ଆଜି ହୀରାକୁଦର ଆଉ ୪ ଗେଟ୍ ଖୋଲିଲା
ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ୩,୯୭, ୪୫୧ କ୍ୟୁସେକ୍…
ଆଜିଠାରୁ ମିଳିବ କୋର୍ବେଭାକ୍ସ କୋଭିଡ୍ ଟିକା
ନୂଆଦିଲ୍ଲୀ, ୧୧ା୮: ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍ ଟିକା ଆଜିଠାରୁ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ। ଘରୋଇ ଏବଂ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏହା ମିଳିବ। କେନ୍ଦ୍ର ସରକାରଙ୍କୁ ୧୦ କୋଟି ଟିକା ଯୋଗାଇ ଦିଆଯାଇଥିବା ଟିକା ଉତ୍ପାଦନକାରୀ…
ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍ ଚାନେଲ
ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ ଷ୍ଟୁଡିଓ ପକ୍ଷରୁ ଗୁରୁବାର ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରେ ଏକ ଖବରଦାତା ସମ୍ମିଳନୀ…
କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଜଣେ ବିହାର ବାସିନ୍ଦା ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
ଜମ୍ମୁ,୧୨ ।୮: ଜମ୍ମ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି । ଘାଟିର ବାନ୍ଦିପୋରା ଜିଲାର ଅଜସ ସ୍ଥିତ ସଦୁନାରା ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ ଗୁରୁବାର ରାତି ପ୍ରାୟ ୧୨ଟା…
୮ ଆଇପିଏସ୍ ଅଫିସରଙ୍କୁ ଇଡି ସମନ
କୋଲକାତା,୧୨।୮(ଆଇଏଏନ୍ଏସ୍):କୋଇଲା ଚୋରା କାରବାର ମାମଲା ସହ ସମ୍ପୃକ୍ତ ପଶ୍ଚିମବଙ୍ଗର ୮ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଫିସରଙ୍କୁ ଜେରା ଲାଗି ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସମନ ଜାରି କରିଛି। ୮ ଆଇପିଏସ୍…
ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଲା
ଭୁବନେଶ୍ୱର(ବ୍ୟୁରୋ)/ଜଟଣୀ, ୧୨ା୮ (ଡି.ଏନ୍.ଏ.): ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍ତାଇ ଓ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍, ଟଙ୍କା ଆଦି…
ମାଗଣା ସୁବିଧାରୁ ଅର୍ଥନୀତି ଦୁର୍ବଳ
ନୂଆଦିଲ୍ଲୀ,୧୨।୮:ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ମାଗଣା ସୁବିଧାର ପ୍ରତିଶ୍ରୁତି ଦେବା ଓ ବଣ୍ଟନ କରିବା ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି…
‘ଏଭଳି ଖାଦ୍ୟ କୁକୁର ଖାଇବନି’
ଲକ୍ଷ୍ନୌ, ୧୨ା୮: ୟୁପି ପୋଲିସ ଲାଇନ ମେସ୍ରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାର ଧାରଣାରେ ବସିଛନ୍ତି। ଏକ ପ୍ଲେଟ୍ରେ ମେସ୍ ପ୍ରସ୍ତୁତ ଖାଦ୍ୟ ଧରି ମନୋଜ ଭିଡିଓ କରିବା ସହ ‘ଏହାକୁ କୁକୁର ବି…
ଫସଲ ଜଳମଗ୍ନ, ଆଜବେଷ୍ଟସ ଗୃହ ନଷ୍ଟ
ବଡ଼ମ୍ବା/ତିଗିରିଆ,୧୨ା୮(ଡି. ଏନ୍.ଏ.): ଲଗାଣ ବର୍ଷା ଯୋଗୁ ବଡ଼ମ୍ବା ଓ ତିଗିରଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ମ୍ବା ବ୍ଲକରେ ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବିଶେଷ କରି ବଡମ୍ବାର ଶଙ୍ଖାମେରୀ ଓ ଗୋପମଥୁରା ପଞ୍ଚାୟତର ବହୁ ଫସଲ ନଷ୍ଟ ହୋଇଯାଇଛି।…
ବରଯାତ୍ରୀ ସାଜି ଆୟକର ଚଢ଼ାଉ
ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି ଟଙ୍କା, ୩୨ କିଲୋଗ୍ରାମ ସୁନା ସମେତ ୩୯୦ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି…
ପିଏନ୍ବି ଦ୍ୱାରା ‘ଫିଲ୍ମ ସମୀକ୍ଷା ଲେଖା ପ୍ରତିଯୋଗିତା’
ଭୁବନେଶ୍ୱର,୧୨।୮:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଏବଂ ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟସନ କମିଟି (ବ୍ୟାଙ୍କ) ଭୁବନେଶ୍ୱରର ସହଯୋଗିତାରେ ଏକ ‘ଫିଲ୍ମ ସମୀକ୍ଷା ଲେଖା ପ୍ରତିଯୋଗିତା’ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଟାଉନ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟସନ୍…
ଜୁଲାଇରେ କୋଇଲା ଉତ୍ପାଦନ ୧୧% ବୃଦ୍ଧି
ନୂଆଦିଲ୍ଲୀ,୧୨।୮:କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧% ଅଧିକ ରହିଛି। ଚଳିତ ବର୍ଷ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧.୩୭% ବୃଦ୍ଧି ସହ ୬ କୋଟି ଟନ ପାରକରିଛି। ଗତ…
Archives


