Home

ଏମ୍‌ଆର୍‌ଏଫ୍‌ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜର ଶୁଭାରମ୍ଭ

କଟକ,୮।୮: ଦେଶର ପ୍ରମୁଖ ଟାୟାର ଉତ୍ପାଦନ କମ୍ପାନୀ ‘ଏମ୍‌ଆର୍‌ଏଫ୍‌’ର ସ୍ବୀକୃତି ପ୍ରାପ୍ତ ଡିଲର ଲିଙ୍କରୋଡସ୍ଥିତ ରଶ୍ମୀ ଅଟୋମୋବାଇଲ୍ସ ଆନୁକୂଲ୍ୟରେ ‘ଏମଆରଏଫ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏମଆରଏଫର ଡିଏମ୍‌ ଲଳିତ ମହାପାତ୍ର, ଜେଡଏସଏମ ସୌଗତ ମାଇତିଙ୍କ…

ରାଖୀରେ ପରିବେଶ ସୁରକ୍ଷା

ଭୁବନେଶ୍ୱର,୮।୮(ବ୍ୟୁରୋ): ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ଗଛ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ରାଖୀ ସହ ପରିବେଶ କିଭଳି ସନ୍ତୁଳନ ରହିବ, ତାକୁ ନେଇ ବକୁଳ ଫାଉଣ୍ଡେଶନ ପକ୍ଷରୁ ଗ୍ରୀନରାଖୀ କ୍ୟାମ୍ପେନ୍‌ ଆରମ୍ଭ…

ଓଡ଼ିଶାରେ ଜିଓ ଫାଇବର ସମ୍ପ୍ରସାରିତ ଜାରି

ଭୁବନେଶ୍ୱର,୮।୮: ଦେଶର ପ୍ରମୁଖ ବ୍ରଡବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ କମ୍ପାନୀ ଜିଓ ତା’ର ଫାଇବର ସଂଯୋଗ ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ କରାଇଛି। ଏପରିକି ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ ଅଞ୍ଚଳରେ…

ନିର୍ଯାତନା ସହି ନ ପାରି ନବବଧୂ ଜୀବନ ହାରିବା ଘଟଣା: ସ୍ତ୍ରୀ ମୃତଦେହ ଦେଖିବାକୁ ଆସିଲେନି ସ୍ବାମୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ସାତ ଜନ୍ମର ସାଥୀ ହୋଇ ସାରା ଜୀବନ ହସଖୁସିରେ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀଙ୍କ ହାତ ଧରିଥିଲେ। ହେଲେ ବିବାହର କେଇ ଦିନ ପରେ ସ୍ତ୍ରୀଙ୍କ ଦାନ୍ତ ରୋଗକୁ କ୍ୟାନସର ଭାବି ନିର୍ଯାତନା ଦେବା ସହ ହାତ…

ସୋଆ ପକ୍ଷରୁ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮।୮: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ନିମନ୍ତେ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର…

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର,୮ା୮(ବ୍ୟୁରୋ): ଆଜି ହେଉଛି ଶ୍ରାବଣର ଶେଷ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, କଟକର ବାବା ଧବଳେଶ୍ୱର, ଢେଙ୍କାନାଳର କପିଳାସ, ପୁରୀର ଲୋକନାଥ, ନୟାଗଡ଼ର ଲଡୁବାବାଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ…

ଏୟାର ଇଣ୍ଡିଆରେ ସାମିଲ ହେବ ଆଉ ୧୦ ବିମାନ

ନୂଆଦିଲ୍ଲୀ,୮।୮: କୋଭିଡ କଟକଣା ଓ ଅନ୍ୟାନ୍ୟ କାରଣ ପାଇଁ ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ୧୦ ବୃହତ୍‌ ବିମାନଙ୍କୁ ପୁଣି ଥରେ ସେବାରେ ନିୟୋଜିତ କରାଯିବ ବୋଲି ରବିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୩ ପୂର୍ବରୁ କିମ୍ବା…

ଓ୍ବେଷ୍ଟଇଣ୍ଡିଜକୁ ୮୮ ରନ୍‌ରେ ହରାଇଲା ଭାରତ

ଲଡରହିଲ୍‌, ୮ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି। ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ୧୮୯ ରନ୍‌ର…

ଆନନ୍ଦ ଫିଡେର ଉପସଭାପତି ନିର୍ବାଚିତ

ଚେନ୍ନାଇ, ୮ା୮(ପି.ଟି.): ଭାରତୀୟ ଚେସ୍‌ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ରବିବାର ଅନ୍ତର୍ଜାତୀୟ ଚେସ୍‌ ମହାସଂଘ (ଫିଡେ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆର୍କାଡି ଡିଭୋରକୋଭିଚ୍‌ ପୁନର୍ବାର ମହାସଂଘର ସଭାପତି ହୋଇଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଆନନ୍ଦ ହେଉଛନ୍ତି ଡିଭୋରକୋଭିଚ୍‌ଙ୍କ ଦଳର ଅଂଶବିଶେଷ।…

କର୍ନାଟକ ଜ୍ଞାନ କୌଶଳ ଆପଣେଇବ ବିଏମ୍‌ସି

ଭୁବନେଶ୍ୱର,୮।୮(ବ୍ୟୁରୋ): ବିଏମ୍‌ସି ଟିମ୍‌ ରବିବାର ଦୁଇଦିନିଆ କର୍ନାଟକ ଗସ୍ତରୁ ଫେରିଛନ୍ତି। କର୍ନାଟକରେ ଥିବା ମାରାଗୋଣ୍ଡାନାହାଲ୍ଲି ହ୍ରଦ, ହୁସ୍‌କୁର୍‌ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଜଳଉତ୍ସଗୁଡିକୁ ବୁଲି ଦେଖିବା ସହିତ ତା’ର ପୁନରୁଦ୍ଧାର ପଦ୍ଧତି ସମ୍ପର୍କରେ ଅବଗତ ହୋଇଛନ୍ତି। କର୍ନାଟକରେ ଥିବା…

କୂଅରେ ପଡ଼ିଗଲା ବିଲେଇ, ଉଦ୍ଧାର କରିବାକୁ ଡେଇଁଲା ମାଙ୍କଡ଼, ଭିଡିଓ ଦେଖିଲେ…

ପଶୁମାନେ ସିନା କଥା କହିପାରନ୍ତିନି ମାତ୍ର ସେମାନେ ମଣିଷମାନଙ୍କଠାରୁ ବେଶ୍‌ ବୁଦ୍ଧିଆ ହୋଇଥାନ୍ତି। ସେମାନଙ୍କର ମଧ୍ୟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଆଗରେ ମଣିଷ ମଧ୍ୟ ହାର୍‌ ମାନିବ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡୁଛି। @pups_Puppies1 ନାମକ…

କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର କ୍ଷତି ପରିମାଣ ୧୮,୪୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିକଟରେ ତୈଳ କମ୍ପାନୀଗୁଡିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri