Posted inଜାତୀୟ

ଚଳିତ ବର୍ଷ ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୮।୯ : ଚଳିତ ୨୦୨୨ରେ ଆମେରିକା ୮୨ ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଭିଜା ପ୍ରଦାନ କରିଛି। ଏହା ପୂର୍ବର ବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି। ସେହିପରି ଅନ୍ୟ ଦେଶ ଅପେକ୍ଷା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଆମେରିକା ଅଧିକ ଭିଜା ପ୍ରଦାନ କରିଛି। ନୂଆଦିଲ୍ଲୀରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ଭାରତରେ ଥିବା ଆମେରିକା ଦୂତାବାସ କୂଟନୈତିକ ପାଟ୍ରିସିଆ ଲାସିନା କହିଛନ୍ତି ଯେ, ଚେନ୍ନାଇ, ହାଇଦ୍ରାବାଦ୍‌,କୋଲକାତା ଏବଂ ମୁମ୍ବାଇରେ ଥିବା ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଚଳିତ ବର୍ଷ ମେରୁ ଅଗଷ୍ଟ ମଧ୍ୟରେ ବହୁ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଉଚ୍ଚ ଶିକ୍ଷା ପାଇଁ ଭିଜା ପ୍ରଦାନ କରାଯାଇଛି।

କରୋନା ମହାମାରୀ ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକା ଯିବା ପାଇଁ ଆଗ୍ରହ ବୃଦ୍ଧି ପାଇଥିବା ଲାସିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

୪ ମାସ ପରେ ଜେଲ୍‌ରୁ ବାହାରିଲେ ଆଶିଷ…

ଲଖିମପୁର, ୧୫।୨ : ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍‌ ମିଳିଛି। ୪ ମାସ ପରେ ସେ ଲଖିମପୁର ଜେଲ୍‌ରୁ...

ଇନ୍ଦିରା ଅନୁଚ୍ଛେଦ ୩୫୬ର ୫୦ ଥର ଦୁରୁପଯୋଗ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ୫୦ ଥର ରାଜ୍ୟ ସରକାରଗୁଡ଼ିକୁ ଭାଙ୍ଗିଥିଲେ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଲଖିମପୁର ଖେରି ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ,୧୧।୧୨: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ସାକ୍ଷୀ ପ୍ରବଜୋତ୍‌ ସିଂ ଏବଂ ତାଙ୍କ ସାନଭାଇ ସରଓ୍ବଜିତ୍‌ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଫଳରେ...

ଆସିଲା ମୋଦିଙ୍କର ଆଉ ଏକ ଯୋଗ ଭିଡିଓ

ନୂଆଦିଲ୍ଲୀ,୧୭।୬: ଅନ୍ତର୍ଜାତୀୟ ଯୋଗ ଦିବସ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସୋମବାର ପ୍ରଧାନମନ୍ତ୍ରୀଙ୍କ ଟୁଇଟରରେ ଏହି...

ରାଜସ୍ଥାନରେ ଅଚଳାବସ୍ଥା ଜାରି

ଜୟପୁର,୨୭ା୭(ପି.ଟି.): ରାଜସ୍ଥାନରେ ସରକାର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳଙ୍କ ପାଖକୁ ଦ୍ୱିତୀୟ ପ୍ରସ୍ତାବ ପଠାଇଛନ୍ତି।...

ଦିଲ୍ଲୀ ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପୋଷ୍ଟାଲ ବାଲଟରେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ସୋମବାର ନିର୍ବାଚନ କମିଶନ ସୁନୀଲ ଅରୋରା ଖବରଦାତା ସମ୍ମିଳନୀ କରି ଆସନ୍ତା ବିଧାନସଭା ନିର୍ବାଚନ ଓ...

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର...

Advertisement
Archives

Model This Week