Home

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ବିବି ଲାଲଙ୍କ ପରଲୋକ…

ନୂଆଦିଲ୍ଲୀ, ୧୦।୯ : ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ଡ, ବିବି ଲାଲଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସବ୍‌ଜେଲ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋ ଜବତ: ୨ ଗିରଫ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍‌ସିରପ୍‌ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସବ୍‌ଜେଲ୍‌ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋକୁ ପୋଲିସ ଜବତ କରିଛି। ସେହିପରି…

ଏବେ ଏଲଏସିରେ ସଂଘର୍ଷ ଆଶଙ୍କା କମ୍‌, ଆଇଟିବିପି ଯବାନ ମାନ୍ଦାରିନ୍‌ର ୮୦ ଶବ୍ଦ ମାଧ୍ୟମରେ ଦେଉଛନ୍ତିି ଚାଇନା ସୈନ୍ୟଙ୍କ ଜବାବ…

ନୂଆଦିଲ୍ଲୀ, ୧୦।୯ : ଭାରତ-ଚାଇନା ସୀମାରେ ପାଟ୍ରୋଲିଂ ବେଳେ ବର୍ତ୍ତମାନ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଆଶଙ୍କା କମ୍‌ ହେବାରେ ଲାଗିଛି। ୮୦ ମାନ୍ଦାରିନ ଶବ୍ଦ ମାଧ୍ୟମରେ,ଆଇଟିବିପି ଚାଇନା ସୈନ୍ୟକୁ ବହୁତ ଭଲ ଭାବରେ ଜବାବ ଦେଉଛନ୍ତି। ଆଇଟିବିପି…

ବାଂଲାଦେଶରେ ବାୟୁ ପ୍ରଦୂଷଣ

ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର ଅନ୍ୟତମ ପ୍ରଦୂଷିତ ସହର ମଧ୍ୟରୁ ଢାକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୦ (AQI) ରେକର୍ଡ…

‘ଦ୍ରାବିଡ ଜାଣିଛନ୍ତି ଯେ ତାଙ୍କର ହନିମୁନ୍‌ ଅବଧି ଶେଷ ହୋଇଛି’

ନୂଆଦିଲ୍ଲୀ,୧୦।୯: ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟରୁ ଭାରତର ଯାତ୍ରା ଶେଷ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସୁପର-୪ ପର୍ଯ୍ୟାୟରେ ପ୍ରଥମେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏହାକୁ ନେଇ ପୂର୍ବ ଚୟନକର୍ତ୍ତା ସବା କରିମ ଦଳର…

ବିପ୍ଳବ ଦେବ ତ୍ରିପୁରାରୁ ରାଜ୍ୟ ସଭା ପ୍ରାର୍ଥୀ…

ଅଗରତାଲା, ୧୦।୯ : ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତ୍ରିପୁରାରୁ ପ୍ରାର୍ଥୀ ଭାବେ ଭାଜପା ପକ୍ଷରୁ ଘୋଷଣା କରାଯାଇଛି। ମାଣିକ ସାହା ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିପୁରାର ଏହି ରାଜ୍ୟ ସଭା ଆସନ ଖାଲି…

କନ୍ନୁରରେ ବୋମା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୦।୯ : କେରଳର କନ୍ନୁର ଜିଲାରେ ବୋମା ବିସ୍ଫୋରଣ ଘଟିଛି। ରାଷ୍ଟ୍ରୀୟ ସ୍ବଂୟସେବକ ସଂଗଠନର (ଆରଏସଏସ) କର୍ମଚାରୀଙ୍କ ଘର ନିକଟରେ ଏହି ବିସ୍ଫୋରଣ ଘଟିଛି। ମଟ୍ଟୁନୁର ପୋଲିସର ସୂଚନାନୁସାରେ, ଆରଏସଏସ କର୍ମୀ ସୁଧିଶଙ୍କ ଘରୁ ପ୍ରାୟ ୫୦ ମିଟର ଦୂରରେ…

ଭାଜପାକୁ ଘେରିଲେ ମମତା, ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କୁ କାହିଁକି କରାଯାଇନି ଗିରଫ…

କୋଲକାତା, ୧୦।୯ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରରେ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିବାବେଳେ ଏବେ ସେ ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀଙ୍କୁ ଭ୍ୟାପମ ସ୍କାମରେ ଗିରଫ ନକରିବା ଉପରେ ପ୍ରଶ୍ନ…

ବ୍ରିଟେନର ନୂଆ ରାଜା ଚାଲର୍ସ ତୃତୀୟ…

ଲଣ୍ଡନ, ୧୦।୯ : ରାଣୀ ଏଲିଜାବେଥଙ୍କ ପରେ ବ୍ରିଟେନ ଆନୁଷ୍ଠାନିକ ଭାବରେ ଏହାର ନୂତନ ରାଜା ପାଇଛି। ଶନିବାର ସେଣ୍ଟ ଜେମ୍ସ ପ୍ୟାଲେସରେ ଆକ୍ସେସନ କାଉନସିଲର ଏକ ବୈଠକରେ ପ୍ରାଇଭୀ କାଉନସିଲ ଦ୍ୱାରା କିଙ୍ଗ ଚାଲର୍‌ସ ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା…

ଭାରତ ଯୋଡ ନୁହେଁ ଘୃଣା ଯୋଡ ଅଭିଯାନ କରୁଛନ୍ତି ରାହୁଲ: ଭାଜପାର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୦।୯ : ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଗସ୍ତ ସମ୍ପର୍କରେ ଭାଜପା ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିବାରେ ଲାଗିଛି। ଏହି ମର୍ମରେ ଭାଜପା ନେତା ଶାହାଜାଦ…

ନିଜ ବିରୋଧରେ ଫଇସଲା ଆସିଲେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୦।୯ : ସୁପ୍ରିମକୋର୍ଟ ଜଣେ ବିଚାରପତି କିମ୍ବା ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଧାରାକୁ ନିନ୍ଦା କରିଛନ୍ତି। ଫଇସଲା ଆସିବାପରେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ରାଜସ୍ଥାନର ଧୋଲପୁରର ଏକ…

ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବ ପାକିସ୍ତାନ…

ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଚାଇନାର ଧମକ ପରେ ପାକିସ୍ତାନ ସରକାର ଏଭଳି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?