୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍ ପଦକ…
ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ଭାରତୀୟ ଦଳ ସୁଟଆଉଟ ମାଧ୍ୟମରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହା…
ନୀତି ଆୟୋଗ ବୈଠକ, ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୭।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।…
ପାଣିପାଗ ପୂର୍ବାନୁମାନ ଏବେ ହେଉଛି କଷ୍ଟକର, ଆଇଏମ୍ଡି ନିର୍ଦ୍ଦେଶକ କହିଲେ ଏହାର କାରଣ…
ନୂଆଦିଲ୍ଲୀ, ୭।୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ପାଣିପାଗ ଘଟଣାଗୁଡ଼ିକର ସଠିକ ପୂର୍ବାନୁମାନ କରିବାରେ ଏଜେନ୍ସିଗୁଡିକ ଅସଫଳ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ସ୍ଥିତି ପୂର୍ବାନୁମାନର କ୍ଷମତାକୁ ପ୍ରଭାବିତ କରୁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର…
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପଞ୍ଚମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ଏହି ମୁକାବିଲାରେ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ଭାରତ ପୂର୍ବରୁ ସିରିଜ୍କୁ ୩-୧ରେ ଆଗୁଆ ରହିଛି।…
‘ହରହର ଶମ୍ଭୁ’ ଗାଇ ବିବାଦରେ ପଡ଼ିଥିବା ଫରମାନି ପୁଣି ଗାଇଲେ ‘ହରେ ହରେ କୃଷ୍ଣ’
ମୁମ୍ବାଇ: ଫରମାନି ନାଜଙ୍କୁ ଆଜି ଲୋକମାନେ ତାଙ୍କୁ କେବଳ ମୁଜାଫରନଗରରେ ନୁହେଁ ସାରା ଦେଶରେ ଜାଣିବା ଆରମ୍ଭ କରିଛନ୍ତି। ମୁଜାଫରନଗରର ରତନପୁରୀ ଅଞ୍ଚଳର ମହମ୍ମଦପୁର ମାଫି ଗାଁର ବାସିନ୍ଦା ଫରମାନି ନାଜ ‘ହର ହର ଶମ୍ଭୁ’ ଗୀତ ଗାଇ ବିବାଦରେ ଛନ୍ଦି…
ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧୀଙ୍କୁ ପାଠପଢ଼ା ଜାରି ରଖିବାର ରହିଛି ଅଧିକାର…
ପ୍ରୟାଗରାଜ, ୭।୮ : ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ମଧ୍ୟ ଅଧ୍ୟୟନ ଜାରି ରଖିବା ଏବଂ ଜେଲରୁ ପରୀକ୍ଷାରେ ହାଜର ହେବାର ଅଧିକାର ରହିଛି। ଯାହାଫଳରେ ସେ ସମାଜର ମୁଖ୍ୟ…
ଅନ୍ୟର ଚିନ୍ତାଧାରା ଗ୍ରହଣ କରିବା ଅର୍ଥ ନୁହେଁ ଯେ ଅଶାଳୀନ ଭାଷାକୁ ସହ୍ୟ କରାଯିବ…
ଗାନ୍ଧିନଗର, ୭।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁଜରାଟ ଗାନ୍ଧିନଗରରେ କହିଛନ୍ତି ଯେ ଅନ୍ୟର ମତ ଅବା ଚିନ୍ତାଧାରାକୁ ଗ୍ରହଣ କରିବା ଏବଂ ସହନଶୀଳ ହେବା ଏହାର ଅର୍ଥ ନୁହେଁ ଯେ କାହାର ଅଶାଳଳୀନ ଭାଷାକୁ ମଧ୍ୟ ସହ୍ୟ କରାଯିବା…
ସନ୍ଧ୍ୟା ହେଲେ କୁକୁରକୁ ଭେଟିବା ପାଇଁ ସମୁଦ୍ରରୁ ଚାଲିଆସୁଥିଲା ସି-ଲାୟନ, ଦିନେ ଘଟିଲା ଏମିତି…
ବନ୍ଧୁତା ଯେ କେବଳ ମଣିଷମାନଙ୍କ କ୍ଷେତ୍ରରେ ହୋଇଥାଏ ତାହା ନୁହେଁ, ବନ୍ଧୁତା ପଶୁପକ୍ଷୀଙ୍କ ସହ ମଧ୍ୟ ହୋଇଥାଏ। ଆଜିର ଏହି ସ୍ବତନ୍ତ୍ର ଦିବସରେ ସୋସିଆଲ ମିଡିଆରେ ଏକ କୁକୁର ଏବଂ ସି ଲାୟନର ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଶ୍ରେଷ୍ଠ…
ଆର୍ଥିକ ସଙ୍କଟ, ଆଇଏମ୍ଏଫ୍ ଋଣ ବୋଝ ତଳେ ଭାରତର ପଡ଼ୋଶୀ ଦେଶ…
ଓ୍ବାଶିଂଟନ, ୭।୮ : କରୋନା ମହାମାରୀ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଭାରତର ପଡୋଶୀ ଦେଶ ଏଠାରୁ ଋଣ ନେବାରେ ଆଗୁଆ ରହିଛନ୍ତି। ଆଇଏମଏଫରୁ ଋଣ ନେବା ପ୍ରସଙ୍ଗରେ ପାକିସ୍ତାନ ଏକ ନମ୍ବର…
ଆଫଗାନିସ୍ତାନରେ ଏକଜୁଟ ହେଲେ ଭାରତ-ପାକିସ୍ତାନ, ତାଲିବାନ ହେଲା ଆଶ୍ଚର୍ଯ୍ୟ…
କାବୁଲ, ୭।୮ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାୟତଃ ତିକ୍ତ ରହିଥାଏ। କିନ୍ତୁ ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏକ ଘଟଣା ତାଲିବାନକୁ ଆଶ୍ଚର୍ଯ୍ୟ କରିଥିଲା। କାବୁଲରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଏହି ନିୟମ ଉଲ୍ଲଂଘନ କରି…
ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍ ଇନ୍ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…
ବେଜିଂ, ୭।୮ : ଆମେରିକାର ଟେକ୍ଜାଣ୍ଟ୍ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି…
ବନ୍ଧୁତା ଚିର ବର୍ତ୍ତମାନ
ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର…
Archives


