Home

ଦିଲ୍ଲୀ ବନାମ କେନ୍ଦ୍ର: ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର, ସେପ୍ଟେମ୍ବର ୭ରେ ଶୁଣାଣି…

ନୂଆଦିଲ୍ଲୀ, ୫।୯ : ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ଙ୍‌ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ସେପ୍ଟେମ୍ବର ୭ ବୁଧବାର…

ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା ଏକ ମର୍ସିଡିଜ-ମାୟାବାକ ଜିଏଲ୍‌ଏସ୍‌୫୦୦ ୪ମେଟିକ ଏସ୍‌ୟୁଭି କିଣିଛନ୍ତି, ଯାହାର ମୂଲ୍ୟ ୨.୮ କୋଟି ଟଙ୍କା।…

ଅସ୍ଥା ଭୋଟରେ ଜିତିଲେ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ଭୋଟରେ ସୋମବାର ବିଜୟୀ ହୋଇଛନ୍ତି। ତାଙ୍କୁ ୪୮ ଜଣ ବିଧାୟକଙ୍କ ସମର୍ଥନ ମିଳିଛି। ଯାହା ସଂଖ୍ୟାଗରିଷ୍ଠତାଠାରୁ ଅଧିକ। ଭୋଟ ସମୟରେ ଭାଜପା ବିଧାୟକମାନେ ଗୃହତ୍ୟାଗ କରିଥିଲେ। ଆସ୍ଥା ଭୋଟ…

ଅଙ୍ଗନୱାଡି କର୍ମୀଙ୍କୁ ସିଡିପିଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ: ଥାନାରେ ମାମଲା ରୁଜୁ

ସାରସକଣା,୫।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ କଳାପାଣି ଅଙ୍ଗନବାଡି କର୍ମୀଙ୍କୁ ସାରସକଣା ବ୍ଳକ ସିଡିପିଓ ମାନସିକ ଚାପ ଓ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ପୁଅ ଅଶୋକ କୁମାର ସିଂ ଝାରପୋଖରିଆ ଥାନାରେ ଏନେଇ ଏକ ମାମଲା ରୁଜୁ…

ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ଘଟିଲା ଏମିତି

ଯେଉଁମାନେ ବିଜ୍ଞାନରେ ଅଧିକ ବିଶ୍ୱାସ କରନ୍ତି ସେମାନେ ଚମତ୍କାରରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ଭଗବାନଙ୍କ ଶକ୍ତି ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ ଯେ, ଦୁନିଆରେ ନିଶ୍ଚିତ ଭାବରେ ଏକ ଶକ୍ତି ଅଛି…

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ସଞ୍ଜୟ…

ମୁମ୍ବାଇ, ୫।୯ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପାତ୍ରା ଚାଲ ସ୍କାମ ମାମଲାରେ ଗତ ମାସରେ ରାଉତଙ୍କୁ ଗିରଫ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ…

ଟେଷ୍ଟ ଅଧିନାୟିକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତି ହିଁ ମୋତେ ମେସେଜ୍‌ କରିଥିଲେ: କୋହଲି

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ରେ ସୁପର-୪ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପାକିସ୍ତାନ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଭାରତକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ…

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ ଟିକା ଏଡି-୫-ଏନ୍‌ କୋଭ୍‌କୁ ବ୍ୟବହାର କରିବାରେ ଚାଇନା ପ୍ରଥମ ଦେଶ ହୋଇପାରିଛି। ଏହି ଟିକା…

ଦେଦର୍ହା ଗାଁରେ ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ପରିବାରର ଚାଲିଗଲା ୨ ଜୀବନ

ଖପ୍ରାଖୋଲ,୫।୯(ଡି.ଏନ.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହା ଗାଁ ବ୍ୟାପୁଛି ଝାଡାବାନ୍ତି। ଝାଡାବାନ୍ତିରେ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ମୃତକମାନେ ହେଲେ କୁମାରୀ…

ଦିଲ୍ଲୀରେ ଶେଖ ହାସିନା…

ନୂଆଦିଲ୍ଲୀ, ୫।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀର ପହଞ୍ଚିଛନ୍ତି। ତାଙ୍କୁ ଭାରତ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ପର୍ଦ୍ଧନା ପ୍ରଦାନ କରାଯାଇଛି। ୨୦୧୯ ପରେ ଏହା ହାସିନା ଙ୍କ ପ୍ରଥମ ଭାରତ ଗସ୍ତ।…

ବିଶ୍ୱାସ ପ୍ରସ୍ତାବ ଆଗତ କଲେ ହେମନ୍ତ ସୋରେନ…

ରାଞ୍ଚି, ୫।୯ : ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ କରାଯାଇଛି। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ ପକ୍ଷରୁ ବିଶ୍ୱାସ ପ୍ରସ୍ତାବ ଆଗତ କରାଯାଇଛି। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ସୋରେନ ଭାଜପାକୁ…

ଚାଇନାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୮…

ବେଜିଂ, ୫।୯ : ସୋମବାର ମଧ୍ୟାହ୍ନ ୧୨ଟା ୨୫ରେ ଚାଇନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍‌ କାଉଣ୍ଟିରେ ଭୂକମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri