ତୁଳସୀ ଚଉଁରା ନିକଟରେ ରଖନ୍ତୁ ନାହିଁ ଲିଭି ଯାଇଥିବା ଦୀପ, ଜାଣନ୍ତୁ…
ତୁଳସୀ ଏକ ପବିତ୍ର ଗଛ। ହିନ୍ଦୁ ଧର୍ମରେ ଏହାର ମାହାତ୍ମ୍ୟ ବେଶ୍ ଉଚ୍ଚରେ ରହିଛି। ସେଥିପାଇଁ ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ଚଉଁରାଟିଏ ଦେଖିବାକୁ ମିଳିଥାଏ। କୁହାଯାଏ, ହଠାତ୍ ତୁଳସୀ ଗଛ ଶୁଖିଗଲେ କିମ୍ବା ଝାଉଁଳିଗଲେ, ଏହାର ଏକ କାରଣ ଅଶୁଦ୍ଧତା…
କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ନୂଆଦିଲ୍ଲୀରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ନୂଆଦିଲ୍ଲୀ,୨୬ ।୬: କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ରେଲୱେ ଏକ ଉପହାର ଦେଇଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଲୱେ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ନୂଆଦିଲ୍ଲୀରୁ ଏହା ରବିବାର ଯାତ୍ରା ଆରମ୍ଭ କରିବ…
ଅନୁପ୍ରବେଶ ପାଇଁ ଜଗି ରହିଛନ୍ତି ୧୫୦ ଆତଙ୍କବାଦୀ
ଶ୍ରୀନଗର,୨୬ ।୬: ନିୟନ୍ତ୍ରଣ ରେଖାର ଆର ପଟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ହୋଇଥିବା ଭିନ୍ନ ଭିନ୍ନ ଲଞ୍ଚିଂ ପ୍ୟାଡରେ ପାଖାପାଖି ୧୫୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଜଗି ରହିଥିବା ଜଣାପଡିଛି । ଏହାସହ ୫୦୦-୭୦୦ ଆତଙ୍କବାଦୀ ୧୧ ପ୍ରଶିକ୍ଷଣ ଶିବରରେ…
ଜର୍ମାନୀ ଗସ୍ତରେ ମୋଦି
ନୂଆଦିଲ୍ଲୀ,୨୬ ।୬: ଜର୍ମାନୀରେ ହେବାକୁ ଯାଉଥିବା ଦୁଇ ଦିବସୀୟ ଜି-୭ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ ସେ ୟୁଏଇ ଗସ୍ତ କରିବେ । ଏହି ଗସ୍ତ…
ଔଷଧ ଯୋଗୁ ଦୂଷିତ ହେଉଛି ବିଶ୍ୱର ଅଧା ନଦୀ
ନୂଆଦିଲ୍ଲୀ,୨୬ ।୬: ବିଶ୍ୱର ପାଖାପାଖି ଅଧାରୁ ଅଧିକ ନଦୀ ଔଷଧ ଯୋଗୁ ପ୍ରଦୂଷିତ ହୋଇଥିବା ଜଣାପଡିଛି । ଏହି ପ୍ରଦୂଷଣ ଏବେ ବିଶ୍ୱକୁ ଡରାଇବାକୁ ଲାଗିଲାଣି । କାରଣ ଏହି ପ୍ରଦୂଷଣ ପରୋକ୍ଷ ଭାବେ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ।…
ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି
ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬ ଓ ୨୭ରେ ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କାନାଡା, ଫ୍ରାନ୍ସ,…
ବନ୍ଧୁକ ନିୟନ୍ତ୍ରଣ ବିଲ୍ରେ ସ୍ବାକ୍ଷର କଲେ ବାଇଡେନ୍
ଓ୍ବାଶିଂଟନ,୨୫।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶନିବାର ଐତିହାସିକ ବନ୍ଧୁକ ନିୟନ୍ତ୍ରଣ ବିଲ୍ରେ ସ୍ବାକ୍ଷର କରିଥିବାରୁ ଏହା ଆଇନରେ ପରିଣତ ହୋଇଛି। ବନ୍ଧୁକ ନିୟନ୍ତ୍ରଣ ଆଇନ ଲାଗୁ ହେଲେ ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ବାଇଡେନ୍ କହିଛନ୍ତି। ବାଇପାର୍ଟିସନ ଗନ୍…
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଅଟକ
କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ଖସାପଦା ଗ୍ରାମରେ ଏକ ହତ୍ୟା ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ଚଇତୁ ଦେହୁରୀ। ଅଟକ ଅଭିଯୁକ୍ତ ହେଉଛନ୍ତି ଆଲୁତୁମା ଗ୍ରାମର ପ୍ରହଲ୍ଲାଦ ଦେହୁରୀ। ପୂର୍ବ…
କାରଣ ଖୋଜୁଛି ପୋଲିସ: ରାଇମୋହନଙ୍କ ଝିଅ, ଜ୍ୱାଇଁ, ପୁତୁରାଙ୍କୁ ପୋଲିସର ପଚରାଉଚରା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ସିନେ ଓ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ, ତିନି ଦଶନ୍ଧିର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପଛରେ କି କାରଣ ରହିଛି ସେ ନେଇ ନାନା କଳ୍ପନା…
ଜୁଲାଇ ପହିଲାରୁ ରାଜ୍ୟରେ ପଲିଥିନ ନିଷେଧ; ଗଣିବେ ୫୦୦୦ ଯାଏ ଜରିମାନା
ଭୁବନେଶ୍ୱର,୨୫ା୬(ବ୍ୟୁରୋ)-ଆସନ୍ତା ଜୁଲାଇ ପହିଲାରୁ ସମଗ୍ର ଦେଶରେ ଥରେ ବ୍ୟବହୃତ (ସିଙ୍ଗଲ୍ ୟୁଜ୍) ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିଷେଧ କରାଯିବ। ରାଜ୍ୟରେ ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ…
ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ
ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭବାନୀ ଶଙ୍କର ମହାନ୍ତ। ବିଦ୍ୟୁତ୍ ଆଘାତରେ ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ…
ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି
ରାଇରଙ୍ଗପୁର,୨୫।୬(ଡି.ଏନ୍.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା ଆରମ୍ଭ ହୋଇଛି। ଅନ୍ଧାରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗାଁ ନେଇ ଖବର ପ୍ରକାଶ ପାଇବା ପରେ…
Archives


