Home

ସେନା ବିମାନରେ ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଛନ୍ତି। ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ରାଜପକ୍ସେ ନିଜ ସପରିବାର ସହ…

ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ,୧୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ବିଦେଶ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ହେବାକୁ ଥିବା ବେଳେ ରବିବାର ସେ ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ରାହୁଲଙ୍କ ଗସ୍ତକୁ…

ସାଉଦି ପ୍ରିନ୍ସଙ୍କୁ ପାଗଳ କହିଲେ ପୂର୍ବତନ ଗୋଇନ୍ଦା ମୁଖ୍ୟ

ରିୟାଦ,୧୩ା୭: ସାଉଦି ଆରବର ପୂର୍ବତନ ଗୋଇନ୍ଦା ମୁଖ୍ୟ ସାଦ୍‌ ଆଲଜାବରୀ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସହାନୁଭୂତି ନ ଥିବା ପାଗଳ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସାଉଦି ଆରବ ଗସ୍ତ ପରେ ପ୍ରିନ୍ସଙ୍କୁ ଏଭଳି ସମାଲୋଚନା…

ଓଜନ କମାଅ

ପାଟନା,୧୩ା୭: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ଓଜନ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ମୋଦି ବିହାର ଆସେମ୍ବ୍ଲିରେ ଶତାବ୍ଦୀ ସ୍ମୃତିସ୍ତମ୍ଭ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଜସ୍ବୀ ମଧ୍ୟ ସେଠାରେ ଉପସ୍ଥିତ…

ଭୋଟ ଦେବେ ୪୪% ଅଭିଯୁକ୍ତ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ, ୧୩ା୭: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟର ୪୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମୋଟ ୧୦,୭୪,୩୬୪ ଭୋଟର ୪୪%…

ଗୋଟାବାୟା, ବାସିଲଙ୍କୁ ଏୟାରପୋର୍ଟରେ ଅଟକାଇଲେ

କଲମ୍ବୋ,୧୩ା୭: ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଲଙ୍କାର ୭୩ ବର୍ଷୀୟ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଙ୍ଗଳବାର ଦୁବାଇକୁ ପଳାୟନ ଉଦ୍ୟମ କରିଥିଲେ। କିନ୍ତୁ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପ୍ରବାସନ ଅଧିକାରୀମାନେ ପାସ୍‌ପୋର୍ଟରେ ଷ୍ଟାମ୍ପ୍‌ ଲଗାଇବା ପାଇଁ…

ଆଇଏମ୍‌ଏଫ୍‌କୁ କଟାକ୍ଷ

କଲମ୍ବୋ,୧୩ା୭: ଶ୍ରୀଲଙ୍କାର ରାଜନୈତିକ ସଙ୍କଟ କଲମ୍ବୋକୁ ଆର୍ଥିକ ଦୁର୍ଗତିରୁ ସହଜରେ ମୁକୁଳିବାକୁ ଦେଇ ନ ପାରେ। ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହ ଆଲୋଚନା ଜାରି ରଖିଛନ୍ତି।…

ଦୌଡ଼ରେ ପ୍ରଧାନମନ୍ତ୍ରୀ, ବିରୋଧୀ ନେତା

କଲମ୍ବୋ,୧୩ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ନିଜ ଇସ୍ତଫାପତ୍ରରେ ସ୍ବାକ୍ଷର କରି ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ ଅଧିକାରୀ ଉକ୍ତ ଇସ୍ତଫାପତ୍ରକୁ ବୁଧବାର ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କୁ ପ୍ରଦାନ କରିବେ। ବାଚସ୍ପତି ରାଷ୍ଟ୍ରପତିଙ୍କ…

ଶ୍ରୀଲଙ୍କା ପରେ କାହା ପାଳି

କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍‌ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ତତ୍କାଳ ପରିଣାମ ଚାହୁଁଥିବା ବିକ୍ଷୋଭକାରୀ ଜୁଲାଇ ୯ରୁ ଦୁଇ ଶତାବ୍ଦୀ ପୁରୁଣା…

ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ବାହୁଡ଼ି ଗଲେ ମହାପ୍ରଭୁ

ପୁରୀ ଅଫିସ,୧୨।୭: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାଧୂପ ଶେଷ ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନଙ୍କୁ ଏବଂ ପରେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ…

ଜିନପିଙ୍ଗଙ୍କ ସହିତ ଚାଇନାର ଲୋକପ୍ରିୟତା ହ୍ରାସ ପାଉଛି, ରିପୋର୍ଟ…

ଓ୍ବାଶିଂଟନ/ବେଜିଂ, ୧୨।୭ : ପୃଥିବୀରେ ଚାଇନାର ଲୋକପ୍ରିୟତା କମିବାରେ ଲାଗିଛି। ସେହିପରି ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଲୋକପ୍ରିୟତାରେ ମଧ୍ୟ ହ୍ରାସ ଘଟୁଛି। ଏସମ୍ପର୍କିତ ଏକ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଆମେରିକାର ଏକ ଗବେଷଣା କମ୍ପାନୀ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହା…

‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛନ୍ତି। ସେ ଦୀର୍ଘଦିନରୁ ବଡ଼ ସ୍କୋର କରିପାରୁ ନ ଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri