Home

ସ୍ପେନ ଖବରକାଗଜରେ ଭାରତର ଅଭିବୃଦ୍ଧିକୁ ନେଇ ପ୍ରସ୍ତୁତ କାର୍ଟୁନକୁ ନେଇ ବିବାଦ

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଅର୍ଥନୀତିକୁ ନେଇ ସ୍ପେନର ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌କୁ ନେଇ ବିବାଦ ଦେଖାଦେଇଛି। ସ୍ପେନର ସାପ୍ତାହିକ ଖବରକାଗଜ ‘ଲା ଭାନୁଗାର୍ଡିଆ’ର ପ୍ରଥମ ପୃଷ୍ଠାରେ ଭାରତର ଅର୍ଥନୀତିକୁ ସାପୁଆକେଳା ଭାବେ ଦର୍ଶାଯାଇଛି। ଖବରକାଗଜ ପୃଷ୍ଠାରେ ଏକ ସାପୁଆକେଳାର ଟୋକେଇରୁ ଏକ…

ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଲା

କାନବେରା,୧୪ା୧୦: ଟି୨୦ ବିଶ୍ୱକପ ପୂର୍ବରୁ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ। ବେକରେ ଆଘାତ ଲାଗିଥିବାରୁ ଓ୍ବାର୍ନର ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରୁ ବାଦ୍‌ ପଡିଛନ୍ତି। ଏପରିକି ତାଙ୍କର ବିଶ୍ୱକପ୍‌ ଅଂଶଗ୍ରହଣକୁ ନେଇ ଆଶଙ୍କା ଦେଖାଦେଇଛି। ଅକ୍ଟୋବର ୨୨ ତାରିଖରେ…

ଓସିଏ ସଭାପତି ପ୍ରାର୍ଥୀ ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ

ପୁରୀ ଅଫିସ,୧୪ା୧୦: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ସଭାପତି ପ୍ରାର୍ଥୀ ହେବେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ନିର୍ବାଚନ ନେଇ ଶୁକ୍ରବାର ପୁରୀସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ପ୍ରଣବଙ୍କୁ…

୨ ଦିନିଆ ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ)-ଦିଲ୍ଲୀ, ମୁମ୍ବାଇ, ବାଙ୍ଗୋଲୋର ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍‌ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ ତାରିଖରେ ୨ ଦିନିଆ ହାଇଦ୍ରାବାଦ ଗସ୍ତରେ ଯିବେ। ଆସନ୍ତା ନଭେମ୍ବର ୩୦ରେ ଆରମ୍ଭ…

ଜାମିନ ଆବେଦନ କଲେ ଅର୍ଚ୍ଚନା,ଏପରି ଯୁକ୍ତି ବାଢ଼ିଲେ ତାଙ୍କ ଓକିଲ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ସପ୍ତାହରୁ ଅଧିକ ଦିନ ବିତିଛି। ଇତିମଧ୍ୟରେ ଜେଲରେ ଥିବା ଅଭିଯୁକ୍ତା ଅର୍ଚ୍ଚନା ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ତାଙ୍କ ପକ୍ଷରୁ ଓକିଲ ଦେବାଶିଷ…

ମାତାଲ ହେବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ୨ ଶିକ୍ଷକ

ବଲାଙ୍ଗୀର ଅଫିସ , ୧୪।୧୦: ମାତାଲ ହେବା ପଡ଼ିଲା ମହଙ୍ଗା। ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ। ବଲାଙ୍ଗିର ଜିଲ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ସହକାରୀ ଶିକ୍ଷକ ସଂଜିବ ଦୋରା…

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ ତାଙ୍କ…

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ ତାଙ୍କୁ…

ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…

ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ ଆଲୋଚନା କମ୍‌ ହୋଇନାହିଁ। ଏବେ ସିଏସ୍‌କେର ଅଧିନାୟକ ତଥା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ…

ଲାଇଭ ଚାଟ୍‌ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…

ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍‌ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଲେଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ଏହି ବ୍ରତ ରଖିଥିଲେ। ହେଲେ ସ୍ବାମୀ…

ଏସିଆ କପ୍‌ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ !

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍‌କୁ ପଠାଇବ କି ନାହିଁ ତାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି…

ପୁଣି ସମ୍ପର୍କରେ ଫାଟ: ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ

ବମ୍ବେ: ସମ୍ପର୍କ କେବେ ଖଟା ତ କେବେ ମିଠା। କେବେ ଉଭୟ ଏକାଠି ହେଉଛନ୍ତି ତ କେବେ ଅଲଗା ହେବାର ଜିଦ୍‌। ଆମେ କହୁଛୁ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଚାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?