ସୁନ୍ଦରୀ ପ୍ରତିଯୋଗିତାରୁ ରାଜ୍ୟଗୋଷ୍ଠୀ ପଦକ
ବର୍ମିଂହାମ୍,୩ା୮: ଇଂଲଣ୍ଡ ଭାରୋତ୍ତୋଳିକା ସାରା ଡେଭିସ୍ ୭୧ କିଗ୍ରା ଓଜନ ବର୍ଗରେ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କ୍ଲିନ୍ ଆଣ୍ଡ ଜର୍କରେ ୧୨୬ କିଗ୍ରାର ଓଜନ ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ ନିଜ ନାମରେ କରିଥିଲେ ସାରା। ଏହା…
ବିକାଶ, ବ୍ୟାଡ୍ମିଣ୍ଟନରୁ ରୌପ୍ୟ
ବର୍ମିଂହାମ୍, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ ସେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ବ୍ୟାଡ୍ମିଣ୍ଟନ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଭାରତ…
ମାଇଁ ମେଡିସିନ ପଲିକ୍ଲିନିକ ଉଦ୍ଘାଟିତ
ଭୁବନେଶ୍ୱର,୩ା୮: ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସହ ଅର୍ଥାଭାବରୁ ବଞ୍ଚିତ ହେଉଥିବା ଲୋକମାନଙ୍କ ପାଖରେ ଚିକିତ୍ସା ସୁବିଧା ଯୋଗାଇଦେବାର ଲକ୍ଷ୍ୟ ନେଇ ମାଇଁ ମେଡିସିନ ପଲିକ୍ଲିନିକର ଶୁଭାରମ୍ଭ ସ୍ଥାନୀୟ ଲୁଇସ୍ ରୋଡ୍ଠାରେ ଆରମ୍ଭ ହୋଇଯାଇଛି। ଏଠାରେ ପ୍ରାୟ ସବୁ ବିଭାଗର ବହୁ…
କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ
ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିବା, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ…
ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି
ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା ଓ ବାଣିଜ୍ୟ ଦ୍ରବ୍ୟର ବୃଦ୍ଧି ଘଟାଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଜୁଲାଇରେ…
ଓଏମ୍ସିରେ ନିରାପତ୍ତା ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଡି. କେ. ସିଂହ ଓ ଏମ୍ଡି ବଲ୍ୱନ୍ତ ସିଂହ ସମ୍ମାନିତ ଅତିଥି…
ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ
ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨ୟ ଦିନରେ ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ, ଜନସ୍ବାସ୍ଥ୍ୟ ଏବଂ ଶିଳ୍ପ ଦୃଷ୍ଟିକୋଣ ଶୀର୍ଷିକ…
ଗ୍ୟାସ୍ ଲିକ୍: ୫୦ ମହିଳା କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି
ବିଶାଖାପାଟଣା,୩ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲା ଅନ୍ତର୍ଗତ ବ୍ରାଣ୍ଡିକ୍ସ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ (ଏସ୍ଇଜେଡ୍) ମଧ୍ୟରେ ଥିବା ଏକ ପୋଷାକ କାରଖାନାର ଲାବରେଟୋରିରେ ମଙ୍ଗଳବାର ଗ୍ୟାସ୍ ଲିକ୍ ହୋଇ ୫୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଏକ ମେଡିକାଲ ସେଣ୍ଟରରେ ପ୍ରାଥମିକ…
୭ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ
ଗାଜିଆବାଦ,୩ା୮: ୨୦୧୩ରେ ଜଣେ ବ୍ୟବସାୟୀ ଓ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଡ୍ରାଇଭର ରାହୁଲ ବର୍ମାଙ୍କୁ ସୋମବାର ଗାଜିଆବାଦର ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବ୍ୟବସାୟୀ ସତୀଶ ଚନ୍ଦ୍ର ଗୋଏଲ୍ ଓ ତାଙ୍କ ପରିବାର ସଦସ୍ୟଙ୍କୁ…
କୋଭିଡ୍ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା
ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଉକ୍ତ ଆଇନ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ବେଆଇନ ଭାବେ ଆସି ଭାରତରେ…
ମେଟା ସିଓଓ ପଦରୁ ଶେରିଲଙ୍କ ଇସ୍ତଫା
ଓ୍ବାଶିଂଟନ,୩ା୮: ଫେସ୍ବୁକ୍ର ମୂଳ କମ୍ପାନୀ ମେଟାରେ ୧୪ ବର୍ଷ କାର୍ଯ୍ୟ କରିବା ପରେ ଏହାର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ପଦରୁ ଶେରିଲ ସ୍ୟାଣ୍ଡବର୍ଗ ଇସ୍ତଫା ଦେଇଛନ୍ତି। ମେଟା ସଫଳତା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କ ଇସ୍ତଫା ସମ୍ପର୍କରେ…
ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ
ଭୁବନେଶ୍ୱର,୩ା୮(ବ୍ୟୁରୋ): ସୋମବାର କେନ୍ଦୁଝର ଜିଲାର ତେଲକୋଇ ବ୍ଲକରେ ଏସ୍ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି ପାଇଁ ଯାଇଥିଲେ। ବଳଭଦ୍ରପୁର ଏବଂ ଓରିଆ ଅଞ୍ଚଳରେ ଶାସକ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ…
Archives


