Home

ଡାକ କର୍ମଚାରୀଙ୍କ ଧର୍ମଘଟ

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ସର୍ବଭାରତୀୟ ଡାକ ୟୁନିଅନର ଡାକରାରେ କେନ୍ଦୁଝରଗଡ଼ ମୁଖ୍ୟାଳୟ ଡାକ କର୍ମଚାରୀ ୨୦ ଦଫା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୧୬୦ ବର୍ଷର ସର୍ବ ପୁରାତନ ଡାକ ବିଭାଗକୁ ଘରୋଇକରଣ ଉଦ୍ୟମକୁ ନିନ୍ଦା କରିବା ସହ ଗ୍ରାମୀଣ ଡାକ ସେବକଙ୍କୁ ସରକାରୀ…

‘ନୀତୀଶ କୁମାରଙ୍କୁ ଧୋକା ଦେଇଛି ଭାଜପା’

ପାଟନା,୧୦।୮: ବିହାରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଭାଜପାକୁ କଡ଼ ଟାର୍ଗେଟ୍‌ କରିଛନ୍ତି। ଭାଜପା ନୀତୀଶ କୁମାରଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନୀତୀଶ କୁମାର ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ…

ବିଦେଶୀ ପ୍ରେମିକାଙ୍କୁ ଦୁଇଥର ବିବାହ କରିବେ ‘ମସ୍ତରାମ’ ଅଭିନେତା, କିଛି ଏଭଳି…

ବମ୍ବେ: ଓ୍ବେବ୍‌ ସିରିଜ ‘ମସ୍ତରାମ୍‌’ର ଅଭିନେତା ଅଂଶୁମାନ ଝା ତାଙ୍କ ବିଦେଶୀ ପ୍ରେମିକା ସିଆର୍‌ ଓ୍ବିଣ୍ଟର୍ସଙ୍କୁ ବିବାହ କରିବେ। ଚଳିତ ବର୍ଷ ଅକ୍ଟୋବର ୨୯ରେ ଆମେରିକାରେ ପ୍ରଥମେ ତାଙ୍କ ବିବାହ ଅନୁଷ୍ଠିତ ହେବ। ପରେ ମାର୍ଚ୍ଚ ୨୦୨୩ରେ ସେମାନେ ଭାରତୀୟ ପରମ୍ପରାନୁଯାୟୀ…

କାହିଁକି ଟିମ୍‌ରେ ହେଉଛି ଏତେ ପରିବର୍ତ୍ତନ? ରୋହିତ ଦେଲେ ବଡ଼ ବୟାନ..

ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ ଟିମ୍‌ ଏବେ ଜବରଦସ୍ତ ଫର୍ମରେ ଅଛି। ନିକଟରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ବିଜେତା ହୋଇଥିଲା। ଏହାପୂର୍ବରୁ ଇଂଲଣ୍ଡ ଗସ୍ତରେ ମଧ୍ୟ ଦିନିକିଆ ଏବଂ ଟି୨୦ ମୁକାବିଲାରେ ଜିତିଥିଲା। ଏବେ ଟିମ୍‌ ଇଣ୍ଡିଆର ନଜର…

ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ ରାଖୀ ପୂର୍ବରୁ ଉପହାର ଦେଇଛନ୍ତି ଭାଇ ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର। ଅର୍ଜୁନ ଭଉଣୀଙ୍କୁ…

ସୁନୀଲ ବଂଶଲ ରାଜ୍ୟ ଭାଜପା ପ୍ରଭାରୀ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ଭାଜପା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁନୀଲ ବଂଶଲଙ୍କୁ ରାଜ୍ୟ ଭାଜପା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁନୀଲଙ୍କୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ ଏବଂ…

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୧୩୪ ଘର

କୋରାପୁଟ,୧୦ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତ ୩ ଦିନରେ ଜିଲାରେ ମୋଟ୍‌ ୧୩୪ଟି ଘର ଭାଙ୍ଗି ଯାଇଥିବା ବୁଧବାର ଜିଲା ଜରୁରୀ ଅଧିକାରୀ ଜ୍ଞାନଜ୍ୟୋତି ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ସୋମବାର ଜିଲାରେ ୧୮ଟି ଘର…

ସୁପ୍ରିମକୋର୍ଟରୁ ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି: ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତରିତ

ନୂଆଦିଲ୍ଲୀ,୧୦।୮: ନିଲମ୍ବିତ ଭାଜପା ନେତା ନୂପୁର ଶର୍ମାଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ସୂଚନାଯୋଗ୍ୟ, ନୂପୁର ଦୀର୍ଘ ଦିନ ଧରି ଦାବି…

ନୀତୀଶ କୁମାରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା ଜେଡିୟୁ: ସୁଶୀଲ ମୋଦି

ପାଟନା,୧୦।୮: ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ ମୁଖ୍ୟମନ୍ତ୍ରୀ…

ରୁଷିଆ ସହ ବାଣିଜ୍ୟ ବୃଦ୍ଧି କଲା ଚାଇନା

ବେଜିଂ,୧୦ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ବିରୋଧ କରି ରୁଷିଆ ସହିତ ଚାଇନା ବାଣିଜ୍ୟ ବୃଦ୍ଧି କରିଛି। ରୁଷିଆର ଅର୍ଥନୈତିକ ପରିସ୍ଥିତି ଏବଂ ପାଶ୍ଚାତ୍ୟ ଦେଶ ଦ୍ୱାରା ଜାତୀୟ ପ୍ରତିବନ୍ଧକକୁ ନେଇ ଚାଇନା ବ୍ୟବସାୟୀମାନେ ରୁଷିଆକୁ ସାମଗ୍ରୀ ବିକ୍ରୟ କରୁଛନ୍ତି।…

ବାରମ୍ବାର ପିଲାକୁ ଦୃଷ୍ଟି ଲାଗୁଛି କି? ଏସବୁ ଉପାୟରେ ଦୂର କରନ୍ତୁ ଦୋଷ…

କଥାରେ ଅଛି କୁଦୃଷ୍ଟି ପଡ଼ିଲେ କିଛି ବି ଉଧାଏ ନାହିଁ। ମଣିଷର ଘର, ପଦୋନ୍ନତି, ଦୋକାନଠାରୁ ଆରମ୍ଭ କରି ଅନେକ ଜିନିଷ ଉପରେ ଖରାପ ନଜର ପଡ଼ିଥାଏ। ବିଶେଷକରି ଛୋଟ କଅଁଳ ଶିଶୁଙ୍କୁ ଦୃଷ୍ଟି ଲାଗେ ବୋଲି କୁହାଯାଏ। ଏପରି ହେଲେ…

ନୀତୀଶଙ୍କ ଆଶୀର୍ବାଦ ତେଜସ୍ବୀ ଭବଃ

ପାଟନା,୧୦।୮: ଜେଡିୟୁ ନେତା ନୀତୀଶ କୁମାର ବୁଧବାର ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତେଜସ୍ବୀ ଯାଦବ ମଧ୍ୟ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri