Home

ରାହୁଲ ମୋର ପ୍ରକୃତ ବନ୍ଧୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୧ : ଜେଲରୁ ବାହାରିବା ପରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାରେ ଲାଗିଛନ୍ତି। ସେ ପୁନର୍ବାର ଗଣମାଧ୍ୟମରେ ଲଗାତାର ଭାବରେ ବିବୃତ୍ତି ଦେଉଛନ୍ତି। ଏଥର ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ…

ସହରରେ ଚାଲୁଛି ନମ୍ବରବିହୀନ ଗାଡ଼ି

କଟକ ଅଫିସ,୨୧ା୧୧: ରାଜ୍ୟ ସରକାର ତଥା ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ବିନା ନମ୍ବର ପ୍ଲେଟ୍‌ରେ କଟକ ସହରରେ ବହୁସଂଖ୍ୟକ ଗାଡି ଚାଲୁଛି। ବିଶେଷକରି ସହରର ପ୍ରମୁଖ ରାସ୍ତାରେ ଅନାୟାସରେ…

ଅବସରର ୩୦ବର୍ଷ ପରେ ବି ମିଳୁନି ପେନ୍‌ସନ

ସାଲେପୁର,୨୧।୧୧(ଡି.ଏନ୍‌.ଏ.): ଜଣେ ଶିକ୍ଷା କର୍ମଚାରୀ ଚାକିରିରୁ ଅବସର ନେବାର ୩୦ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୃକ୍ତ କର୍ମଚାରୀଙ୍କୁ ଅବସରକାଳୀନ ବକେୟା ଅର୍ଥ, ପେନ୍‌ସନ୍‌ ମିଳିପାରି ନାହିଁ। ଏ ନେଇ ସମ୍ପୃକ୍ତ କର୍ମଚାରୀ ଜଣକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି…

ବାଜଓ୍ବାଙ୍କ ପରିବାର ୬ ବର୍ଷରେ ହୋଇଛନ୍ତି ଅରବପତି…

ଇସଲାମାବାଦ,୨୧।୧୧ : ଆଗାମୀ କିଛି ଦିନ ମଧ୍ୟରେ ଅବସର ନେବାକୁ ଯାଉଥିବା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ପରିବାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି କାରଣରୁ, ତାଙ୍କ କାର୍ଯ୍ୟକାଳରେ ଦୁର୍ନୀତି କଳଙ୍କ ଲାଗିବାକୁ ଯାଉଛି।…

କର୍ମନିଯୁକ୍ତି ସୁଯୋଗ ଅପେକ୍ଷାରେ ଯୁବବର୍ଗ

ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପ ଆବଶ୍ୟକ କେନ୍ଦ୍ରାପଡ଼ା ଜିଲାକୁ ତୁଳସୀକ୍ଷେତ୍ର କୁହାଯାଏ। ଏଠାରେ ବହୁ ଐତିହ୍ୟ ସ୍ଥାନ ସହିତ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଅଛି। ଏହି ସ୍ଥାନକୁ ଦର୍ଶନୀୟ କରି ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଛୋଟ ପ୍ରକଳ୍ପଗୁଡିଏ ଆବଶ୍ୟକ। ଲୋକଙ୍କ ଆଗମନ…

ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଗୋଏଲ…

ନୂଆଦିଲ୍ଲୀ,୨୧।୧୧ : ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ଗୋଏଲ ସୋମବାର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ଶନିବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଶୁକ୍ରବାର ଦିନ ସ୍ବେଚ୍ଛାକୃତ ଅବସର ନେଇଥିଲେ।…

ଲୋକସେବା ଭବନରେ ପ୍ରଦର୍ଶିତ ହେଲା ‘ଦମନ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରବିବାର ଲୋକସେବା ଭବନର କନଭେନଶନ ସେଣ୍ଟରଠାରେ ପ୍ରଦର୍ଶିତ ହୋଇଛି। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହଯୋଗରେ ଏହାର ପ୍ରଦର୍ଶନ କରାଯାଇଥିଲା। ମାଲେରିଆ ନିରାକରଣ ଉପରେ…

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

ମହାକାଳପଡ଼ା,୨୧ା୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଏକ ଶିଳ୍ପବିହୀନ ଜିଲା ଭାବେ ପରିଚିତ। ଏବେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଶିଳ୍ପ କାରଖାନା ପ୍ରତିଷ୍ଠା ହେଲେ ଜିଲାର ଅର୍ଥନୈତିକ, ସାମାଜିକ ଅଭିବୃଦ୍ଧି ଘଟିବ। ଜିଲାର ମହାକାଳପଡ଼ା ବ୍ଲକର ବତୀଘର…

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଅକଲାଣ୍ଡ,୨୧।୧୧: ଭାରତ ବିପକ୍ଷ ତୃତୀୟ ଟି-୨୦ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟ୍‌କା ଲାଗିଛି। ବ୍ୟକ୍ତିଗତ କାରଣରୁ କିୱି ଦଳର ଅଧିନାୟକ କେନ ୱିଲିୟମସନ ତୃତୀୟ ମ୍ୟାଚ ଖେଳିବେ ନାହିଁ। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ବର୍ତ୍ତମାନ…

ଫିଫା ବିଶ୍ୱକପ: ସୋମବାର ୩ ମ୍ୟାଚ୍‌…

ଦୋହା,୨୧।୧୧ : ସୋମବାର ଫିଫା ଫୁଟବଲ ବିଶ୍ୱକପରେ ତିନୋଟି ମ୍ୟାଚ ଖେଳାଯିବ। ଗ୍ରୁପ ବିରେ ଇଂଲଣ୍ଡ ଦଳ ସନ୍ଦ୍ୟା ଋଟା ୩୦ରେ ଇରାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ଗ୍ରୁପ-ଏରେ ଆଫ୍ରିକୀୟ କପ ଚାମ୍ପିୟନ ସେନେଗାଲ ସହିତ ମୁହାଁମୁହିଁ ହେବ। ଏହି…

ଚିରସ୍ରୋତା ହେବ ଖରସ୍ରୋତା

ରସୁଲପୁର,୨୧ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୭ ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ବଡ଼କଇଞ୍ଚତ୍, ରସୁଲପୁର, ରାହାମ୍ବା, ଟିକରପଡ଼ା ଓ ନଠୁଆବରର ଜୀବନରେଖା କୁହାଯାଉଥିବା ମୂଳ ଖରସ୍ରୋତା ପୁଣି ଜିଇଁବା ସମ୍ଭାବନା ଦେଖାଦେଇଛି। ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ମରିଯାଇଥିବା ମୂଳ ଖରସ୍ରୋତାରେ ନଦୀଜଳ…

ଚେୟାରରେ ରୋଗୀ, ସାଲାଇନ ଧରୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ) : ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ସହଜରେ ମିଳୁନି ବେଡ୍‌। ରୋଗୀ ଘଣ୍ଟା ଘଣ୍ଟା ଧରି ଚେୟାର, ଷ୍ଟ୍ରେଚର ଓ ତଳେ ପଡି ରହୁଛନ୍ତି। ରୋଗୀଙ୍କ ସମ୍ପର୍କୀୟ ସାଲାଇନ୍‌ ଧରି ଠିଆ ହେଉଥିବା ଭଳି ଦୟନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?