Home

ପ୍ରିନ୍ସେସ୍‌ ଏନି, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କୁ ଡେପୁଟି ଭୂମିକା

ଲଣ୍ଡନ,୧୬ା୧୧: ବ୍ରିଟେନ କିଙ୍ଗ୍‌ ଚାଲର୍‌ସ ୩ୟ ତାଙ୍କ ଭଉଣୀ ପ୍ରିନ୍ସେସ୍‌ ଏନି (ରୟାଲ ପ୍ରିନ୍ସେସ୍‌) ଏବଂ ଭାଇ ପ୍ରିନ୍ସ ଏଡ୍‌ଓ୍ବାର୍ଡ (ଓ୍ବେସେକ୍ସ)ଙ୍କୁ ଡେପୁଟି ଭୂମିକା ଦେଇଛନ୍ତି। ଉଭୟେ ତାଙ୍କ ପକ୍ଷରୁ ରାଜକୀୟ ଦାୟିତ୍ୱ ନିର୍ବାହ କରିପାରିବେ। ଏନେଇ ବ୍ରିଟେନ ପାର୍ଲାମେଣ୍ଟରେ ଥିବା…

ଷ୍ଟିଭ୍‌ ଜବ୍ସଙ୍କ ସାଣ୍ଡାଲ ୧.୭୭ କୋଟି

ଓ୍ବାଶିଂଟନ୍‌,୧୬ା୧୧: ହଳେ ଜୋତାର ଦାମ୍‌ ସର୍ବାଧିକ କେତେ ହୋଇପାରେ? ୧,୦୦୦, ୫,୦୦୦ କି ୧୦,୦୦୦ ଟଙ୍କା। କିନ୍ତୁ ଗୋଟିଏ ପେୟାର୍‌ ଜୋତା ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶୁଣିଲେ ଯେକେହି ବିସ୍ମିତ ହେବେ। ତାହା ପୁଣି ପୁରୁଣା ସାଣ୍ଡାଲ। ବିଶ୍ୱାସ…

ଯୁଦ୍ଧବନ୍ଦୀଙ୍କୁ ଅତ୍ୟାଚାର କରୁଛନ୍ତି ରୁଷିଆ, ୟୁକ୍ରେନ୍‌ : ଜାତିସଂଘ

ଜେନେଭା, ୧୬ା୧୧: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୯ମାସରୁ ଅଧିକ ଦିନ ବିତିଯାଇଛି। ଦେଶର ନାଗରିକ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯୁଦ୍ଧକାଳୀନ ବନ୍ଦୀମାନଙ୍କ ଉପରେ ଉଭୟ ଦେଶର ସୈନ୍ୟ ଅକଥନୀୟ ଅତ୍ୟାଚାର କରୁଥିବା ଜାତିସଂଘ ମାନବାଧିକାର ଅଫିସର (ଓଏଚ୍‌ସିଏଚ୍‌ଆର୍‌) କହିଛନ୍ତି।…

ଆଜି ଚନ୍ଦ୍ରକୁ ଆର୍ଟେମିସ୍‌-୧ ପଠାଇବ ନାସା

ଓ୍ବାଶିଂଟନ୍‌, ୧୬ା୧୧: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ବୁଧବାର ଚନ୍ଦ୍ରକୁ ଆର୍ଟେମିସ୍‌ -୧ ସ୍ପେସ୍‌ ଫ୍ଲାଇଟ୍‌ ପଠାଇବ। ଆଡଭାନ୍ସ ଟେକ୍‌ନୋଲୋଜିରେ ତିଆରି ହୋଇଥିବା ଆର୍ଟେମିସ୍‌-୧ ମହାକାଶରେ ଥିବା ଅନ୍ତରୀକ୍ଷ ଯାନ ପାଇଁ ଲାଇଫ୍‌ ସପୋର୍ଟ ଭଳି କାର୍ଯ୍ୟ କରିବ। ଚନ୍ଦ୍ରଠାରୁ…

ଅବୁ ଆଜମିଙ୍କ ସହଯୋଗୀଙ୍କ ଘର ସମେତ ୩୦ ସ୍ଥାନରେ ଆଇଟି ଚଢ଼ାଉ

ମୁମ୍ବାଇ,୧୬ା୧୧: ବେନାମୀ ସମ୍ପତ୍ତି ଏବଂ କଳାଧନ ମାମଲାରେ ଆୟକର ବିଭାଗ ମଙ୍ଗଳବାର ସମାଜବାଦୀ ପାର୍ଟି ନେତା ଅବୁ ଆଜମିଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। ଅବୁଙ୍କ ସହଯୋଗୀ ସ୍ବର୍ଗତ ଗଣେଶ ଗୁପ୍ତାଙ୍କ ସ୍ତ୍ରୀ ଆଭା ଗୁପ୍ତାଙ୍କ ଘର ସମେତ ମୁମ୍ବାଇ, ବାରାଣସୀ,…

୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ହେବ ସୁରକ୍ଷା ପରିଚାଳନା…

ନୂଆଦିଲ୍ଲୀ,୧୬।୧୧ : ଦୁଇ ଦିନିଆ ଉପକୂଳ ପ୍ରତିରକ୍ଷା ସମରାଭ୍ୟାସ ସାଗର ଭିଜିଲ ଏବଂ ଟ୍ରୋପେକ୍ସ (ଥିଏଟର ସ୍ତରର ପ୍ରସ୍ତୁତି ଅପରେଶନ ଅଭ୍ୟାସ) ଭାରତୀୟ ନୈସେନାର ନେତୃତ୍ୱରେ ଆରମ୍ଭ ହୋଇଛି। ୭,୫୧୬ କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳର ଏକକାଳୀନ ସୁରକ୍ଷା ପରିଚାଳନା ହେବ। ଏହା…

ଅଚଳ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌,୧୬ା୧୧: ମଙ୍ଗଳ ଗ୍ରହ ଉପରେ ଗବେଷଣା କରିବା ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥାକୁ ନାସା ପଠାଉଥିବା ଇନ୍‌ସାଇଟ୍‌ ଲ୍ୟାଣ୍ଡର କାମ କରିବା ବନ୍ଦ କରିଦେବ । ଏହାର ସୋଲାର ପ୍ୟାନେଲରେ ମହାକାଶ ଧୂଳି ଜମା ହୋଇଯିବା କାରଣରୁ ଏହାର ବ୍ୟାଟେରି…

ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା

ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ କ୍ଷୁଧା ଓ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି।…

୨୦୨୪ରେ ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌…

ଓ୍ବାଶିଂଟନ,୧୬।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସର ପ୍ରାର୍ଥୀତା ପାଇଁ କାଗଜପତ୍ର ଦାଖଲ କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ସେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।…

୮ ଦେଶର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ଆଠଟି ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥି…

ଶିଡ଼ିରେ ଝୁଣ୍ଟିଲେ ବାଇଡେନ, ସାହାରା ଦେଲେ ଜୋକୋ, ଭିଡ଼ିଓ ଭାଇରାଲ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ…

ଦୈନିକ ସଂକ୍ରମଣ ୫୦୧…

ନୂଆଦିଲ୍ଲୀ, ୧୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?