ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି
ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ, ୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାହାଙ୍କ ସୁରକ୍ଷାରେ କଟକରେ ୩୦ ଓ ଭୁବନେଶ୍ୱରରେ ୨୨…
ଫଡ୍ନବିସ ହେବେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏଥିରେ ଅନୂ୍ୟନ ୧୫ ଜଣ ମନ୍ତ୍ରୀ ସାମିଲ ହେବେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିବ ବୋଲି ଏକ…
ପୋଷ୍ଟରରେ ଶକ୍ତି ପ୍ରଦର୍ଶନ
କଟକ ଅଫିସ,୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୋମବାର କଟକ ଗସ୍ତକୁ ନେଇ ଭାଜପା କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ତାଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପ୍ରାଣପଣେ ଲାଗିପଡ଼ିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ…
ମିସ୍ ଇଣ୍ଡିଆ ୟୁଏସ୍ଏ ‘ଆର଼୍ୟା ଓ୍ବାଲ୍ଭେକର’
ଓ୍ବାଶିଂଟନ: ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଆର଼୍ୟା ଓ୍ବାଲ୍ଭେକର ଚଳିତ ବର୍ଷ ମିସ୍ ଇଣ୍ଡିଆ ୟୁଏସ୍ଏର ମୁକୁଟ ହାତେଇଛନ୍ତି। ୪୦ତମ ମିସ୍ ଇଣ୍ଡିଆ ୟୁଏସ୍ଏ ପ୍ରତିଯୋଗିତା ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା। ୧୮ ବର୍ଷୀୟା ଆର଼୍ୟା ଜଣେ ଅଭିନେତ୍ରୀ ହେବାକୁ ଆଶା ରଖିଛନ୍ତି।…
ଭୁବନେଶ୍ୱରରେ ଅମିତ ଶାହା
ଭୁବନେଶ୍ବର,୮।୮(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବିଳମ୍ବିତ ରାତିରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ ନେତା ଓ କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ…
ଜିତିଲେ ସ୍ତ୍ରୀ, ଶପଥ ନେଲେ ସ୍ବାମୀ
ଭୋପାଳ: ମଧ୍ୟ ପ୍ରଦେଶ ଦାମୋହ ଜିଲା ଗାଇସାବାଦ୍ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି। ନିକଟରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟୀ ପ୍ରାର୍ଥୀଙ୍କ ପାଇଁ ଶପଥ ଗ୍ରହଣ ସମାରୋହର ଆୟୋଜନ ମଧ୍ୟ କରାଯାଇଛି। କିନ୍ତୁ…
ଅପହୃତାଙ୍କୁ ପରିବାର ସହ ଭେଟାଇଲା ପୋଷ୍ଟର
ମୁମ୍ବାଇ,୮।୮: ୨୦୧୯ ଜାନୁୟାରୀ ୨୨ ସକାଳେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ପୂଜା ନାମ୍ନୀ ଜଣେ ୭ ବର୍ଷର ବାଳିକା ତାଙ୍କ ଭାଇ ସହ ସ୍କୁଲ୍ ଯାଉଥିବାବେଳେ ଅପହୃତ ହୋଇଯାଇଥିଲେ। ହେନରି ଜୋସେଫ୍ ଡି’ସୌଜା ନାମକ ଯୁବକ ତାଙ୍କୁ ଆଇସ୍କ୍ରିମ୍ ଦେବାକୁ କହି…
ଦୋଷୀ ସାବ୍ୟସ୍ତ ପରେ ମନ୍ତ୍ରୀ କୋର୍ଟରୁ ଫେରାର
ଲକ୍ଷ୍ନୌ, ୮ା୮ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ଥିବା ରାକେଶ ସଚାନ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦଣ୍ଡବିଧାନ ପୂର୍ବରୁ ସେ କୋର୍ଟ ଅର୍ଡର ସହ କେତେକ ଦସ୍ତାବିଜ ନେଇ ଫେରାର…
ଭାସିଗଲା କାଠପୋଲ, ଯୋଗାଯୋଗ ବିଚ୍ଛିନ୍ନ
କୋଟଗଡ଼/କ.ନୂଆଗାଁ/ବାଲିଗୁଡ଼ା, ୮ା୮(ଡି.ଏନ୍.ଏ.): ଲଗାଣ ବର୍ଷାରେ ଭାସିଯାଇଛି କାଠପୋଲ। ଲହଡ଼ି ମାରୁଛି ଉଛୁଳା ଜଳ। ନାଳର ଏପାଖ ଲୋକ ସେପାଖକୁ ଯାଇପାରୁଛନ୍ତି ନା ସେପାଖ ଲୋକ ଏପାଖକୁ। ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଦେଇଛି ଚିରସ୍ରୋତା କାଲିପେନୁ ନାଳ। ବହୁ ଶ୍ରମ ଦେଇ…
ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍
ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍ ଶଶୀ ପଲ ଗତ ୬ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ୫ ବର୍ଷର ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା…
ଆଜାଦିସାଟ୍ ବାଟବଣା
ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍କ୍ଷେପଣ କରାଯାଇଥିବା ଇଓଏସ୍-୨ ଏବଂ ଆଜାଦିସାଟ୍ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍ ସ୍ଥାନରେ ପହଞ୍ଚିପାରିନାହିଁ। ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଇସ୍ରୋ କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ…
୪୮ଘଣ୍ଟାରେ ଅବପାତ: ସାରା ରାଜ୍ୟରେ ବର୍ଷା
ଭୁବନେଶ୍ୱର,୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ଅଞ୍ଚଳରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Archives


