ସ୍ମାର୍ଟ ଘଣ୍ଟା
ଘଣ୍ଟା ଆମକୁ ସମୟ ବିଷୟରେ ଅବଗତ କରାଇଥାଏ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ୍ ଘଣ୍ଟା ପ୍ରସ୍ତୁତ ହେଲାଣି। ହେଲେ ଏପରି ଏକ ସ୍ମାର୍ଟ ଘଣ୍ଟା ଅଛି, ଯାହା ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବା ସହ ତାହାକୁ ଗ୍ରହଣ ନ…
ହୃଦ୍ରୋଗ ଆଶଙ୍କା କମାଏ ଉପବାସ
ଆଜିର ସମୟରେ ହୃଦ୍ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା ଜୀବନନାଶକ ହୋଇଥାଏ। ଶାରୀରିକ ପରିଶ୍ରମର ଅଭାବ, ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ…
ଚନ୍ଦ୍ରପୃଷ୍ଠରୁ ଦୃଶ୍ୟମାନ ପୃଥିବୀ
”ଚନ୍ଦ୍ରାଭିଯାନ ଦ୍ୱାରା ବୈଜ୍ଞାନିକମାନେ କେବଳ ଯେ ଚନ୍ଦ୍ର ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ତା’ ନୁହେଁ, ଚନ୍ଦ୍ରରେ ଅବସ୍ଥାନ କରି ଚନ୍ଦ୍ରପୃଷ୍ଠରୁ ପୃଥିବୀର ଫଟୋ ମଧ୍ୟ ଉତ୍ତୋଳନ କରିଛନ୍ତି, ଯାହା ବିଶେଷକରି ଆଲୋଚନାର ପରିଧିକୁ ଆସି ନ ଥାଏ। ତନ୍ମଧ୍ୟରୁ ୩ଟି…
କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତିରେ ହେବ ଖୋଳତାଡ଼…
ବେଙ୍ଗାଲୁରୁ, ୫।୯ : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କର୍ନାଟକରେ କଂଗ୍ରେସ ଶାସନ ସମୟରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ ହେବ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତାଙ୍କ ବିରୋଧରେ…
ଟିକାକରଣରେ ଅବ୍ୟବସ୍ଥା
ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍ରେ ଛିଡ଼ା ହୋଇଥିବାବେଳେ ଭ୍ୟାକ୍ସିନ୍ ସରିଯାଇଥିବା କହି ସ୍ବାସ୍ଥ୍ୟକର୍ମୀ ସେମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।…
ପ୍ରିନ୍ସ ଫେଷ୍ଟରେ ଝୁମିଲେ ଦର୍ଶକ
ଅନୁଗୋଳ ଅଫିସ, ୫।୮:ଅନୁଗୋଳ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ରବିବାର ସାରେ ‘ପ୍ରିନ୍ସ ଫେଷ୍ଟ୍’ ଅନୁଷ୍ଠିତ ହୋଇଯାଇଛି। ହେମସୁରପଡ଼ା ଟାଉନ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ସାଂସ୍କୃତିକ ସାରେ ଗୋଟିଏ ପରେ ଗୋଟିଏ ଓଲିଉଡ୍ ଓ ବଲିଉଡ୍ ସଙ୍ଗୀତର ଧୁନ୍ରେ…
ଶିଷ୍ୟ ବିନା ଶିକ୍ଷକ ଅସ୍ତିତ୍ୱହୀନ
‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ୍ ଈଶ୍ୱର’। ଶିକ୍ଷକ ସମାଜ ଉଦ୍ଦେଶ୍ୟରେ ଉଲ୍ଲେଖଥିବା ଏହି ଆପ୍ତବାକ୍ୟ ହିଁ ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ସ୍ଥାନକୁ ସମାଜରେ ପ୍ରତିପାଦିତ କରେ। ଅଜ୍ଞାନରୂପକ ଅନ୍ଧାରରୁ ଜ୍ଞାନର ଆଲୋକ ମାର୍ଗ ଦେଖାଇଥିବା ଗୁରୁଙ୍କ…
ଭାଷା ଅଡୁଆରୁ ବୃଦ୍ଧାଶ୍ରମରେ ମାସେ
ଢେଙ୍କାନାଳ ଅଫିସ, ୫।୯:ଶ୍ରୀକ୍ଷେତ୍ର ପୁରୀରେ ରହୁଥିବା ବନ୍ଧୁ ଘରକୁ ଆସିଥିଲେ ସୁଦୂର ଚେନ୍ନାଇରୁ। ଘରକୁ ଫେରିବା ବେଳେ ହୋଇଗଲା ବଡ଼ ଗଡ଼ବଡ଼। ଭୁଲ୍ ଟ୍ରେନ୍ରେ ଚଢ଼ିଗଲେ ୬୪ ବର୍ଷୀୟ ସୁବ୍ରମଣ୍ୟମ୍। ଟ୍ରେନ୍ ଭିତରେ ଏହା ଜଣାପଡ଼ିବା ପରେ କେତେଜଣ ସହଯାତ୍ରୀ ତାଙ୍କୁ…
ଆଜି ଆସୁଛନ୍ତି ଭାଜପା ପ୍ରଭାରୀ ବଂଶଲ
ଭୁବନେଶ୍ବର,୫ା୯(ବ୍ୟୁରୋ):ଓଡ଼ିଶାର ନବନିଯୁକ୍ତ ଭାଜପା ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ସୋମବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଦିନ ଗୋଟାଏରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏଥିଲାଗି ସମସ୍ତ ଭାଜପା ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ମିଳିଥିବା…
ନୂଆ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ସାମିଲକୁ ଗୁରୁତ୍ୱ
ଭୁବନେଶ୍ୱର,୫।୯(ବ୍ୟୁରୋ):ସାମ୍ପ୍ରତିକ ସମୟରେ ବିଶ୍ୱ ଅନେକ ପରିବେଶ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛି। ଏହା କେବଳ ମାନବ ଜାତି ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ କେବଳ ମନୁଷ୍ୟ ହିଁ ଦାୟୀ। ନିଜର ସ୍ବାର୍ଥ…
୨୦୪୭ରେ ଯେଉଁ ବ୍ୟକ୍ତି ବହିର୍ବ୍ୟାପାରମନ୍ତ୍ରୀ ହେବ ମୁଁ ତାଙ୍କୁ ଇର୍ଷା କରିବି: ଜୟଶଙ୍କର…
ଅହମଦାବାଦ,୫।୯ : ଗୁଜରାଟରେ ଏକ କାର୍ଯ୍ୟକ୍ରମରେ ଭାରତ ବିଷୟରେ କଥାବାର୍ତ୍ତା ବେଳେ ବହିର୍ବ୍ୟାପାରମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ମୁଁ ୨୦୪୭ରେ ବହିର୍ବ୍ୟାପାରମନ୍ତ୍ରୀ ଥିବା ବ୍ୟକ୍ତିଙ୍କ ପ୍ରତି ଇର୍ଷା କରିବି, କିନ୍ତୁ ମୁଁ ଆପଣଙ୍କୁ…
ନାଲି ପିମ୍ପୁଡ଼ି ଭୟରେ ଗାଁ ଛାଡ଼ିଲେ ୩ ପରିବାର
ପିପିଲି,୫।୯(ଡି.ଏନ୍.ଏ.):ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ବ୍ରାହ୍ମଣ ଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ସେମାନେ ହେଲେ କୁମୁଦ ଦାସ, ରେଣୁବାଳା ଦାସ, ଦେବେନ୍ଦ୍ର ଦାସ। ଗ୍ରାମରେ ପିମ୍ପୁଡ଼ିଙ୍କ ଆତଙ୍କ ଏତେ ବଢିଯାଇଥିବାରୁ…
Archives


