Home

୧୫୦ ଦିନରେ ଶେଷ ହେବ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ,୧୦।୮: ଭୟ ଓ ଅସମାନତା ମୁକ୍ତ ରାଜନୀତି ଓ ଏକ ବିକଳ୍ପ ଶାସନ ଲାଗି ସେପ୍ଟେମ୍ବର ୭ରୁ କଂଗ୍ରେସ ଦଳ ଦେଶବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ର ଆୟୋଜନ କରିବାକୁ ଯାଉଛି। କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ ରାହୁଲ…

ହେଲିକପ୍ଟରରେ ଝୁଲି ଦୀର୍ଘ ପୁଶ୍‌-ଅପ୍‌ ମାରିଲେ ଏହି ଦୁଇ ୟୁଟ୍ୟୁବର, ଭାଙ୍ଗିଲେ ଗିନିଜ୍‌ ରେକର୍ଡ, ଭିଡିଓ ଦେଖିଲେ…

ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ କଠିନ ପରିଶ୍ରମ, ଦୃଢ଼ ମନୋବଳ ଏବଂ ଦୀର୍ଘ ଅଭ୍ୟାସ ଦରକାର। ସେତେବେଳେ ଜଣେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିପାରିବ। ସବୁକିଛି ଭୁଲି ଜଣେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ବୟସ…

ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଲେ ସ୍ବତନ୍ତ୍ର ଦେବ ସିଂ

ଲକ୍ଷ୍ନୌ,୧୦।୮: ଉତ୍ତରପ୍ରଦେଶ ଭାଜପାର ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ବୁଧବାର ବିଧାନ ପରିଷଦର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସ୍ବତନ୍ତ୍ର ଦେବଙ୍କ ଇସ୍ତଫା ପରେ ବିଧାନ ପରିଷଦର ଜଣେ ନୂତନ ନେତାଙ୍କୁ ନିର୍ବାଚିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ…

ଗୋଟିଏ ଅଣ୍ଡାର ଦାମ୍‌ ଜାଣିଲେ…

ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍‌ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ ଅଣ୍ଡା ଅନ୍ତର୍ଭୁକ୍ତ। ଯାହା ପ୍ରୋଟିନର ଉତ୍କୃଷ୍ଟ ଉତ୍ସ। ସାଧାରଣତଃ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ…

‘କ୍ରିକେଟ୍‌ରେ ଫେଲ୍‌, ରାଜନୀତିରେ ପାସ୍‌’

ପାଟନା,୧୦।୮:ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେଜସ୍ବୀଙ୍କ ଚତୁର ରାଜନୀତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଏକଦା ଜଣେ କ୍ରିକେଟର୍‌…

ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବେ ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୦।୮: ବିମାନ ଉଡ଼ାଣର ୨୪ ଘଣ୍ଟା ପୂର୍ବରୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ସବିଶେଷ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବା ଲାଗି କେନ୍ଦ୍ର ସରକାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କୁ ଦେଶ ବାହାରକୁ ଯିବାରୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। କେନ୍ଦ୍ରୀୟ…

ନୀତୀଶଙ୍କ ନେତୃତ୍ୱରେ ବିହାରକୁ ଆଗେଇ ନେବୁ, କହିଲେ ତେଜସ୍ବୀ…

ପାଟନା, ୧୦।୮ : ବିହାରର ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡ଼ି ନେତା ତେଜସ୍ବୀ ଯାଦବ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଆମେ ବିହାରକୁ ଆଗେଇ ନେବୁ। ଆମେ…

୨୦୧୪ରେ ଆସିଥିବା ଲୋକେ ୨୦୨୪ରେ ରହିବେ କି, ମୋଦିଙ୍କୁ ନୀତୀଶଙ୍କ ପ୍ରଶ୍ନ…

ପାଟନା, ୧୦।୮ : ଜେଡ଼ିୟୁ ନେତା ନୀତୀଶ କୁମାର ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କ ନାମ ନ ନେଇ ନୀତୀଶ ପ୍ରଶ୍ନ…

ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ

ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ ଗାଁ ସମେତ ଛତିଶଗଡ ରାଜ୍ୟକୁ ଯାତାୟାତ ବିଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ନାହଁି ନ…

ୟୁକ୍ରେନ୍‌ର ନିପ୍ରୋପ୍ରେଟିକ୍ସରେ ରୁଷିଆର ବୋମା ମାଡ଼, ୧୩ ନାଗରିକ ମୃତ…

କ୍ୱିଭ୍‌, ୧୦।୮ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ପାଇଁ ଶହେ କୋଟି ଡଲାର ସହାୟତା ଘୋଷଣା କରିବା ପରେ ରୁଷିଆ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ରୁଷିଆ ୟୁକ୍ରେନ୍‌ର ନିପ୍ରୋପ୍ରେଟିକ୍ସରେ ବୋମା ମାଡ଼ କରିଛି। ମଧ୍ୟ ୟୁକ୍ରେନ୍‌ରେ…

ମୋଦିଙ୍କ ‘ପାକିସ୍ତାନୀ ଭଉଣୀ’; ଦୀର୍ଘ ୨୮ ବର୍ଷ ହେଲାଣି ବାନ୍ଧୁଛନ୍ତି…

ସାଧାରଣତଃ ଭାରତ ଏବଂ ପାକିସ୍ତାନକୁ ପରସ୍ପରର ଶତ୍ରୁ ବୋଲି ବିବେଚନା କରାଯାଏ। ହେଲେ ଏହି ଦୁଇ ଦେଶର ଲୋକଙ୍କ ମଧ୍ୟରେ କିଛି ଏଭଳି ସମ୍ପର୍କ ରହିଛି, ଯାହା ଭିନ୍ନ କାହାଣୀ କହିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଣେ ପାକିସ୍ତାନୀ ମହିଳାଙ୍କ…

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହୃଦ୍‌ଘାତ: ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୮: ବେଶ୍‌ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଠାତ୍‌ ବୁଧବାର ରାଜୁଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଫଳରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri