Home

ଜଳିଗଲା ୪୨ମହଲା ବିଲ୍ଡିଂ: ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ,୧୬।୯: ଚାଇନାର ଦକ୍ଷିଣ ପ୍ରାନ୍ତ ହୁନାନର ରାଜଧାନୀ ଚାଙ୍ଗସା ସହରର ଏକ ୪୨ବିଶିଷ୍ଟ ଟେଲିକମ୍‌ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେତେକ ଆହତ ହୋଇଛନ୍ତି ଆଉ କେତେକ ଫସିରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଶୁକ୍ରବାର…

ଅମାନତୁଲ୍ଲାହଙ୍କ ଘରେ ଏସିବି ଚଢ଼ାଉ: ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍‌ ବ୍ୟୁରୋ(ଏସିବି)ର ଟିମ୍‌ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ ଚଢ଼ାଉ କରିଛି। ଅମାନତୁଲ୍ଲାହଙ୍କ ବାସଭବନ ସମେତ ଜାମିଆ, ଓଖଲା ଓ ଗଫୁର ନଗର ଭଳି…

ପ୍ରେମିକଙ୍କୁ ସରପ୍ରାଇଜ୍‌ ଦେବା ଲାଗି ଅନ୍ୟ ଦେଶକୁ ଯାଇଥିଲେ ଏହି ଅଭିନେତ୍ରୀ; ଏମିତି ମିଳିଥିଲା ଝଟ୍‌କା

ବମ୍ବେ: ଟେଲି ପରଦାରୁ ବଡ଼ ପରଦାର ଯାତ୍ରା ସହଜ ନ ଥିଲା, ହେଲେ ଅସମ୍ଭବ ବି ନ ଥିଲା। ଶେଷରେ ନିଜ ସ୍ବପ୍ନରେ ଡେଣା ଲଗାଇ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ପ୍ରାଚୀ ଦେଶାଇ। ଧାରାବାହିକ…

ମୋଦି-ପୁଟିନ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

ସମରକନ୍ଦ,୧୬।୯: ଉଜ୍‌ବେକିସ୍ତାନର ସମରକନ୍ଦ ସହରରେ ସଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ସାକ୍ଷାତକାର କରିଛନ୍ତି।…

‘ଆଗ ବିରାଟ-ରୋହିତଙ୍କୁ ଆଉଟ୍‌ କର, ଅଧା ଭାରତୀୟ ଟିମ୍‌ ସଫା’

ନୂଆଦିଲ୍ଲୀ,୧୬।୯: କେବଳ ଭାରତରେ ନୁହେଁ ବିଶ୍ୱ କ୍ରିକେଟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦୁଇଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଉଭୟ କ୍ରିକେଟର ତିନୋଟି ଫର୍ମାଟରେ ଲଗାତାର ଭାବେ ରନ ସ୍କୋର କରିଛନ୍ତି ଏବଂ ମ୍ୟାଚ ବିଜେତା ହୋଇଛନ୍ତି। ଟି -୨୦…

ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର: ଭାଜପା ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ

ନୂଆଦିଲ୍ଲୀ,୧୬।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଭାଜପାରେ ଯୋଗଦେବେ। ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଅମରିନ୍ଦର ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଏନେଇ ଦଳର ମୁଖପାତ୍ର ପ୍ରୀତପାଲ ସିଂ…

ପଞ୍ଜାବ କିଙ୍ଗ୍ସକୁ ମିଳିଲା ବିଶ୍ୱକପ୍‌ ବିଜେତା କୋଚ୍‌

ନୂଆଦିଲ୍ଲୀ,୧୬।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଟିମ୍‌ ପଞ୍ଜାବ କିଙ୍ଗ୍ସକୁ ମିଳିଛି ନୂତନ ମୁଖ୍ୟ କୋଚ୍‌। ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇଥିବା ଟ୍ରେଭର ବାଇଲିସଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ୫୯ ବର୍ଷୀୟ ବାଇଲିସ୍‌ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି।…

ରାଜଧାନୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ଦେଶରେ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,୧୬।୯: ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ମଙ୍କିପକ୍ସ ଭାଇରସ୍‌ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ମଙ୍କିପକ୍ସ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ…

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ଔଷଧ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି।…

ନିକ୍‌ଙ୍କ ଜନ୍ମଦିନ ଏମିତି ପାଳନ କଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଗାୟକ ନିକ୍‌ ଜୋନାସ ୧୬ ସେପ୍ଟେମ୍ବର ଅର୍ଥାତ୍‌ ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସବୁବେଳେ ମଜା କରୁଥିବା ନିକ୍‌ ତାଙ୍କ ଜନ୍ମଦିନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଜନ୍ମଦିନ…

ଗାଡ଼ିଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଝାରସୁଗୁଡ଼ା ଅଫିସ,୧୬ା୯: ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଶୁକ୍ରବାର ଜଣେ ଛାତ୍ରୀ ସାଇକେଲରେ କଲେଜ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସ୍ଥାନୀୟ ଜମିଦାରପଡ଼ାର ଲିଜା…

ଟିମ୍‌ ଇଣ୍ଡିଆ ପାଇଁ କଡ଼ା ପରୀକ୍ଷା

ଅକ୍ଟୋବରରେ ଟି୨୦ ବିଶ୍ୱକପ ଖେଳିବାପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇସାରିଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ତେଣୁ ଏସିଆ କପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri