କୁଟାକାଠି ଯୋଗାଡ କରି ଏମିତି ବସା ନିର୍ମାଣ କଲା ପକ୍ଷୀ: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ବସା ନିର୍ମାଣ କରୁଥିବା ଦେଖାଯାଏ, ଯାହାଫଳରେ ସେମାନେ ନିଜକୁ ଏବଂ…
ଗାଁରେ ପହଞ୍ଚିଲା ମହିଳା ଏସ୍ଆଇଙ୍କ ମୃତଦେହ: ବିଭିନ୍ନ ଦାବିରେ ରାସ୍ତାରୋକୋ କଲେ ଗ୍ରାମବାସୀ
ନିରାକାରପୁର,୨୯ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଥିଲେ। ତେବେ ସୋମବାର ତାଙ୍କ ମୃତଦେହ ନିଜ ଗ୍ରାମ ଖୋର୍ଦ୍ଧା ଜିଲା ନିରାକାରପୁରରେ ପହଞ୍ଚିବା ପରେ ସ୍ଥାନୀୟ କଲେଜ ଛକଠାରେ ମୃତଦେହ ରଖି ରାସ୍ତାରୋକୋ…
ବିଜେଡି ପକ୍ଷରୁ ରକ୍ତଦାନ ଶିବିର
ପୁରୁଷୋତ୍ତମପୁର,୨୯/୮(ଡିଏନ୍ଏ): ଗଞ୍ଜାମ ଜିଲ। ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲ ପରିସରରେ ବିଜୁଜନତାଦଳ ପକ୍ଷରୁ ରବିବାର ରକ୍ତଦାନ ଶିବିର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସଂଯୋଜନାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ସୁଭ୍ରାଶୁଂ…
୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଗୁଆହାଟୀ,୨୯।୮: ଆସାମର ବାରପେଟା ଜିଲାରୁ ସୋମବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ୨ ବ୍ୟକ୍ତି ହେଲେ ଆକବର ଅଲି ଏବଂ ଅବୁଲ କଲାମ ଆଜାଦ। ଉଭୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅଲ କାଏଦା ଭାରତୀୟ ଉପମହାଦେଶ (ଏଆଇକ୍ୟୁଏସ୍) ଏବଂ ଅନସରୁଲ୍ଲା…
ରାସ୍ତା ପାଇଁ ରାସ୍ତାରୋକୋ
ବାରିପଦା ଅଫିସ,୨୯ା୮: ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି ନେଇ ସୋମବାର ସକାଳୁ ରାସ୍ତାରୋକୋ କରିଛନ୍ତି। ଫଳରେ ଜିଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହନଗୁଡ଼ିକ ଦୀର୍ଘ ୩ ଘଣ୍ଟା ଧରି ଅଟକି…
ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ ଅଭିନେତା ଅକ୍କିନେନି ନାଗସ୍ବାରା ରାଓଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ସେ…
ପ୍ରଧାନମନ୍ତ୍ରୀଙ୍କ ଅପିଲ, କ୍ରୀଡା-ଫିଟନେସକୁ ଦୈନନ୍ଦିନ କାର୍ଯ୍ୟରେ ସଭିଏଁ କରନ୍ତୁ ସାମିଲ…
ନୂଆଦିଲ୍ଲୀ, ୨୯।୮ : ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହକିର ଯାଦୁଗର ମେଜର ଧିଆନ ଚାନ୍ଦଙ୍କୁ ସ୍ମରଣ କରିଛନ୍ତି। ସେ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି ଯେ ଜାତୀୟ କ୍ରୀଡା ଦିବସ…
ବର୍ଷେ ପାଇଁ ନଡ୍ଡାଙ୍କ ହାତରେ କ୍ଷମତା ରହିବା ସମ୍ଭାବନା, ପରେ ଡୋର ଧରିପାରନ୍ତି ଧର୍ମେନ୍ଦ୍ର…
ନୂଆଦିଲ୍ଲୀ, ୨୯।୮ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ଗ୍ରହଣ କରିପାରନ୍ତି। ତେବେ ଆନୁଷ୍ଠାନିକ ଭାବେ ଏହା ବିଷୟରେ କିଛି କୁହାଯାଇ ନାହିଁ। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ…
ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା
ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ କେତେକ କ୍ଷେତ୍ରରେ ସରକାରୀ ଉଦାସୀନତା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନର…
ବିବାହର ୨୪ ବର୍ଷ ପରେ କାହିଁକି ସୋହେଲଙ୍କୁ ଛାଡପତ୍ର ଦେଲେ ସୀମା
ବିବାହର ୨୪ ବର୍ଷ ପରେ ସୀମା ସଜଦେହ ତାଙ୍କ ସ୍ବାମୀ ତଥା ଅଭିନେତା ସୋହେଲ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ଯଦିଓ ଉଭୟ ପୂର୍ବରୁ ଏ ବିଷୟରେ ସୂଚନା ଦେଇସାରିଛନ୍ତି, କିନ୍ତୁ ସମ୍ପର୍କ ଭାଙ୍ଗିବାର କାରଣ ଜଣାପଡିନାହିଁ। ଏବେ ସୀମା ଛାଡପତ୍ରକୁ ନେଇ…
୯ ଶିକ୍ଷକ ସିଆର୍ସିସି ପଦ ଛାଡ଼ିବେ
ରସୁଲପୁର,୨୯ା୮(ଡି.ଏନ.ଏ.): କ୍ଲଷ୍ଟର ରିସୋର୍ସ ସେଣ୍ଟର୍ କୋର୍ଡିନେଟର (ସିଆର୍ସିସି) ଭାବେ ୫ ବର୍ଷ କାର୍ଯ୍ୟ କରିଥିବା, ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍ ଶିକ୍ଷକଙ୍କ ତାଲିକା ଦେବାକୁ ଯାଜପୁର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯିବା ପରେ ରସୁଲପୁର…
କଂଗ୍ରେସକୁ ଯିବା ବଦଳରେ କୂଅକୁ ଡେଇଁବା ଭଲ, ବନ୍ଧୁଙ୍କ ପରାମର୍ଶରେ ଗଡ଼କରୀଙ୍କ ଉତ୍ତର…
ନାଗପୁର, ୨୯।୮ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ତାଙ୍କୁ ଜଣେ ବନ୍ଧୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ…
Archives


