Home

ଇଲେକ୍ଟ୍ରିକ୍‌ ପେ ସହ ଜେଏସ୍‌ଡବ୍ଲ୍ୟୁର ଇଭି ଚାର୍ଜିଂ ସହଭାଗିତା

ଭୁବନେଶ୍ୱର,୧୧।୮: ଦେଶର ପ୍ରମୁଖ ଇଭି ଚାର୍ଜିଂ ପ୍ଲାଟ୍‌ଫର୍ମ ଇଲେକ୍ଟ୍ରିକ ପେ ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଏକ ଚାର୍ଜିଂ ସହଭାଗିତା ସ୍ଥାପନ ହୋଇଛି। ଇଲେକ୍‌ଟ୍ରିକ ଯାନ କିଣିବା ନିମନ୍ତେ କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଏବଂ ସେମାନଙ୍କ କାର୍ଯ୍ୟାଳୟ ଓ କାରଖାନା ପରିସରରେ ଚାର୍ଜିଂ…

ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଛାତ୍ରବୃତ୍ତି

ଭୁବନେଶ୍ୱର,୧୧।୮: ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର (ଜେଏସ୍‌ପି) ର ସିଏସ୍‌ଆର ସଂସ୍ଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ତା’ର ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମ ଅଧୀନରେ ଉଭୟ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ…

ସେନ୍‌କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ

ଭୁବନେଶ୍ୱର,୧୧।୮: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା ଓ ପ୍ଲାଟିନମ୍‌ରେ ପ୍ରସ୍ତୁତ ଚେନ୍‌ ପେଣ୍ଡାଣ୍ଟ, ରିଂ, ଇୟର ରିଂ ଓ ନେକ୍‌ପିସ୍‌ ଇତ୍ୟାଦି…

ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।…

ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି।…

ଆକାଶ ବାଇଜୁସ୍‌ର ‘ସମସ୍ତଙ୍କ ପାଇଁ ଶିକ୍ଷା’

ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍‌ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ କୋଚିଂ…

ୟୁପିରେ ୬୦ ବର୍ଷୀୟାଙ୍କ ବସ୍‌ ଯାତ୍ରା ମାଗଣା

ଲକ୍ଷ୍ନୌ, ୧୧ା୮: ଉତ୍ତରପ୍ରଦେଶରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା ସୁବିଧା ମିଳିବ। ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି। ଏଥିସହ ରାଖୀପୂର୍ଣ୍ଣିମା ଅବସରରେ ମହିଳାମାନେ ୪୮ ଘଣ୍ଟା ଅର୍ଥାତ୍‌…

ପାନୀୟ ଉପଯୋଗୀ ନୁହେଁ ବର୍ଷାଜଳ

ଷ୍ଟକ୍‌ହୋମ୍‌, ୧୧ା୮: ବର୍ଷାଜଳକୁ ସିଧାସଳଖ ପାନୀୟ ଭାବେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସୁଇଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏଥିରେ ମାତ୍ରାଧିକ ପର୍‌-ଆଣ୍ଡ୍‌ ପଲିଫ୍ଲୋରୋଆଲ୍‌କାଇଲ ସବ୍‌ଷ୍ଟାନ୍ସେସ୍‌ (ପିଏଫ୍‌ଏଏସ୍‌) ରହିଥାଏ। ଏହି ବିଷାକ୍ତ କେମିକାଲର ବିଘଟନ ବିଳମ୍ବରେ…

ବିରୋଧୀ ଏକତା ଲକ୍ଷ୍ୟ

ପାଟନା,୧୧ା୮: ମହାମେଣ୍ଟ ସମର୍ଥନରେ ପୁନର୍ବାର କ୍ଷମତାସୀନ ହୋଇଥିବା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ବୁଧବାର ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ତାଙ୍କ ସହ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ…

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍‌ନାକୁ ଆସିଛି। ପ୍ରଫେସର ଜଣକ ସୁଇମ୍‌ସୁଟ୍‌ରେ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ଅପ୍‌ଲୋଡ୍‌ କରିବାରୁ…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ଇସଲାମାବାଦ,୧୦ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ବୁଧବାର ଇସଲାମାବାଦ ହାଇକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି। ଏହାପୂର୍ବରୁ ନିର୍ବାଚନ ଆୟୋଗ ଦଳକୁ ସୀମିତ ଉତ୍ସରୁ ପାଣ୍ଠି ଗ୍ରହଣ କରିବା ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟ…

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଦୁଇ ଏସ୍‌ଏସ୍‌ସି ଅଫିସର ଗିରଫ

କୋଲକାତା,୧୦।୮: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ବୁଧବାର ଦୁଇ ସ୍କୁଲ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଫିସରଙ୍କୁ ଗିରଫ କରିଛି। ଏସ୍‌ଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ଶାନ୍ତି ପ୍ରସାଦ ସିହ୍ନା ଏବଂ ଅଶୋକ ଶାହାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri