ଇତିହାସ ରଚିଲା ଭାରତୀୟ ମହିଳା ଟିମ୍: ‘ଲନ୍ ବଲ୍’ରେ ଜିତିଲା ସ୍ବର୍ଣ୍ଣ ପଦକ
ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍। ଲନ୍ ବଲ୍ ମୁକାବିଲାର ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାଜିତ କରି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ ଭାଗ…
ପାକିସ୍ତାନୀ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ…
ଇସଲାମାବାଦ, ୨।୮ : ବାଲୁଚିସ୍ତାନରେ ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନୀ ସେନାର ହେଲିକପ୍ଟର ଲାସବେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଆନ୍ତଃସେବା ଜନସମ୍ପର୍କ ବିଭାଗ ଏସମ୍ପର୍କରେ ସୂଚନା ପ୍ରଦାନ…
ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା
ବର୍ମିହାମ,୨।୮: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୂତିଙ୍କୁ ୧୦୦ ମିଟର ଅତିକ୍ରମ କରିବା ଲାଗି ୧୧.୫୫ ସେକେଣ୍ଡ…
୮୧ ଚାଇନା ନାଗରିକଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଛି ନୋଟିସ୍
ନୂଆଦିଲ୍ଲୀ,୨।୮: ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ସମୟରେ ମଙ୍ଗଳାବର ଲୋକ ସଭାରେ ଭାରତ ଆସିଥିବା ଚାଇନା ନାଗରିକଙ୍କ ବିଷୟରେ ସରକାର ସୂଚନା ଦେଇଛନ୍ତି। ଗତ ୨ବର୍ଷ ମଧ୍ୟରେ ୮୧ ଜଣ ଚାଇନା ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଦିଆଯାଇଛି ବୋଲି କେନ୍ଦ୍ର…
ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…
ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା…
ଭୟଭୀତ ହୁଅ ନାହିଁ, ସତର୍କତା ଅବଲମ୍ବନ କର: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨।୮: କରୋନା ସଂକ୍ରମଣ ନ ସରୁଣୁ ଦେଶରେ ଏବେ ମଙ୍କିପକ୍ସ ବିପଦ ଏବଂ ପଜିଟିଭ୍ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଭଳି ପରିସ୍ଥିତିରେ ସଂସଦରେ ମୌସୁମୀ ଅଧିବେଶନ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖ…
ରାଷ୍ଟ୍ରପତିଙ୍କ ଡାକ୍ତର ଭାବେ ନିଯୁକ୍ତ ହେଲେ ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂ…
ନୂଆଦିଲ୍ଲୀ, ୨।୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାକ୍ତର ଭାବେ ଭାରତୀୟ ସେନାର ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦଲଜିତ ୧୭ ଡିସେମ୍ବର୧୯୮୩ ରେ ବାୟୁସେନାରେ ନିଯୁକ୍ତ ହୋଇଥିଲେ।…
ଏସିଆ କପ୍ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…
ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୮ରେ…
ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ମିଳିଲା ହତ୍ୟା ଧମକ: ମୁଖ୍ୟମନ୍ତ୍ରୀ-ପୋଲିସକୁ ଚିଠି ଲେଖି ମାଗିଲେ ସୁରକ୍ଷା
ଚଣ୍ଡିଗଡ଼,୨।୮: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ଓ୍ବାଲାଙ୍କୁ ହତ୍ୟା କରାଯିବାର ୨ମାସ ପରେ ଆଉ ଜଣେ ଗାୟକଙ୍କୁ ହତ୍ୟା ଧମକ ମିଳିଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପଞ୍ଜାବୀ ଗାୟକ ତଥା ଗୀତିକାର ଜାନି ପୋଲିସର ସୁରକ୍ଷା…
ବଲିଉଡ୍ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଜାହ୍ନବୀ
ବମ୍ବେ: ବଲିଉଡ୍ର ତିନି ଖାଁଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ନିକଟରେ ସେ କହିଥିବା ଏଭଳି କିଛି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ରେ ‘ଧଡକ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ ଜାହ୍ନବୀ। ସେବେଠାରୁ ସେ…
ହାରିବା ମ୍ୟାଚ୍ର ‘ହିରୋ’
ନୂଆଦିଲ୍ଲୀ,୨।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ ଟିମ୍ ଇଣ୍ଡିଆ ପରାଜିତ ହୋଇଛି। ପ୍ରଥମେ ଭାରତର ବ୍ୟାଟିଂ ଫ୍ଲପ ସାବ୍ୟସ୍ତ ହୋଇଥିଲା। ଫଳରେ ବୋଲର୍ମାନେ ମ୍ୟାଚ୍କୁ ଜିତାଇପାରି ନ ଥିଲେ। ଏହସତ୍ତ୍ୱେ ଜଣେ ବୋଲରଙ୍କ ଭୂରି ପ୍ରଶଂସା କରାଯାଉଛି।…
ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ
ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିପର୍ଯ୍ୟୟ ପରିଚାଳନା ଏବଂ…
Archives


