Home

୨ ପର୍ଯ୍ୟନ୍ତ ବଜ୍ରପାତ, ଝଡ଼ତୋଫାନ ଆଶଙ୍କା

ଭୁବନେଶ୍ୱର, ୨୯।୮(ବ୍ୟୁରୋ)- ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେଉଛି। ୨ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଏହିଭଳି ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ…

ତାଇଓ୍ବାନ୍‌ ପ୍ରଣାଳୀରେ ଆମେରିକା ଯୁଦ୍ଧଜାହାଜ

ତାଇପେଇ/ବେଜିଂ/ଓ୍ବାଶିଂଟନ,୨୯ା୮: ଆମେରିକାର ଦୁଇଟି ଯୁଦ୍ଧଜାହାଜ ରବିବାର ତାଇଓ୍ବାନ୍‌ ପ୍ରଣାଳୀରେ ପ୍ରବେଶ କରିଛି। ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ତାଇଓ୍ବାନ୍‌-ଚାଇନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଦୁଇଦେଶ ମଝିରେ ଥିବା ବିସ୍ତୃତ ଜଳରାଶିକୁ କୌଣସି ଆମେରିକୀୟ ଯୁଦ୍ଧଜାହାଜ…

ପ୍ରୋଟିନ୍‌ଯୁକ୍ତ ଚାଉଳ ଯୋଗାଇବେ ସରକାର

ଭୁବନେଶ୍ୱର,୨୯ା୮(ବ୍ୟୁରୋ):ରାଜ୍ୟ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌), ମଧ୍ୟାହ୍ନଭୋଜନ (ଏମ୍‌ଡିଏମ୍‌) ଏବଂ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ପିଡିଏସ୍‌)ରେ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ପ୍ରଥମେ ରାଜ୍ୟରେ ଆଇସିଡିଏସ୍‌ ଏବଂ ଏମ୍‌ଡିଏମ୍‌ ବ୍ୟବସ୍ଥାରେ ଏହା ଲାଗୁ ହେବ। ଏହାପରେ…

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୯।୮ (ପି.ଟି.) : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଗାମୀ ଅକ୍ଟୋବର ୧୭ରେ କରିବା ପାଇଁ ରବିବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଦୁଇଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଲାଗି…

ବାର୍ଷିକ ବିପର୍ଯ୍ୟୟ ରିଲିଫ୍‌ ୧୧ ଶହ କୋଟି

ନୂଆଦିଲ୍ଲୀ,୨୯ା୮(ଆଇଏଏନ୍‌ଏସ୍‌) ଓଡ଼ିଶା ପ୍ରତି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୟ ସବୁବେଳେ ରହିଆସିଛି। ରାଜ୍ୟବାସୀ ପ୍ରତିବର୍ଷ ଏକାଧିକ ବିପର୍ଯ୍ୟୟକୁ ସାମ୍ନା କରିଆସୁଥିବାବେଳେ ଓଡ଼ିଶା ସରକାର ବିପନ୍ନଙ୍କୁ ରିଲିଫ୍‌ ବଣ୍ଟନ ବାବଦକୁ ବାର୍ଷିକ ହାରାହାରି ପ୍ରାୟ ୧,୧୦୦ କୋଟି ଟଙ୍କା…

ପାକିସ୍ତାନକୁ ୫ ଉଇକେଟରେ ହରାଇଲା ଟିମ୍‌ ଇଣ୍ଡିଆ

ଦୁବାଇ,୨୮ା୮: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଏସିଆ କପର ଭାରତ-ପାକିସ୍ତାନ ମହାମୁକାବିଲାରେ ୫ ଉଇକେଟରେ ବିଜୟୀ ହୋଇଛି ଭାରତ । ଭାରତ ଏହି ବିଜୟରୁ ଏସିଆ କପ୍‌ ଅଭିଯାନ ଆରମ୍ଭ କରିଛି । ଅନ୍ୟପକ୍ଷେ ଭାରତ ଟି-୨୦ ବିଶ୍ୱ କପ୍‌…

ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ: ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

ଦୁବାଇ,୨୮।୮: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତୀୟ ବେଲରଙ୍କ ପ୍ରଭାବୀ ବୋଲିଂ ଯୋଗୁ ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ…

ପିକ୍‌ନିକ ହେଲା କାଳ: ପାଣିରେ ବୁଡି ଗଲା ୪ ଜୀବନ, ୨ ନିଖୋଜ

ରାୟପୁର,୨୮।୮: ଛତିଶଗଡର କୋରିଆ ଜିଲାରେ ଅବସ୍ଥିତ ରାମଦା ଜଳପ୍ରପାତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିକନିକ ପାଇଁ ଏଠାକୁ ଆସିଥିବା ୭ ଜଣ ଲୋକ ପାଣିରେ ବୁଡ଼ି ଯାଇଛନ୍ତି। ଗାଧୋଇବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ…

ବିନା ମେକ୍‌ଅପ୍‌ରେ ମିସ୍‌ ଇଂଲଣ୍ଡ ଫାଇନାଲିଷ୍ଟ

ପ୍ରତ୍ୟେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଦ୍ୱନ୍ଦ୍ୱୀ ମେକ୍‌ଅପ୍‌ ତଥା ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ମିସ୍‌ ଇଂଲଣ୍ଡ ପ୍ରତିଯୋଗିତାରେ ଜଣେ କଣ୍ଟେଷ୍ଟାଣ୍ଟ ବିନା ମେକ୍‌ଅପ୍‌ରେ ଫାଇନାଲିଷ୍ଟ ହୋଇଛନ୍ତି। ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏ ପ୍ରକାର ଘଟଣା ପ୍ରଥମ ଥର…

ଦୁବାଇର ସବୁଠାରୁ ଦାମୀ ଘର କିଣିଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ

ନୂଆଦିଲ୍ଳୀ,୨୮।୮: ଦୁବାଇର ସବୁଠାରୁ ଦାମୀ ଘର କିଣିଛନ୍ତି ରିଲାଏନ୍ସ ଗ୍ରୁପ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ସମୁଦ୍ରକୂଳରେ ଏହି ଘର ରହିଥିବାବେଳେ ଏହାକୁ ୮୦ ମିଲିୟନ୍‌ ଡଲାର ବିନିମୟରେ କିଣାଯାଇଛି। ଦୁବାଇର ପାଲ୍ମ ଜୁମେରାହରେ ଏହି ପ୍ରପର୍ଟି…

ଭୁଶୁଡିଲା ଟୁଇନ ଟାଓ୍ବାର: ସୁପରଟେକ୍‌କୁ ୫୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୮।୮: ଦିଲ୍ଲୀ ଉପକଣ୍ଠ ନୋଏଡ଼ା ସେକ୍ଟର ୯୩-ଏ ସ୍ଥିତ ପ୍ରାୟ ୧୦୦ ମିଟର ଉଚ୍ଚତାବିଶିଷ୍ଟ ସୁପରଟେକ୍‌ ଟୁଇନ ଟାଓ୍ବାର ରବିବାର ମାତ୍ର ୯ ସେକେଣ୍ଡରେ ଧ୍ୱଂସାବଶେଷରେ ପରିଣତ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୩୨ ମହଲାର ଆପେକ୍ସ ଟାଓ୍ବାର ଏବଂ…

ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛରେ ରହୁଥିଲେ ସ୍ବାମୀ, ୩୨ ଦିନ ପରେ…

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ମାଉ ଜିଲାର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଝଗଡା କରି ତାଳ ଗଛ ଉପରେ ରହୁଥିଲେ। ଦୀର୍ଘ ୩୨ ଦିନ ପରେ ରବିବାର ପ୍ରାୟ ୭୫ ଘଣ୍ଟାର ପରିଶ୍ରମ କରି ପୋଲିସ ତାଙ୍କୁ ତଳକୁ ଆଣିଛି। ବ୍ୟକ୍ତିଙ୍କୁ ତଳକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri