Home

ମା’ କୋଳରୁ ଭାସିଯାଇ ଚାଲିଗଲା ଦୁଇ ବର୍ଷ ଶିଶୁର ଜୀବନ

ନୟାଗଡ଼ ଅଫିସ,୫।୯: ନୟାଗଡ ଜିଲା ଓଡଗାଁ ଥାନା ଗୌଡପୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ଦୁଇ ବର୍ଷର ଶିଶୁଙ୍କ ଜୀବନ ଯାଇଛି। ମୃତ ଶିଶୁ ଜଣଙ୍କ ହେଲେ ଶାନ୍ତିଲତା ବାରିକଙ୍କ ଝିଅ…

ଧାର୍ମିକ ନାମ-ପ୍ରତୀକ ବ୍ୟବହାର ନେଇ ସୁପ୍ରିମ୍‌କୋର୍ଟଙ୍କ କଠୋର ଆଭିମୁଖ୍ୟ, ଇସିଙ୍କୁ ନୋଟିସ୍‌…

ନୂଆଦିଲ୍ଲୀ, ୫।୯ : ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରକୃତରେ ଧାର୍ମିକ ନାମ ଏବଂ ପ୍ରତୀକ ବ୍ୟବହାର…

ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …

ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି। ସମ୍ପ୍ରତିି ଆଦିତ୍ୟ ଠାକରେ…

ପରାଜୟର ପ୍ରକୃତ କାରଣ କହିଲେ ରୋହିତ ଶର୍ମା

ଦୁବାଇ,୫।୯: ଏସିଆ କପ ୨୦୨୨ର ସୁପର-୪ ରାଉଣ୍ଡ ମ୍ୟାଚରେ ପାକିସ୍ତାନ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା। ଏହିପରି…

ଆମେରିକାର ଚିନ୍ତା ବଢ଼ାଉଛି ତୁର୍କୀ, ନାଟୋ ସଦସ୍ୟ ହୋଇ ରୁଷିଆକୁ କରୁଛି ସହାୟତା…

ଓ୍ବାଶିଂଟନ, ୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହା ଯୋଗୁ ୟୁରୋପରେ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ବିରୁଦ୍ଧରେ ରୁଷିଆ ୟୁରୋପକୁ ତୈଳ ଓ ଗ୍ୟାସ ଯୋଗାଣକୁ…

ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ ହେବ

ଲୋଇସିଂହା,୫।୯(ଡି.ଏନ.ଏ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତ ୨୦୨୧-୨୨ ଖରିଫ ମରୁଡି କ୍ଷତିପୂରଣ ତାଲିକାରୁ ବାଦ ପଡିଛନ୍ତି। କ୍ଷତିପୂରଣ ଦାବିରେ ଗତ ୨୬ ଜୁଲାଇରେ ଚାଷୀମାନେ ରାସ୍ତାରୋକୋ କରିଥିଲେ। ହେଲେ କୌଣସି ସୁଫଳ ମିଳିଲାନି। ହକ୍‌ ନମିଳିବା ଯାଏ ଆସନ୍ତା ୬…

ବସୁଧା ଯୋଜନା ଫେଲ୍‌

ଦଶମନ୍ତପୁର,୫ା୯ ( ଡି.ଏନ. ଏ.):ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର…

ଶିକ୍ଷାଦାନ ପେସା, ସେବା କରିବା ନିଶା

ସମ୍ବଲପୁର,୫ା୯(ବ୍ୟୁରୋ):ଶିକ୍ଷାଦାନକୁ ପେସା କରି ନିଜର ଜୀବିକା ନିର୍ବାହ କରୁଥିଲେ। ସରକାରୀ ସ୍କୁଲରେ ପ୍ରାୟ ୩୫ ବର୍ଷ ଚାକରି କରି ନିଜ ପେସାରୁ ଅବସର ନେଲେ। ହେଲେ ଏବେ ସେବା କରିବା ତାଙ୍କ ନିଶା ପାଲଟି ଯାଇଛି। ବାର୍ଦ୍ଧକ୍ୟରେ ଉପନୀତ ହୋଇ ମଧ୍ୟ…

ଫସଲ ଖାଇଦେବାରୁ ଦଣ୍ଡଦେଲେ ଜମି ମାଲିକ: ଖାଇବାକୁ ନ ଦେଇ ଷଣ୍ଢକୁ ୨୦ ଦିନ ବାନ୍ଧି ରଖିଲେ

ଉମରକୋଟ,୫ା୯(ସ୍ବ.ପ୍ର.):ଜମିରେ ଧାନ ଫସଲ ଦେଖି ଭୋକିଲା ଷଣ୍ଢଟି ଖାଇ ଦେଇଥିଲା। ଦିନେ ନୁହେଁ ଏକାଧିକ ଥର ଜମିରେ ପଶି ଫସଲ ଖାଇଥିଲା। ହେଲେ ଏହାର ପରିଣାମ ଯେ ଭୟଙ୍କର ହେବ ତାହା ସେ ଜାଣି ନ ଥିଲା। ଚାରିଗୋଡ଼ିଆ ପ୍ରାଣୀଟିକୁ ଦଣ୍ଡଦେବାକୁ…

ଉପକାରୀ ଯୋଗ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜକୁ ସୁସ୍ଥ ରଖିବା ହେଉଛି ବଡ଼ କଥା। କାରଣ ଅନେକେ କାର୍ଯ୍ୟବ୍ୟସ୍ତତା ଭିତରେ ନିଜ ଶରୀର ପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେବାକୁ ଭୁଲି ଯାଇଥାଆନ୍ତି। ଫଳରେ ସେମାନେ କେତେକ ରୋଗର ଶିକାର ହୋଇଥାଆନ୍ତି। ତେବେ ଏ…

ଅବସାଦଗ୍ରସ୍ତ ହୋଇଥିଲେ..

ବର୍ତ୍ତମାନ ପ୍ରାୟ ଅନେକେ ନିଜ କାମକୁ ନେଇ ବ୍ୟସ୍ତ। ଆଉ ତା’ ଭିତରେ କେତେକ ଅବସାଦଗ୍ରସ୍ତ ହୋଇଥାଆନ୍ତି। ନିକଟରେ ଏଭଳି ବିଷୟକୁ ନେଇ ବର୍ମିଂହାମ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ (ଯେଉଁମାନେ ଅଧିକାଂଶ ସମୟ ଅବସାଦଗ୍ରସ୍ତ…

ମେୟରଙ୍କୁ ବିବାହ କଲେ ବିଧାୟକ, ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ…

ଥିରୁଭାନନ୍ତପୁରମ୍‌, ୫।୯ : ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟ ରାଜେନ୍ଦ୍ରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ କେରଳର କନିଷ୍ଠ ବିଧାୟକ କେ.ଏମ ସଚିନଙ୍କୁ ବିବାହ କରିଛନ୍ତି। ରାଜେନ୍ଦ୍ରନ ଥିରୁଭାନନ୍ତପୁରମର ମେୟର ହୋଇଥିବାବେଳେ କେ.ଏମ ସଚିନ ଦେବ ବାଲୁସେରୀର ବିଧାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri