌ ଟ୍ରି, ରଙ୍ଗିନ ଲାଇଟର ଡେକୋରେଶନ ସାଙ୍ଗକୁ ସ୍ବତନ୍ତ୍ର ଉତ୍ସବର ଆୟୋଜନ...

Advertisement
Archives

Model This Week