Home

ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଅଭିନେତ୍ରୀ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫ା୬(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ। ଶଙ୍କର ନାଏକଙ୍କ ଘରେ…

ଟେଷ୍ଟରେ ଷ୍ଟୋକ୍ସଙ୍କ ମହାରେକର୍ଡ, ଏବେ କୋଚ୍‌ଙ୍କୁ ଟପି ଶ୍ରେଷ୍ଠ ହେବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦଳକୁ ଫେରିବା ପରେ ଜବରଦସ୍ତ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ସେ ନିଜ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଛକା ମାରିବାରେ ଶତକ…

ଦ୍ରୌପଦୀଙ୍କୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ…

କ୍ଷୋଭ ପ୍ରକାଶ କଲେ ଏହି କ୍ରିକେଟର: କହିଲେ ‘ଧୋନୀଙ୍କ ଯୋଗୁ କୋହଲି ଆଜି ଶୀର୍ଷରେ, ହେଲେ…’

ଲାହୋର,୨୫।୬: ପାକିସ୍ତାନ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଅହମ୍ମଦ ଶାହାଜାଦ ନିଜ ଦେଶର ବରିଷ୍ଠ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କାରଣରୁ ବିରାଟ କୋହଲି ଆଜି ଶିଖରରେ ପହଞ୍ଚିଛନ୍ତି। ହେଲେ ପାକିସ୍ତାନ…

ପୁଣି ଆଖି ବୁଜିଲା ଆଉ ଏକ ହାତୀ

କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଈହାତୀର ମୃତ୍ୟୁ ଘଟିଛି। ଶୁକ୍ରବାର ୫ ଟିକିଆ ହାତୀ ଦଳ ଉକ୍ତ ଅଞ୍ଚଳରେ ବୁଲୁଥିଲେ। ତେବେ ଆଜି ଗ୍ରାମବାସୀ…

ବିଏମ୍‌ସିର ନୂତନ କୋଠାକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ବିଏମ୍‌ସିର ନୂତନ କୋଠା ଉଦ୍‌ଘାଟନ ହେବ । ପ୍ରାୟ ୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକା ଲୋକଙ୍କ ପାଇଁ ଖୋଲିବ। ତେବେ ସ୍ମାର୍ଟ ସିଟି ମିଶନର ଅନ୍ୟତମ ଏହି ଡ୍ରିମ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୬୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ପ୍ରଥମ ଦରମା ଚେକ୍‌ ମା’ଙ୍କ ପାଦ ତଳେ ରଖିଥିଲେ ଏହି ଅଭିନେତା

ମୁମ୍ବାଇ: ସବୁ ମା’ଙ୍କ ପାଇଁ ପୁଅର ପ୍ରଥମ ରୋଜଗାର ଅତ୍ୟନ୍ତ ସ୍ବତନ୍ତ୍ର। ସେ ସାଧାରଣ ପିଲା ହୁଅନ୍ତୁ କି ଅଭିନେତା। ପିଲାଙ୍କ ପ୍ରଥମ ରୋଜଗାର ମା-ବାପାଙ୍କୁ ବହୁତ ଖୁସି ଦିଏ। ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଥିଲା।…

ୟୁଟ୍ୟୁବ୍‌ ଇଣ୍ଡିଆର ‘ଇସ୍ତଫା ପତ୍ର’ ଭାଇରାଲ, ଲେଖାଯାଇଛି ଏଭଳି…

‘ଗୁଡ୍‌ବାଏ’ କହିବା କଠିନ। ବିଶେଷକରି ଯେତେବେଳେ କେହି ଇସ୍ତଫା ପତ୍ର ଲେଖନ୍ତି ସେତେବେଳେ ଶବ୍ଦ ଖୋଜିବା କଷ୍ଟକର ହୋଇପଡେ। ଏବେ ଏହି ସମସ୍ୟାର ସମାଧାନ ଲାଗି ୟୁଟ୍ୟୁବ୍‌ ଇଣ୍ଡିଆ ଏକ ଉଦାହରଣ ଦେଇଛି। ଏହାର ଅଫିସିଆଲ ଆକାଉଣ୍ଟରୁ ଶେୟାର କରାଯାଇଥିବା ଏକ…

ପରିବାର ସୁରକ୍ଷା ପାଇଁ ରାସ୍ତାରେ ଠିଆ ହୋଇଗଲା ବିଶାଳକାୟ ଗରିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ନିଜ ପରିବାରର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ସେ ମଣିଷ ହେଉ କିମ୍ବା ପଶୁ। ପରିବାରର ସୁରକ୍ଷା ବିଷୟରେ ପ୍ରତ୍ୟେକ ପ୍ରଜାତିର ସମାନ ଭାବନା ଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ…

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେଜରିୱାଲ ଏବେଠାରୁ ପ୍ରସ୍ତୁୂତି ଆରମ୍ଭ କରି ଦେଲେଣି । ଏହି ଅବସରେ ସେ ଜନତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri