Posted inଫୁରସତ

ଏମିତି ମନ୍ଦିର, ଯାହା ଦେଖିବାକୁ ସାପ ପରି…

ଦୁନିଆରେ ଶହ ଶହ କୋଠା ଅଛି। ଯେଉଁଥିରେ ଇଞ୍ଜିନିୟରମାନେ ନିଶ୍ଚିତ ଭାବରେ ବହୁତ ମନପ୍ରାଣ ଦେଇ ଅଧିକ ପରିଶ୍ରମ କରିଥିବେ। କିନ୍ତୁ ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରୁ କିଛି ଅଟାଳିକା ଚମତ୍କାର ଡିଜାଇନ ହେତୁ ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି। ଆଧୁନିକ ଯୁଗରେ ଇଞ୍ଜିନିୟରମାନେ ଏପରି ଅନେକ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ଯାହା ନିଆରା ଉଦାହରଣ। ଆଜି ଆମେ ସେମିତି ଏକ ଅଟ୍ଟାଳିକା ବିଷୟରେ କହିବୁ। ଯାହା ଦେଖିଲେ ଆଖି ଲାଖିଯିବ। ସେମିତି  ଅଜବ ଆକୃତିର ଏକ ମନ୍ଦିର ତିଆରି କରାଯାଇଛି। ଯାହା ଦେଖିବାକୁ ଏକ ସାପ ପରି। ସେସିଆଲ ମିଡିଆରେ ଏହି ମନ୍ଦିରର ଫଟୋ ଖୁବ୍‌ ଭାଇରାଲ ହେଉଛି।

ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ। ଏହା ହାଇଦ୍ରାବାଦଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରର ଆକୃତି ଏକ ବିରାଟ ସାପ ପରି। ପ୍ରଭୁଙ୍କ ମୂର୍ତ୍ତି ସାପର ମୁଣ୍ଡରେ ରହିଛି। ଏଥିରେ କାଳିଆ ନାଗ ଉପରେ ଭଗବାନଙ୍କ ଶ୍ରୀକୃଷ୍ଣ ନୃତ୍ୟ ପ୍ରଦର୍ଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ବଖାଣେ ନଦୀ

ପ୍ରାଚୀନ ମଣିଷ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଥିଲା। ଚାଷ ବାସ ପିଇବା ପାଣିର ସୁବିଧା ସହିତ ନଦୀ ବାଟେ ସଭ୍ୟ ସମାଜର ବାଣିଜ୍ୟର ପଥ...

ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି

ମଣିଷ ଏକାଠି ରହିଲେ ବିଭିନ୍ନ ସମସ୍ୟାର ସହଜରେ ସମାଧାନ ହୋଇପାରିଥାଏ। ତେଣୁ କୁହାଯାଏ ଏକତା ହିଁ ସର୍ବଶ୍ରେଷ୍ଠ ଶକ୍ତି। ଏକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ...

୪ ଟଙ୍କା ପାଇଁ ୮ମାସର ଲଢ଼େଇ

ଗ୍ବାଲିୟର: ମାତ୍ର ୪ ଟଙ୍କା ୧୦ ପଇସା ପାଇଁ ଆଠ ମାସର ଆଇନଗତ ଲଢେଇ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ବାସ୍ତବରେ ଏପରି...

ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ...

ପକ୍ଷୀଙ୍କୁ ମାରି ଏଭଳି ଖାଇଲା କଇଁଛ; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ଠେକୁଆ-କଇଁଛ କାହାଣୀ ବିଷୟରେ ସମସ୍ତେ ଜାଣିଥିବେ। କାହାଣୀ ହେଉ ଅବା ବାସ୍ତବତା, ଲୋକେ କଇଁଛକୁ ବହୁତ ନିରୀହ ଜୀବ ବୋଲି କହିଥାନ୍ତି। କିଛି ଲୋକ ପୋଷା...

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ…

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ...

Advertisement
Archives

Model This Week