Home

ୟୁପି: ପ୍ରବଳ ବର୍ଷାରେ ୨୨ ମୃତ

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶରେ ଗୁରୁବାର ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଦିଲକୁଶ ଅଞ୍ଚଳରେ ଏକ ନିର୍ମାଣାଧୀନ ପାଚେରି ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ୩ ଶିଶୁଙ୍କ ସମେତ…

୭୪ ବର୍ଷ ପରେ ଭାରତ ଫେରିବ ଚିତା, ଜନ୍ମଦିନରେ ସ୍ୱାଗତ କରିବେ ମୋଦି

ନୂଆଦିଲ୍ଲୀ,୧୭ ।୯: ଭାରତ ସ୍ୱାଧିନତା ପରେ ଯାହାକୁ ହରାଇଥିଲା ତାହା ହେଉଛି ଜଙ୍ଗଲର ଉସେନ ବୋଲ୍ଟ ‘ଚିତା’ । ୧୯୪୮ରେ ଦେଶରେ ଶେଷ ଚିତାକୁ ଦେଖିବାକୁ ମିଳିଥିଲା । ଏହାପରେ ଚିତା ବିଲୁପ୍ତ ହୋଇଯାଇଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

‘ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ’ ମୋଦିଙ୍କ ସହ ସାକ୍ଷାତ୍ ସମୟରେ କହିଲେ ପୁଟିନ

ନୂଆଦିଲ୍ଲୀ/ସମରକନ୍ଦ,୧୭ ।୯: ଉଜବେକିସ୍ତାନର ସମରକନ୍ଦରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ପୁଟିନ କହିଥିଲେ ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ । ହେଲେ ରୁଷିଆ ପରମ୍ପରା ଅନୁଯାୟୀ,…

୭୨ ବର୍ଷରେ ପଦର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଜନ୍ମଦିନ ଅବସରରେ ମୋଦି ୪ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ପ୍ରଥମେ ଶନିବାର ମୋଦି ନାମିବିୟାରୁ ୮ ଚିତାଙ୍କୁ ଭାରତ ଅଣାଯାଉଥିବା ଅବସରରେ ରାଷ୍ଟ୍ରକୁ…

ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍‌କ୍ୟୁରି

କୋଣାର୍କ,୧୬।୯(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ)ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ…

ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ଅରୁଣ ସାମଲ

ଭୁବନେଶ୍ୱର, ୧୬।୯(ବ୍ୟୁରୋ) – ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ପ୍ରଫେସର ଅରୁଣ କୁମାର ସାମଲ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଶୁକ୍ରବାର ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜଧାନୀ କଲେଜର ଶିକ୍ଷା ବିଭାଗର…

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, ଏମ୍‌ପି ଜୟରାମ ରମେଶ। କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ…

ରୁଷିଆ-ତୁର୍କି ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା

ସମରକନ୍ଦ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି। ଏହି ସମୟରେ ମୋଦି ଉଭୟ ନେତାଙ୍କ ସହ ବିଭିନ୍ନ…

‘ଟାଇଗର-୩’କୁ ଟକ୍କର ଦେବ ‘ଡ୍ରିମଗର୍ଲ-୨’: ଅନନ୍ୟାଙ୍କ ସହ ଆୟୁଷ୍ମାନଙ୍କ ଜମିବ ଯୋଡ଼ି

ବମ୍ବେ: ନିର୍ମାଣ ହେବାକୁ ଯାଉଛି ଫିଲ୍ମ ଡ୍ରିମଗର୍ଲ-୨। ଶୁକ୍ରବାର ଏନେଇ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଘୋଷଣା କରିଛନ୍ତି। ୨୦୧୯ରେ ରିଲିଜ ହୋଇଥିବା ଅଭିନେତାଙ୍କ ଫିଲ୍ମ ଡ୍ରିମଗର୍ଲର ଏହା ସିକୁଏଲ। ପ୍ରଥମେ ଟେଲି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ଆୟୁଷ୍ମାନଙ୍କ ନାୟିକା ସାଜିବେ ବୋଲି…

ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୧୬।୯: ଭାରତ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍‌ ଉପସ୍ଥିତିରେ ଏସିଆ କପ୍‌ ୨୦୨୨ ଟାଇଟଲ ଜିତି ଇତିହାସ ରଚିଥିଲା ଶ୍ରୀଲଙ୍କା କ୍ରିକେଟ ଟିମ୍‌। ଏବେ ଦଳର ନଜର ଆଗାମୀ ଟି-୨୦ ବିଶ୍ୱକପ୍‌ ଉପରେ ରହିଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ…

ସଞ୍ଜୁ ସାମ୍‌ସନଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ବିସିସିଆଇ, ନେବେ ଏହି ଟିମ୍‌ର ନେତୃତ୍ୱ

ନୂଆଦିଲ୍ଲୀ,୧୬।୯: ଆଗାମୀ ଟି୨୦ ବିଶ୍ୱକପ୍‌ ଦଳରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏବେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ବୋର୍ଡ ବଡ଼ ପଦକ୍ଷେପ ଉଠାଇଛି। ନ୍ୟୁଜିଲାଣ୍ଡ-ଏ ବିପକ୍ଷ ତିନି…

ଆଜମଙ୍କୁ ଭେଟିଲେ ଏସ୍‌ପି ମୁଖ୍ୟ ଅଖିଳେଶ

ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଆଜମଙ୍କ ହୃଦ୍‌ଘାତ ହେବାରୁ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri