Posted inଜାତୀୟ

ଜନପଥରେ ରାହୁଲ, ବିପକ୍ଷ ପଥରେ ନୀତୀଶ ଏହି ଯୁଗଳବନ୍ଦୀ ସାମ୍ନାରେ କର୍ତ୍ତବ୍ୟ ପଥରେ ମୋଦି

ନୂଆଦିଲ୍ଲୀ,୧୦ ।୯: ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ନେଇ ଜନପଥରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିପକ୍ଷ ପଥକୁ ନେଇ ଚାଲିବା ଆରମ୍ଭ କରି ସାରିଛନ୍ତି । ନୀତୀଶ କୁମାର ସମେତ ବିରୋଧୀ ଦଳ ନେତାଙ୍କ ଠାରୁ ସବୁଜ ସଙ୍କେତ ପାଇ ସାରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ସେଣ୍ଟ୍ରାଲ ଭିଷ୍ଟାକୁ ଲୋକାର୍ପଣ ଓ ରାଜପଥର ନାମ ପରିବର୍ତ୍ତନ କରି କର୍ତ୍ତବ୍ୟ ପଥ କରି ବିରୋଧୀଙ୍କ ସାମ୍ନାରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ଲମ୍ବା ଲାଇନ ଟାଣି ଦେଇଛନ୍ତି ।
ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କ ଜନପଥ ଓ ନୀତୀଶ କୁମାରଙ୍କ ବିପକ୍ଷ ପଥର ନରେନ୍ଦ୍ର ମୋଦିଙ୍କ କର୍ତ୍ତବ୍ୟ ପଥ ସହ କଡା ରାଜନୈତିକ ଟକ୍କର ଦେଖିବାକୁ ମିଳିବ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥରୁ ବିଦେଶୀ ଦାସତ୍ୱର ଚିହ୍ନ ହଟାଇବାକୁ ନୂଆ ରାଜନୈତିକ ବିମର୍ଷ ଆରମ୍ଭ ହୋଇଯାଇଛି । ଏହାର ଉଦ୍ଦେଶ୍ୟ ଭାଜପାର ରାଷ୍ଟ୍ରବାଦକୁ ନୂଆ ଧାରା ଦେବା ସହ ଏହି ବିଷୟକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧିଙ୍କୁ ପ୍ରଶ୍ନ ଖେରରେ ଠିଆ କରାଇବା ।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଭିଡିଓ ଲିକ୍‌ ଘଟଣା: ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକ ଗିରଫ

ଚଣ୍ଡିଗଡ,୧୮।୯: ମୋହାଲିର ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନେ ଗାଧୋଇବାର ଭିଡିଓ ଲିକ ଘଟଣାରେ ଅଭିଯୁକ୍ତ ଛାତ୍ରୀଙ୍କ ପ୍ରେମିକଙ୍କୁ ଶିମ୍‌ଲାରୁ ଗିରଫ କରାଯାଇଛି। ପୋଲିସ ପ୍ରେମିକଙ୍କୁ ପଚରାଉଚରା...

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ...

କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଟୋଲ୍‌ ଆଦାୟ ବନ୍ଦ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭାରତ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି।...

କଂଗ୍ରେସକୁ ବଡ଼ ଝଟ୍‌କା

ପାଣାଜୀ,୨୭।୯: ଗୋଆରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟ୍‌କା ଲାଗିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଲୁଇଜିନୋ ଫାଲେଇରୋ କଂଗ୍ରେସ...

ଭାରତର ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୫।୮: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀ ବିମଳା ଶର୍ମାଙ୍କ ଶନିବାର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୩...

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି।...

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ...

ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ।...

Advertisement
Archives

Model This Week