Posted inଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ ବୋଲି ସେ ଗୁରୁବାର କହିଛନ୍ତି। ବିହାରରେ ନୀତୀଶ କୁମାର ଭାଜପାଠାରୁ ଅଲଗା ହେବା ପରେ ଏବେ ବିରୋଧୀଙ୍କୁ ଏକାଠି କରିବାରେ ଲାଗିପଡିଛନ୍ତି। ୨୦୨୪ ଭାଜପାକୁ ହଟାଇବା ଲକ୍ଷ୍ୟରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି।
ବିହାରରେ ଭାଜପା ହାତ ଛାଡିବା ପରେ ନୀତୀଶ ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ପଦ ଆଶାରେ ସେ ଭାଜପା ହାତ ଛାଡିଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ କୌଣସି ଇଚ୍ଛା ନ ଥିବା ନୀତୀଶ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ...

କାହିଁକି ହରିୟାଣା ଗୃହମନ୍ତ୍ରୀଙ୍କ ଟୁଇଟ୍‌କୁ ଡିଲିଟ୍‌ କଲା ଟୁଇଟର

ନୂଆଦିଲ୍ଲୀ, ୧୫।୨ : ଟୁଲକିଟ୍‌ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଉପରେ ସୋମବାର ଟୁଇଟ୍‌ କରିଥିଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ। ଉକ୍ତ ଟୁଇଟ୍‌ରେ...

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି।...

କାଉଡିଆ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଡଭାଇଜରୀ ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଡେରାଡୁନ,୧୬।୭: ଶ୍ରାବଣ ମାସ ଆରମ୍ଭ ହୋଇଛି। ଗତ ୨ବର୍ଷ କରୋନା ଯୋଗୁ କାଉଡିଆ ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ବୋଲବମ୍‌...

ଭାଜପା ଉପରେ ବର୍ଷିଲେ ବାଘେଲା

ଅହମ୍ମଦାବାଦ,୨।୫: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଭାଜପାର ଏକ ଷଡଯନ୍ତ୍ର। ଗୋଧ୍ରା ଦଙ୍ଗା...

ଖୁସି ଖବର: ବିଟା-ଡେଲ୍ଟା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...

ନିର୍ବାଚନ ପ୍ରଚାରର ସୁପର ସନ୍‌ଡେ’

ନୂଆଦିଲ୍ଲୀ,୧୩ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଷ୍ଟାର ପ୍ରଚାରକଙ୍କର ଭିଡ ଦେଖିବାକୁ ମିଳିଲାଣି । ରବିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ...

ସାବରମତୀ ଆଶ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୬।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆରୁ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ...

Advertisement
Archives

Model This Week