ଜୁଲାଇ ୧୬ରେ ଭାଜପା ଏମ୍ପିଙ୍କ ରାତ୍ରିଭୋଜନ…
ନୂଆଦିଲ୍ଲୀ, ୧୩।୭ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଭାଜପା ବର୍ତ୍ତମାନ ଶେଷ ରାଉଣ୍ଡ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସମସ୍ତ ଭାଜପା ଏମ୍ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…
ହିଜାବ ଶୁଣାଣି କରିବେ ଶୀର୍ଷକୋର୍ଟ…
ନୂଆଦିଲ୍ଲୀ, ୧୩।୭ : ଆସନ୍ତା ସପ୍ତାହରେ କର୍ନାଟକ ହିଜାବ ନିଷେଧ ମାମଲାର ଶୂଣାଣି ସୁପ୍ରିମକୋର୍ଟ କରିବେ। ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ଉପଯୁକ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହେବ। ପ୍ରକୃତରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ…
ପିଟ୍କେର୍ନରେ ଭୂକମ୍ପ
ପିଟ୍କେର୍ନ,୧୩ା୭: ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍ ସିମୋଲୋଜି ସୂଚନା ଦେଇଛି। ଭୂକମ୍ପରେ ଏଯାଏ କୌଣସି ଧନଜୀବନ ହାନି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି…
ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି
କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରାନିଲଙ୍କୁ ନିଯୁକ୍ତି ଦିଆଯିବା ପରେ ଶ୍ରୀଲଙ୍କାରେ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…
ଟାର୍ଗେଟ ବୁଲ୍ଡୋଜର ମାମଲା, ସୁପ୍ରିମ୍କୋର୍ଟରେ ଜବାବ ଦାଖଲ କଲେ ଉତ୍ତରପ୍ରଦେଶ ସରକାର…
ନୂଆଦିଲ୍ଲୀ, ୧୩।୭ : ଉତ୍ତରପ୍ରଦେଶରେ ହୋଇଥିବା ବୁଲ୍ଡୋଜର ମାମଲାରେ ସୁପ୍ରିମ୍କୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ କରିବାକୁ ତାରିଖ ସ୍ଥିର କରିଛନ୍ତି। ଜମିୟତ୍-ଉଲେମା-ଇ-ହିନ୍ଦ୍ ପକ୍ଷରୁ ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…
ଜୁଲାଇ ୧୫ରେ ଅଗ୍ନିପଥ ଯୋଜନାର ଶୁଣାଣି…
ନୂଆଦିଲ୍ଲୀ, ୧୩।୭ : ସେନାରେ ନିଯୁକ୍ତି ପାଇଁ ନୂତନ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ସ୍ଥିର କରିଛନ୍ତି। ଜୁଲାଇ ୧୫ ଏହି ଆବେଦନଗୁଡ଼ିକର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଜଷ୍ଟିସ ଡିଓ୍ବାଇ…
କାଶୀ ବିଶ୍ୱନାଥଙ୍କ ଦର୍ଶନ-ପୂଜନ ଏବେ ମହଙ୍ଗା…
ବାରାଣସୀ, ୧୩।୭ : ଶ୍ରାବଣରେ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ-ପୂଜା ମହଙ୍ଗା ହୋଇଛି। ସୋମବାରମଙ୍ଗଳ ଆରତୀଙ୍କ ଫି ୧୫୦୦ ରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଶ୍ୱନାଥ ମନ୍ଦିର ପ୍ରଶାସନ ଆରତୀ ଏବଂ ଦର୍ଶନ-ପୂଜା ପାଇଁ ଦେୟ ହାରର ଏକ…
ତହସିଲଦାରଙ୍କ ବଦଳି ଦାବିରେ ରାଜନୀତି ସରଗରମ
ଗଞ୍ଜାମ,୧୩।୭(ଡି.ଏନ୍.ଏ.): ଗଞ୍ଜାମ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ସହରରେ ରାଜନୀତି ଜୋର ଧରିଛି। ତହସିଲଦାର ହଟାଓ ଏବେ ଭିନ୍ନ ମୋଡ଼ରେ ଥିବା ପରିଲିକ୍ଷିତ ହେଉଛି। ସହରର ଗୋଟିଏ ପକ୍ଷ ତହସିଲଦାରଙ୍କ କାର୍ଯ୍ୟକଳାପ ଭଲ ନୁହେଁ କହି ବଜ଼ାର…
ରାଷ୍ଟ୍ରପତିଙ୍କ ପଳାୟନ ପରେ ପୁଣି ବିଗିଡ଼ିଲା ଶ୍ରୀଲଙ୍କା ପରିସ୍ଥିତି: ସଂସଦରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ
କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ପରିସ୍ଥିତି ଗଭୀର ହେବାରେ ଲାଗିଛି। ଇତିମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ସପରିବାର ସହ ଦେଶ ଛାଡିଛନ୍ତି। ଏହାକୁ ନେଇ ବୁଧବାର ସକାଳେ ଦେଶରେ ହିଂସା ପୁଣି ଥରେ…
ମିଶନ ତେଲେଙ୍ଗାନା, ପଲ୍ଲେ ଗୋସା-ଭାଜପା ଭରସା ଅଭିଯାନ ଜୁଲାଇ ୨୧ରେ …
ହାଇଦ୍ରାବାଦ, ୧୩।୭ : ଭାଜପା ପକ୍ଷରୁ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ୨୦୨୩ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଭାଜପା ଏକ ରୋଡମ୍ୟାପ ପ୍ରସ୍ତୁତ କରିଥିବା ଜଣାଯାଇଛି।…
ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର
ଓ୍ବାଶିଂଟନ,୧୩।୭: ଟେସଲା ସିଇଓ ଏଲନ୍ ମସ୍କ ଏବେ ବିବାଦ ଘେରରେ ରହିଛନ୍ତି। ଦିନକୁ ଦିନ ତାଙ୍କ ବିରୋଧରେ ସମସ୍ୟା ବଢ଼ିବାରେ ଲାଗିଛି। ୪୪ ଅରବ ଡଲାରର ଟୁଇଟର ଡିଲ୍ ରଦ୍ଦ କରିବା ପରେ ଏବେ ଏଲୋନ ମସ୍କଙ୍କ ବିରୋଧରେ ମାମଲା ରୁଜୁ…
ଗୁଲାମ ନବୀ ନେବେ ସ୍ବାଧୀନ ନିଷ୍ପତ୍ତି, କଂଗ୍ରେସ ପକ୍ଷରୁ ଗୁରୁଦାୟିତ୍ୱ ପ୍ରଦାନ ଯୋଜନା…
ନୂଆଦିଲ୍ଲୀ, ୧୩।୭ : କଂଗ୍ରେସ ପକ୍ଷରୁ ପୁଣି ଥରେ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ନେତା ଗୁଲାମ ନବୀ ଆଜାଦଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଣିବାର ଯୋଜନା କରାଯାଉଛି। ଗତ ସପ୍ତାହରେ ଜମ୍ମୁ -କଶ୍ମୀର ରାଜ୍ୟ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର ତାଙ୍କ…
Archives


